viral ଭିଡ଼ିଓ – ମହିଳାଙ୍କ କାନ ଭିତରେ ପଶିଲା ସାପ (snake ) ଆଉ ତା ପରେ ଯାହା ହେଲା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ଆଜିକାଲି ସୋସିଆଲ ମିଡିଆରେ ଏମିତି କିଛି ଘଟଣା ଭାଇରଲ ହେବାରେ ଲାଗିଛି ଯାହା ଦ୍ଵାରା ଆପଣ ମାନେ ସେହି ଘଟଣା କୁ ଦେଖିଲେ ଆପଣ ମାନେ ବିଶ୍ୱାସ କରିପାରିବେନି । ସାପ ନାଁ ଶୁଣିଲେ ଆପଣ ମାନ ଙ୍କୁ ନିହାତି କୁ ଭୟ ଲାଗେ। ଆଉ ଏହାକୁ ଦେଖି ଦେଲେ ଲୋକେ ଧାଇଁ ପଳାନ୍ତି। ହେଲେ ଯଦି ଏହି ସାପ କାନ ରେ ପଶି ଯାଏ, ତେବେ ଭୟ କେତେ ମାତ୍ରା ରେ ଲାଗୁ ଥିବ, ତାହା ଆପଣ ଅନୁମାନ କରି ପାରୁ ଥିବେ।
ଏ ମିତି ଏକ ଘଟଣା ଏ ବେ ଦେଖି ବାକୁ ମିଳିଛି। ଯେଉଁଠି ମହିଳା ଙ୍କ କାନ ରେ ସାପ ପଶି ଯିବା ଦେଖି ବାକୁ ମିଳିଛି। ସାପ ଟି କୁ କାନ ରୁ କାଢିବା ପାଇଁ ଯୁବତୀ ଜଣ କ ଡାକ୍ତର ପାଖ କୁ ଯାଇ ଛନ୍ତି। ଡାକ୍ତର ଏହାକୁ କାଢିବା କୁ ଚେଷ୍ଟା କରୁଥିବା ସମୟ ରେ ସାପ ଟି କାନ ଭିତ ରେ ପଶି କଲ ବଲ ହେଉଛି। ଯାହାର ଭିଡିଓ ଭାଇରଲ ହେଉଛି।
ଭିଡିଓ ରେ ଦେଖିବାକୁ ମିଳିଛି ଯେ, ଏକ ହଳଦିଆ ରଙ୍ଗ ର ସାପ ଯୁବତୀ ଙ୍କ କାନ ରେ ପଶି ଯାଇଛି। ଯୁବତୀ ଜଣ କ ଯନ୍ତ୍ରଣା ରେ ଛଟପଟ ହେଉଛନ୍ତି। ସାପ ଟି କୁ କାନ ରୁ କାଢିବା ପାଇଁ ଯୁବତୀ ଜଣ କ ଡାକ୍ତର ପାଖ କୁ ଯାଇଛନ୍ତି। ଡାକ୍ତର ଏହାକୁ କାଢିବା କୁ ଚେଷ୍ଟା କରୁଥିବା ସମୟ ରେ ସାପ ଟି କାନ ଭିତରେ ପଶି କଲବଲ ହେଉଛି।
କିନ୍ତୁ ଆଁ କରି ଫଣା ଟେକୁଛି। ଡାକ୍ତର ଏହାକୁ ସତର୍କତା ର ସହିତ କାଢିବାକୁ ଚେଷ୍ଟା କରୁଛନ୍ତି। ସାପ କୁ ଡାକ୍ତର ଫୋରସେପ ମାଧ୍ୟମ ରେ କାଢିବା କୁ ଚେଷ୍ଟା କରୁଛନ୍ତି। ସାପ ର ଲମ୍ବା କେତେ ତାହା ଜଣା ପଡିନାହିଁ। କାନ ଭଳି ଛୋଟ ଜାଗା ରେ ସାପ କେମିତି ପଶିଲା, ତାହା ଜାଣି ହେଉ ନାହିଁ। ତେବେ ଏହି ଭିଡିଓ ସୋସିଆଲ ମିଡିଆ ରେ ଭାଇରଲ ହେବା ରେ ଲାଗିଛି।
ଏହି ଭିଡିଓ କୁ ଫେସବୁକ ରେ ଚନ୍ଦନ ସିଂହ ନାମ କ ଆକାଉଣ୍ଟ ରେ ସେୟାର ହୋଇଛି। ଯେଉଁ ଥିରେ କେବଳ କ୍ୟାପସନ ଲେଖା ଯାଇଛି, କାନ ରେ ପଶିଗଲା ସାପ। ତେବେ ଏହି ଭିଡିଓ କେଉଁ ଠାର ର ତାହା ଜଣା ପଡି ନାହିଁ। ଆପଣ ସାପ କୁ ନେଇ ଏପରି ଅନେକ ଭିଡିଓ ଦେଖିଥିବେ ନିଶ୍ଚିତ।
ଏହାର ସତ୍ୟତା କେତେ ତାହା ଆମ କୁ ଜଣାନାହିଁ। ଏହା କେବଳ ସୋସିଆଲ ମିଡିଆ ଭାଇରଲ ଭିଡିଓ ରୁ ଜଣା ପଡିଛି। ଆଜି କାଲି ସୋସିଆଲ ମିଡିଆରେ ଦ୍ଵାରା ସବୁ କିଛି ଜାଣିପାରିବେ ସେମିତି ଏହି ଘଟଣା ର କୌଣସି ସତ୍ୟତା ଜନା ଯାଇ ନାହିଁ ।
ସୂଚନାଯୋଗ୍ୟ, ସାପ ଭୟଙ୍କ ର ଜନ୍ତୁ ମଧ୍ୟରେ ଅନ୍ୟତମ। WHO ର ରିପୋର୍ଟ ଅନୁଯାୟୀ, ୮୦ ହଜାରରୁ ୧୪୦ ହଜାର ଲୋକ ପ୍ରତିବର୍ଷ ସାପ କାମୁଡାରେ ମରନ୍ତି। ସାପ କମୁଡିବା ଦ୍ୱାରା ମଧ୍ୟ ଅନେକ ଲୋକ ନିଜର ଶରୀରର କିଛି ଅଂଶ ହରାଇ ବସନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ