viral ଭିଡ଼ିଓ-ମଝି ରାସ୍ତାରେ ବାଇକ୍ଉପରେ ପ୍ରେମୀ ଯୁଗଳଙ୍କ live kiss ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଏବେ ସୋସିଆଲ ମିଡ଼ିଆ ଏହି ଭିଡ଼ିଓ ନିଆଁ ଭଳି ଭାଇରଲ ହେଉଛି,ଦେଖନ୍ତୁ ସମ୍ପୂର୍ଣ video!

ଆଜିର ଯୁବ ପିଢି ଷ୍ଟଣ୍ଟ ପଛରେ ବାୟା। ଏମାନେ ଷ୍ଟଣ୍ଟ ଦେଖାଇବା ପାଇଁ ବିଭିନ୍ନ ପ୍ରକାର ଷ୍ଟେପ୍ ନେଇ ଯାଆନ୍ତି।ସୋସିଆଲ ମିଡିଆରେ ଆମେ ପ୍ରାୟ ଷ୍ଟଣ୍ଟ ଭିଡ଼ିଓ ଦେଖିଥାଉ। ଏହା ଯେତିକି ରୋମାଞ୍ଚ ସୃଷ୍ଟି କରିଥାଏ ତା ଠାରୁ ଅଧିକ ବିପଦ ରହିଥାଏ। ଟିକିଏ ଟିକିଏ ଭୁଲ ପାଇଁ ଜୀବନ ଉପରକୁ ବିପଦ ଆସିଯାଇଥାଏ।କିଛି ଜଣ ନିଜ ଷ୍ଟଣ୍ଟକୁ ପୁରା କରିବା ପାଇଁ ବହୁତ ରିସ୍କ ମଧ୍ୟ ନେଇଥାନ୍ତି।

କିନ୍ତୁ ଅନ୍ୟ କିଛି ଅଛନ୍ତି ଯେଉଁମାନେ ଷ୍ଟଣ୍ଟ କରିବା ସମୟରେ ଅନେକ ଦୁର୍ଘଟଣାର ସାମ୍ନା କରିଥାନ୍ତି। ଏମିତିକି ଲୋକଙ୍କ ଜୀବନ ମଧ୍ୟ ଚାଲିଯାଏ। ଏମିତି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାର ଦେଖାଯାଏ।

ଆଜିର ଯୁବ ପିଢ଼ି ବିପଦପୂର୍ଣ୍ଣ ସ୍ଥାନ ଆଦିରେ ଷ୍ଟଣ୍ଟ କରି ଭିଡିଓ କରିଥାନ୍ତି। ପରେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଶସ୍ତା ଲୋକପ୍ରିୟତା ହାସଲ କରିଥାନ୍ତି। ଏଥିରୁ କିଛି ରୋଜଗାର ମଧ୍ୟ କରିଥାନ୍ତି।

ଆମେ ଆଜି କିଛି ଏମିତି ଷ୍ଟଣ୍ଟ ବିଷୟରେ ଜଣାଇବୁ ଯାହାକୁ ଜାଣିବା ପରେ ଆପଣ ଖୁବ୍ ଆଶ୍ଚର୍ଯ୍ୟ ହୋଇ ଯିବେ। କିଛି ଯୁବକ ଯୁବତୀ ରାସ୍ତା ମଝିରେ ବାଇକରେ ବିପଦପୂର୍ଣ୍ଣ ଷ୍ଟଣ୍ଟ ଦେଖାଇ ଅସୁବିଧାରେ ପଡିଛନ୍ତି। ଏମାନଙ୍କର ଷ୍ଟଣ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାୁନୁଷ୍ଠାନ ଗ୍ରହଣ କରିଛନ୍ତି।


୧. ନିକଟରେ ସୋସିଆଲ ମିଡିଆରେ ବାଇକରେ ଏକ ଷ୍ଟଣ୍ଟ ଭିଡିଓ ଖୁବ୍ ଭାଇରାଲ ହୋଇଥିଲା। ବାଇକ୍ ରେ ଗାର୍ଲ୍ ଫ୍ରେଣ୍ଡଙ୍କୁ ନେଇ ଷ୍ଟଣ୍ଟ ମାରୁଥିଲେ ଯୁବକ। ବାଇକର ସ୍ପିଡବି ଅଧିକ ଥିଲା ତେବେ ଯୁବକ ଜଣକ ତାଙ୍କ ଗାର୍ଲ୍ ଫ୍ରେଣ୍ଡଙ୍କୁ ପଛରୁ ଆଗକୁ ଆଣି ଦେଖାଇ ଥିଲେ ରୋମାଞ୍ଚକର ଷ୍ଟଣ୍ଟ। ଯୁବକ ଜଣକ ହେଉଛନ୍ତି ଅବଦୁଲ୍ ରହମାନ୍। ସୂଚନା ଅନୁଯାୟୀ ଏହି ଭିଡିଓଟି ସୁରଟ ସହରର।

ଏହି ଯୁବକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ନଜର ଏହି ଭିଡିଓ ଉପରେ ପଡ଼ିଥିଲା। ଏହା ପରେ ଏହି ଦୁଇ ଯୁବକ ଯୁବତୀଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହା ପରେ ଅବଦୁଲ୍ ରହମାନ୍ ଓ ତାଙ୍କ ଗାର୍ଲ୍ ଫ୍ରେଣ୍ଡ ସୋସିଆଲ ମିଡିଆରେ କ୍ଷମା ପ୍ରାର୍ଥନା କରିବାର ମଧ୍ୟ ଦେଖିବାକୁ ମିଳିଥିଲା।

୨. ସୁରତ ନିକଟବର୍ତ୍ତି ତାପି ନଦୀ ଜିଲାନି ବ୍ରିଜ ଉପରେ ସମସ୍ନାନ୍ଥ ପଠାନ୍ ନାମକ ଏକ ଯୁବକ ମଧ୍ୟ ଏକ ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଥିବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା। ସ୍ପିଡ୍ ବାଇକ ଚଳାଇ ରାସ୍ତା ମଝିରେ ବିପଦପୂର୍ଣ୍ଣ ଷ୍ଟଣ୍ଟ ଦେଖାଉ ଥିଲେ ଏହି ଯୁବକ।

୩. ଏହି ବିପଦପୂର୍ଣ୍ଣ ଷ୍ଟଣ୍ଟରୁ ବାଦ୍ ପଡି ନାହାଁନ୍ତି ଜଣେ ଯୁବତୀ। ସଞ୍ଜନା ନାମକ ଏକ ଯୁବତୀ ମଧ୍ୟ ରାସ୍ତା ମଝିରେ ବାଇକରେ ଷ୍ଟଣ୍ଟ ମାରୁଥିବାର ଭିଡିଓ ଖୁବ୍ ଭାଇରାଲ ହୋଇଥିଲା। ଯୁବତୀ ଜଣକ ବାଇକ୍ ଏତେ ସ୍ପିଡରେ ଚଳାଉଛନ୍ତି ଯେ ସବୁ ବାଇକ୍ ଓ କାରକୁ ପଛରେ ପକାଇ ଦେଉଛନ୍ତି। ବାଇକ୍ ଚଳାଇବା ସମୟରେ ହାତ ମଧ୍ୟ ଛାଡି ଦେଉଛନ୍ତି। ଏହି ଭିଡିଓ ସୁଟିଂ କରିବା ପାଇଁ ଯୁବତୀ ଜଣକ ସୁରତ ଆସିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।