viral ଭିଡ଼ିଓ-କୁନି ଝିଅର ସାହସକୁ ମାନିବାକୁ ପଡିବ ମାଙ୍କଡ ସହ ଖେଳୁଛି,ଏବେ ସୋସିଆଲ ମେଡିଆରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି ,ଜାଣିଲେ ଅଶ୍ଚର୍ଯ୍ୟ ହୋଇଯିବେ …ଆଉ ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ଆଜିର ଏ ଦୁନିଆ ବଡ ବିଚିତ୍ର। ଏଠି ସମସ୍ତେ ନିଜ ନିଜ ସ୍ୱାର୍ଥକୁ ଦେଖନ୍ତି। ନିଜ ସ୍ୱାର୍ଥ ପାଇଁ ମଣିଷ କଣକଣ ନ କରି ବସୁଛି। କିନ୍ତୁ ଏହି ସ୍ୱାର୍ଥପର ଦୁନିଆଁରେ କୋଉଠି ନା କୋଉଠି ମଣିଷ ଭିତରେ ମାନବିକତା ବଞ୍ଚିକି ରହିଛି। ଯେଉଁଥି ପାଇଁ ତ ଏ ସଂସାର ଚାଲିଛି।

ଏମିତି ଦେଖିବାକୁ ଗଲେ ପଶୁ ଓ ମଣିଷର ପ୍ରେମ ଖୁବ ନିଆରା ହୋଇଥାଏ। ଆଜିର ଏ ଆଧୁନିକ ଯୁଗରେ ମଣିଷ ମଣିଷ ଭିତରେ ଶତ୍ରୁତା ବଢ଼ିବାରେ ଲାଗିଛି। ମଣିଷ ମଣିଷ ଭିତରେ ସ୍ନେହ ପ୍ରେମ କମିବାକୁ ଲାଗିଛି। କିନ୍ତୁ କିଛି କିଛି ସ୍ଥାନରେ ଦେଖିବାକୁ ମିଳିଛି ପଶୁପକ୍ଷୀ ଓ ମଣିଷ ଭିତରର ପ୍ରେମ ବଢିବାରେ ଲାଗିଛି।

ମଣିଷ ଆଉ ଜଣେ ମଣିଷର ବିପଦ ଆଶା କରୁଥିବା ବେଳେ ପଶୁପକ୍ଷୀ ମଣିଷ ବିପଦର ସାଥୀ ହୋଇ ଚାଲିଛନ୍ତି। ସୋସିଆଲ୍ ମିଡିଆରେ ଏଭଳି ଅନେକ ଭିଡିଓ ଆଜିକାଲି ଭାଇରାଲ ହେଉଥିବା ଦେଖାଯାଏ। ଏହିସବୁ ଭିଡିଓରେ ଥିବା ପଶୁ ଓ ମଣିଷ ଭିତରେ ଅତୁଟ ପ୍ରେମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ।

ତେବେ ବର୍ତ୍ତମାନ ସମୟରେ ଏକ କୁନି ଝିଅର ଭିଡିଓ ସାମ୍ନାକୁ ଆସିଛି। ଯାହା ଜଣେ ଆଖିରେ ନ ଦେଖିଲା ପର୍ଯ୍ୟନ୍ତ ବିଶ୍ୱାସ କରି ପାରିବ ନାହିଁ । ଏକ କୁନି ଝିଅର ସ୍ନେହରେ ବାନ୍ଧି ହୋଇଯାଇଛନ୍ତି ଏକାଧିକ ମାଙ୍କଡ। ଏହି କୁନି ଝିଅ ଓ ମାଙ୍କଡ ମାନଙ୍କର ନିବିଡତା ଆଗରେ ଦୁନିଆର ସବୁ ସମ୍ପର୍କ ତୁଚ୍ଛ।

ଭିଡିଓଟିରେ ଦେଖିବାକୁ ମିଳିଛି ଏକ କୁନି ଝିଅ କିଭଳି ସାହସର ସହ ମାଙ୍କଡ ମାନଙ୍କ ସହ ଖେଳୁଛି।ସେ ମାଙ୍କଡ ମାନଙ୍କୁ ବାଦାମ ଖାଇବାକୁ ଦଉଛି।ସେ ମାଙ୍କଡର ଛୁଆକୁ ନେବାପାଇଁ ଚେଷ୍ଟା କରୁଛି କିନ୍ତୁ ମାଙ୍କଡଟି ତା ପିଲା ଦେହରେ ହାତ ଲାଗିବାକୁ ଦଉନାହିଁ।

ଝିଅଟି ମାଙ୍କଡକୁ ବହୁତ ହଇରାଣ କରୁଛି।ଝିଅଟି ମାଙ୍କଡର ଲାଙ୍ଗୁଡକୁ ଜୋର୍ ଜୋରରେ ଟାଣି ଦଉଛି ତଥାପି ମାଙ୍କଡଟି କୁନି ଝିଅର କିଛି ବି କ୍ଷତି କରୁ ନଥିବାର ଦେଖିବାକୁ ମିଳିଛି।ଯେମିତି କୁନି ଝିଅଟି ସହ ମାଙ୍କଡର ଜନ୍ମ ଜନ୍ମର ସମ୍ପର୍କ ରହିଛି।

କୁନି ଝିଅଟିର ଏହିଭଳି ସାହସ ଓ କୌତୁହଳ ଚିତ୍ର ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛ।ଏହି ଦୃଶ୍ୟ ମାଙ୍କଡ ଓ ମଣିଷ ମଧ୍ୟରେ ଥିବା ଅନାବିଳ ପ୍ରେମକୁ ସାଉଁଟି ଧରିଛି। ମଣିଷ ଓ ପ୍ରାଣୀ ମାନଙ୍କ ଏକ ନିବିଡ ବନ୍ଧନର ଏକ ଜ୍ୱଳନ୍ତ ଉଦାହରଣ ପାଲଟି ଯାଇଛି ଏହି ଭିଡିଓଟି।

ଭିଡିଓଟି ସୋସିଆଲ ମିଡ଼ିଆରେ ପ୍ରସାରିତ ହେବା ପରେ ଲୋକେ ମାନେ ଏହି ଭିଡିଓକୁ ବହୁତ ସାରା ଭଲ ପାଇବା ଦେଉଛନ୍ତି। ସେମାନେ କୁନି ଝିଅର ଏହି ସାହସିକ କାମକୁ ବେଶ ପ୍ରଶଂସା କରୁଛନ୍ତି। ଭିଡିଓଟି ସମସ୍ତଙ୍କ ହୃଦୟ ଜିତିବାରେ ଲାଗିଛି। ଦର୍ଶକ ମାନେ ଏହି ଭିଡିଓ ଉପରେ ବହୁତ କମେଣ୍ଟ ଓ ଲାଇକ ଦେଉଥିବାର ଦେଖିବାକୁ ମିଳୁଛି। ମଣିଷ ଓ ପଶୁ ମଧ୍ୟରେ ରହିଥିବା ନିବିଡ ସଂପର୍କ ଖୁବ କମ ଦେଖିବାକୁ ମିଳିଥାଏ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।