viral ଭିଡ଼ିଓ -ମହିଳାଙ୍କ ମୁହଁ ରେ ଲାଗିଛି ମହୁମାଛି । ଯାହା ଆଖିରେ ଦେଖିଲେ ମଧ୍ୟ ବିଶ୍ୱାସ କରି ହେବ ନାହିଁ । ,ଭିଡ଼ିଓ ଦେଖିଲେ ଆପଣଙ୍କ ମୁଣ୍ଡ କାମ କରିବନି ଯାହାକୁ 36 milion ରୁ ଅଧିକ ଲୋକ ଦେଖିସାରିଲେଣି,ଦେଖନ୍ତୁ ସମ୍ପୂର୍ଣ video!

ମହୁମାଛି ମଣିଷ ପାଇଁ ବହୁତ କିଛି କରି ଥାଏ । ମହୁମାଛି ମଣିଷ ପାଇଁ ମହୁ ସଂଗ୍ରହ କରି ଦେଇ ଥାଏ । ସେଥି ପାଇଁ କୁହା ଯାଇ ଥାଏ । ମହୁ ମାଛି ର ସାଙ୍ଗ ହେଉଛି ମଣିଷ । ତେଣୁ ସେ ସବୁ ସମୟ ମଣିଷ କୁ ମହୁ ଦେବାରେ କେବେ ହେଲେ ମଣିଷ କୁ ମହୁ ଦେବାରେ ମନା କରି ନ ଥାଏ । ତେବେ ଆଜି ଆମେ ସେହି ମହୁ ମାଛି ବିଷୟ ରେ କହିବା ପାଇଁ ଯାଉଛୁ । ଯେଉଁ ଠାରେ ଜଣେ ମଣିଷ ତାର ସମ୍ପୂର୍ଣ ମୁଁହ କୁ ମହୁ ବସା ରେ ପରିଣତ କରି ଦେଇଛି । ସେ ଲୋକ ଟି ର ନାମ RK ଜିମ । ତାଙ୍କ ନାଁ ଏବେ ଗ୍ରୀନିଜ ବୁକ ରେ ଲେଖା ସରି ଗଲାଣି ।

କିନ୍ତୁ ସେହି ଦୃଶ୍ୟ ର ଭିଡିଓ ଆଜି ମଧ୍ୟ ଭାଇରାଲ ହେବାରେ ଲାଗିଛି । ତେବେ ତାଙ୍କ ମୁହଁ କୁ କେମିତି ମହୁ ମାଛି ମାନେ ଆସି ବାସ କରୁ ଛନ୍ତି । ଏହାର ରହସ୍ୟ କଣ ବହୁତ ଲୋକ ଏହାକୁ ଜାଣିବା ପାଇଁ ଚାଂହୁ ଥିଲେ । ତେବେ ଆଜି ଆମେ ସେହି ବିଷୟରେ ଆଲଚନା କରିବା । ଆସନ୍ତୁ ଜାଣିବା ତାଙ୍କ ମୁହଁ ରେ ଏତେ ମହିମାଛି କଣ ପାଇଁ ରହିଛି ।

ସାଧରଣ ଭାବରେ ଦେଖିବା ପାଇଁ ଗଲେ ମହୁମାଛି 2 ପ୍ରକାର ହୋଇ ଥାଏ । ଗୋଟେ ହେଲା ବିଷାକ୍ତ ମହୁ ମାଛି ଯାହା ଥରେ ଆପଣଂକୁ କାମୁଡି ଲେ ଆପଣଙ୍କ ଦେହ ଫୁଲି ଯାଇ ଥାଏ । ଆଉ ଗୋଟେ ହେଲା ରାଣୀ ମହୁମାଛି ଯାହା ଆପଣଂକୁ କାମୁଡିଲେ ଆପଣଂକୁ କଷ୍ଟ ହୋଇ ନ ଥାଏ ।

ତାହାଲେ ସେହି ବ୍ୟକ୍ତି ଜଣକ ମୁଁହ ରେ କେଉଁ ମହୁ ମାଛି ଆସି ଲାଗିଛି । ପ୍ରଥମେ ସେ ଗୋଟେ ରାଣୀ ମହୁ ମାଛି କୁ ଆଣି ତା ଦେହରେ ଲଗେଇ ଥିଲେ । ତାର କିଛି ଦିନ ଗୋଲା ପରେ ଅନ୍ୟ ମହିମାଛି ମାନେ ଆସି ତାଙ୍କ ମୁହଁ ରେ ଲାଗି ଯାଇ ଥିଲେ । ତାଙ୍କ ମୁହଁ ରେ ପ୍ରାୟ 40 ହଜାର ରୁ ଅଧିକ ମହୁମାଛି ଲାଗି ଥିଲେ ।

ଏବଂ ସେ ଏହି ମହିମାଛି କୁ 5 ଘଣ୍ଟା ଧରି ତାଙ୍କ ମୁହଁ ରେ ରଖି ଥିଲେ । ଯାହା ଫୋଳରେ ତାଙ୍କ ନାଁ ଗ୍ରୀନିଜ ୱାର୍ଲଡ଼ ବୁକ ରେ ଲେଖା ଅଛି । ଆଉ ତାଙ୍କ ଭିଡିଓ ମଧ୍ୟ ବହୁତ ଭାଇରାଲ ହୋଇ ଥିଲା । ଗୋଟେ ଗୋଟେ ମହୁ ବସା ରେ ପ୍ରାୟ 60 ହଜାର ମହୁମାଛି ରହି ଥାନ୍ତି ।

କିନ୍ତୁ ଏହି ବ୍ୟକ୍ତି ଜଣକ ନିଜ ମୁହଁ ରେ 40 ହଜାର ମହୁମାଛି କୁ ଲଗାଇ ଦେଇ ଥିଲେ । ତେବେ ଏହି ମହୁମାଛି ଗୁଡିକ ବିଷାକ୍ତ ମହୁମାଛି ନ ଥିଲା । ବିଷାକ୍ତ ମହୁମାଛି ହୋଇ ଥିଲେ ସେହି ଲୋକ ଟି ରଖି ପାରି ନ ଥାନ୍ତା । ଏହି ମହୁ ମାଛି ଗୁଡିକ ମଣିଷ ସହିତ ସମ୍ପର୍କ ରଖି ଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।