viral ଭିଡ଼ିଓ-marcket କୁ ଆସିଲା ଚନ୍ଦନ ଭାଇଙ୍କ ନୂଆ ଜବରଦସ୍ତ ପୁଷ୍ପା କମେଡି ଯାହାକୁ ଦେଖିଲେ ଆପଣମାନେ ହସି ହସି ଗଡିଯିବେ,ଏବେ ସୋସିଆଲ ମିଡ଼ିଆ ଏହି ଭିଡ଼ିଓ ନିଆଁ ଭଳି ଭାଇରଲ ହେଉଛି,ଦେଖନ୍ତୁ ସମ୍ପୂର୍ଣ video!

ବର୍ତ୍ତମାନ ପ୍ରାୟ ବୁଢ଼ା ଠାରୁ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ଯୋଡ଼ିତ ଅଟନ୍ତି। ତେବେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଭିଡିଓ ସବୁ ଆସିଥାଏ ,ତା ମଧ୍ୟରେ କେତେକ ଶିକ୍ଷଣୀୟ ହୋଇଥାଏ ତ କେତେକ ଭିଡିଓ ଆମକୁ ବହୁତ କଷ୍ଟ ଦେଇଥାଏ ତ ପୁଣି କେତେକ ଭିଡିଓ ଆମକୁ ବହୁତ ହସାଇ ଥାଏ ତାହା ଆମର କମେଡ଼ି ଭିଡିଓ ସବୁ ଥାଏ ।

କିନ୍ତୁ ସବୁଠାରୁ ଅଧିକ ଲୋକମାନେ କମେଡ଼ି ଭିଡିଓ କୁ ଦେଖିବାକୁ ପସନ୍ଦ କରନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ଏହିପରି କେତେକ ଭାଇରଲ କମେଡ଼ି ଭିଡିଓ ବିଷୟ ରେ ଜଣେଇବୁ ଯାହା ଜାଣିବା ପରେ ଆପଣ ହସି ହସି ବେଦମ ହୋଇଯିବେ।

ତେବେ ବନ୍ଧୁଗଣ ଆପଣ ଆମ ଓଡ଼ିଆ କମେଡ଼ିଆନ ଚନ୍ଦନ ବିଶ୍ୱାଳ ଙ୍କର ୟୁ ଟ୍ୟୁବ କମେଡ଼ି ଚେନାଲ ବିଷୟ ରେ ଜାଣିଥିବେ।ତେବେ ସେମାନେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଚର୍ଚ୍ଚା ରେ ଥିବା ଫିଲ୍ମ ପୁଷ୍ପା ଏବଂ ଭାଇରାଲ ଗୀତ କାଚା ବାଦାମ କୁ ନେଇ ଏକ କମେଡି ଭିଡ଼ିଓ କରିଛନ୍ତି । ତେବେ ଆମେ ଆଜି ଆପଣ ଙ୍କୁ ସେହି କମେଡି ଭିଡ଼ିଓ ଟି ବିଷୟରେ ଜଣେଇ ବୁ ଯାହାକି ବର୍ତ୍ତମାନ ଲୋକମାନେ ଙ୍କ ମଧ୍ୟରେ ଏକ କଳହ ସୃଷ୍ଟି କରିଛି।

 ତେବେ ବନ୍ଧୁଗଣ ଆପଣ ମଧ୍ୟ ଦେଖୁଥିବେ କି ପୁଷ୍ପା ସିନେମା ଆସିବା ଠାରୁ ଲୋକମାନେ ସବୁ ଆଲୁ ଅର୍ଜୁନ ଙ୍କର ଷ୍ଟେପ , ଡାଇଲକ ଏବଂ ତାହାର ଗୀତ କୁ ନେଇ ସମସ୍ତେ ରିଲ ଭିଡ଼ିଓ ବନାଉଛନ୍ତି। ତେବେ ଏହାକୁ ନେଇ ଆମ କମେଡ଼ିଆନ ଚନ୍ଦନ ଭାଇ କହିଛନ୍ତି କି ଆରେ ପୁଷ୍ପା ତ ଏତେ ଅଧିକ ଟଙ୍କା ରୋଜଗାର କରୁଥିଲା!

ଆଉ ଗୋଟିଏ ଚନ୍ଦନ କାଠ ବିକ୍ରି କରି ନିଜ ଦାଢ଼ି ଟା କାଟି ପାରିଲାନି କିମ୍ବା ସେହି ଟଙ୍କା ରେ ଉପର କୁ ଟେକି ଯାଇଥିବା କାନ୍ଦ ଟିକୁ ଡାକ୍ତର ଦେଖାଇ ପାରିଲାନି ।ଆଲୁ ଅର୍ଜ୍ଜୁନ ର ଫିଲ୍ମ ଦେଖି ଆମ ଗାଁ ଟୋକା ଟା ଜଙ୍ଘଲ ରୁ ଗଛ କାଟିଦେଲା ଆଉ ବର୍ତ୍ତମାନ ଜେଲ ରେ ପଡିଛି।

ତେବେ ସେହିପରି ସେମାନେ ଭାଇରାଲ ସଙ୍ଗ “କାଚା ବାଦାମ” କୁ ନେଇ ମଧ୍ୟ କମେଡି କରିଛନ୍ତି। ତେବେ ଚନ୍ଦନ ଭାଇ କହିଛନ୍ତି କି ଆଡେ କଣ ସାଇକେଲ ର ଧରି କାଚା ବାଦାମ ଗୀତ ଗାଇଲେ ଯେ ରାତାରାତି ଷ୍ଟାର ହୋଇଗଲେ ହେଲେ ବର୍ତ୍ତମାନ ସେହି କାଚା ବାଦାମ ଖାଇକି ଆମ ଗାଁ ରେ ତିନି ଚାରିଟା ପିଲା ଙ୍କୁ ଝାଡ଼ ହୋଇଗଲାଣି। ପୁଷ୍ପା ଫିଲ୍ମ ଦେଖି ଆମ ଗାଁ ଟୋକା ମାନେ ସବୁ ବଙ୍କେଇ ବଙ୍କେଇ ଚାଲୁଛନ୍ତି ,ଆଉ ତାହାଲେ ଏହା ସିନେମା ର ଆମ ଉପରେ ପ୍ରଭାବ ଆଉ।

ତେବେ ଏହି ସବୁ କଥା କୁ ଆମ କମେଡ଼ିଆନ ଚନ୍ଦନ ଭାଇ ଓ ତାଙ୍କର ସାଥି ଏହିପରି ଅତି ମଜାଳିଆ ଆନ୍ଦାଜ ରେ କରିଛନ୍ତି କି ଏହାକୁ ଯିଏ ଦେଖୁଛନ୍ତି ସବୁ ହସି ହସି ବେଦମ ହୋଇଯାଉଛନ୍ତି।ଆପଣ ମଧ୍ୟ ଏହି ଭିଡ଼ିଓ ଟିକୁ ଦେଖନ୍ତୁ ହସି ହସି ଗଡି ଯିବେ ଆପଣ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।