viral ଭିଡ଼ିଓ-କ୍ୟାଟ୍ରିନା କ୍ୟାଫ ଓ Vicky କୌଶଳ କିଛି ମଜାଦାର ଭିଡ଼ିଓ।ଏବେ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !
ବୋଲିଉଡ଼ ହିରୋଇନ କ୍ୟାଟ୍ରିନା କ୍ୟାଫ କୁ ଆପଣ ମାନେ ପ୍ରାୟ ସମସ୍ତେ ଜାଣି ଥିବେ । ତେବେ ଆପଣ ମାନେ ଏହା ମଧ୍ୟ ଜାଣି ଥିବେ ଗତ 3 ମାସ ତଳେ ତାଙ୍କର ବିବାହ ହୋଇ ଯାଇ ଥିଲା । ସେ ଏବେ ଟିକିଲି ବଦଳ ରେ ସୁନ୍ଦୁର ପିନ୍ଧୁ ଛନ୍ତି । ତାଙ୍କ ସ୍ୱାମୀ ଙ୍କ ର ନାମ ହେଉଛି ଭିକି କୌଶଲ୍ୟା । କ୍ୟାଟ୍ରିନା କ୍ୟାଫ ତାଙ୍କ ସ୍ୱାମୀ ଠାରୁ 7 ବଡ଼ ହୋଇ ଥିବା ବେଳେ ସେ ତାଙ୍କୁ ବିବାହ କରି ଛନ୍ତି ।
ସେ ପ୍ରଥମେ ବୋଲିଉଡ଼ ଷ୍ଟାର ସଲମାନ ଖାଁ କୁ ଭଲ ପାଉ ଥିଲେ । ପରେ ସେ ଏବେ ଭିକି କୌଶଲ୍ୟା କୁ ବିବାହ କରି ଛନ୍ତି । ଏବେ ସେମାନେ ସ୍ୱାମୀ ସ୍ତ୍ରୀ । ତେଣୁ ଯେତେ ଵେକେ ଗୋଟିଏ ଭଲ ସଂପର୍କ ଗଢି ଉଠି ଥାଏ । ସେତେ ବେଳେ ସେହି ସମୟ ରେ ମନ ରେ ଆସି ଥାଏ ନିଜ ଭବିଷ୍ୟତ କଥା । କାରଣ ସେତେ ବେଳେ ଆସି ଥାଏ , ନିଜର ସଂସାର କଥା । ତେବେ ସେ ଏବେ ଗୋଟିଏ ସମୁଦ୍ର କଡ ରେ ରହୁ ଛନ୍ତି । ତେବେ ଆସନ୍ତୁ ପୁରା ଜିନିଷ ଟିକୁ ଜାଣିବା ।
କ୍ୟାଟ୍ରିନା କ୍ୟାଫ ବିବାହ ପୂର୍ବ ରୁ ଭାବି ଥିଲେ ଯେ , ସେ ଗୋଟିଏ ଘର କରିବେ । ଯେଉଁଠି ଘରେ ବସି ସେହି ସମୁଦ୍ର ର ଦୃଶ୍ୟ କୁ ଯେମିତି ଉପଭଗ କରି ହେବ । ତେବେ ବିବାହ ପରେ ତାହା ଆଜି ସତ ହେବାକୁ ଯାଉଛି । ସେ ଏବେ ଯେଉଁ ଘରେ ରହୁ ଛନ୍ତି । ସେହି ଘର ବାଲକୁନି ପଟୁ ଚାହିଁ ଲେ ସମୁଦ୍ର ଦେଖା ଯିବ । ତା ସହିତ ଏହି ଘର ଟି ପୁରା ସମୁଦ୍ର ପାଖରେ ରହିଛି ।
ଯେଉଁଠି ସେ ତାଙ୍କ ଘର ଦେଇ ଗୋଟେ ରାସ୍ତା ରହିଛି ସମୁଦ୍ର କୁ ଯିବା ପାଇଁ । ତାଙ୍କର ଏବେ ସ୍ୱପ୍ନ ସାକାର ହୋଇ ଯାଇଛି । ଏବେ ସେମାନେ ସେହି ଘରେ ଦୁଇ ଜଣ ରହୁ ଛନ୍ତି । ତାଙ୍କ ସାଙ୍ଗରେ ଆଉ କେହି ନାହାନ୍ତି । କ୍ୟାଟ୍ରିନା କ୍ୟାଫ କହି ଛନ୍ତି । ସେମାନେ ଆଉ କିଛି ଦିନ ଭିତରେ ତିନି ଜଣ ହୋଇ ଯିବେ ।
ଏହାର ଅର୍ଥ ସେ ଆଉ କିଛି ଦିନ ଭିତରେ ମା ହେବାକୁ ଯାଉ ଛନ୍ତି । ତେବେ ଏହି ଭୋଡ଼ିଓ ରେ ମଧ୍ୟ ଆହୁରି କିଛି ଦୃଶ୍ୟ ଦେଖିବା ପାଇଁ ମିଳି ଥିଲା । ସେ ତାଙ୍କ ଘର ସଫା କରୁ ଥିବାର ଦୃଶ୍ୟ ମଧ୍ୟ ଦେଖିବା ପାଇଁ ମିଳୁ ଥିଲା । ଘର ଝାଡୁ ମାରୁ ଥିବାର ଦୃଶ୍ୟ ଦେଖିବା ପାଇଁ ମିଳୁ ଥିଲା ।
ଏବେ କ୍ୟାଟ୍ରିନା କ୍ୟାଫ ବହୁତ ଖୁସି ଅଛନ୍ତି ତାଙ୍କ ଜୀବନ ରେ , ଏବେ ଏହି ଛୋଟ ଭିଡିଓ ଟି ବହୁତ ଭାଇରାଲ ହେବାରେ ଲାଗିଛି । ଆପଣ ମାନେ ମଧ୍ୟ ଭଲ ସଂସାର କରନ୍ତୁ ଆଉ ପ୍ରତି ମୁହୂର୍ତ୍ତ ସମୟ ରେ ଖୁସିରେ ରୁହନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।