viral ଭିଡ଼ିଓ -କୁକୁର ର ସାହସ ଆଗରେ ହାର ମାନିଲା ଚିତା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଯାହାକୁ 50 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ସମ୍ପୂର୍ଣ video!
ଯୁଗେ ଯୁଗେ ଧରି ଦୁର୍ବଳ ଉପରେ ସବଳର ଅତ୍ୟାଚାର ଦେଖିବାକୁ ମିଳିଥାଏ। ଶକ୍ତିଶାଳୀ ପରାକ୍ରମୀ ପ୍ରାଣୀଟି ସଦା ସର୍ବଦା ନିରୀହ ପ୍ରାଣୀ ଉପରେ ଅନ୍ୟାୟ ଅତ୍ୟାଚାର କରିଥାଏ। ଆମ ସମାଜରେ ଏପରି ଅନେକ ଉଦାହରଣ ରହିଛି। ତଥାପି କୁହାଯାଇଥାଏ କି ଦୃଢ ଇଚ୍ଛା ଶକ୍ତି ଏବଂ ସାହସ ଆଗରେ ସବୁ ପରିସ୍ଥିତି ହାର ମନିଥାଏ।
ସୋସିଆଲ ମିଡିଆରେ ଅନେକ ସମୟରେ ଜୀବଜନ୍ତୁଙ୍କ ଭିଡିଓ ବେଶ ଭାଇରାଲ ହୋଇଥାଏ। ଅନେକ ସମୟରେ ମଜା ମଧ୍ୟ ଲାଗିଥାଏ। ଜୀବଜନ୍ତୁ ମାନେ ଲଢେଇ କରୁଥିବା ଭିଡିଓ ଲୋକଙ୍କୁ ଖୁବ ପସନ୍ଦ ଆସିଥାଏ।ତେବେ ନିକଟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖି ସମସ୍ତେ ଚକିତ ହୋଇ ଉଠିବେ।
ଭିଡିଓରେ ଦେଖିବାକୁ ମିଳୁଛି ଗୋଟିଏ କୁକୁରର ସାହସ ଆଗରେ ହାର ମାନିଛି ଚିତା। କୁହାଯାଏ ଯେ ମନରେ ସାହସ ଓ ଦୃଢ଼ତା ରହିଥିଲେ କିଛିବି ଅସମ୍ଭବ ନୁହେଁ। ମନରେ ସାହସ ଓ ଦୃଢ଼ତା ରହିଥିଲେ ସବୁ କାର୍ଯ୍ୟ ସହଜରେ ହାସଲ କରିହୁଏ। ଏଠାରେ ଠିକ୍ ସେମିତି କିଛି ଦେଖିବାକୁ ମିଳୁଛି। ଏଠାରେ ଗୋଟିଏ କୁକୁର ଅତି ସାହସର ସହିତ ଚିତାବାଘକୁ ପରାଜୟର ସ୍ଵାଦ ଚଖେଇଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଜୋର୍ ସୋର୍ ଭାଇରାଲ ହେବାକୁ ଲାଗିଛି।
ଭିଡିଓଟିରେ ଦେଖିବାକୁ ମିଳୁଛି ଗୋଟିଏ ଜଙ୍ଗଲ ଭିତର ରାସ୍ତାଟିଏ ଅଛି। ସେହି ରାସ୍ତାର ମଝିରେ ଏକ କୁକୁର ସୋଇଛି। ଏବଂ ରାସ୍ତାର ଆରପଟୁ ଗୋଟିଏ ଚିତାବାଘ ହଠାତ୍ ଦୌଡି ଆସୁଛି। କୁକୁରକୁ ଆକ୍ରମଣ କରିବାକୁ ମଧ୍ୟ ଚେଷ୍ଟା ଜାରି ରଖିଛି।
କିନ୍ତୁ କୁକୁରଟି ସେଠାରୁ ହଠାତ୍ ଉଠିପଡ଼ି ଭୋକିବାକୁ ଲାଗିଛି। ତାପରେ କୁରର ଏଭଳି ଦୃଢ଼ ସାହସ ଦେଖି ଚିତାବାଘଟି ଖୁବ୍ ଡରି ଯିବାର ଦେଖିବାକୁ ମିଳୁଛି। ଚିତାଟି ଡରି ଯାଇ ସେଠାରେ କିଛି ସମୟ ଛିଡା ହେଉଛି। ଏହା ପରେ ଜଙ୍ଗଲ ମଧ୍ୟକୁ ପୁନର୍ବାର ପଳାୟନ କରୁଛି।
ଜଙ୍ଗଲରେ ବାଘ ଯେ ସବୁଠାରୁ ହିଂସ୍ର ଏବଂ ଭୟଙ୍କର ଏଥିରେ ସନ୍ଦେହ ନାହିଁ । ଯେ କୌଣସି ଜୀବ ଏମିତି କି ହାତୀଙ୍କୁ ମଧ୍ୟ ସାମ୍ନା କରିବାର କ୍ଷମତା ବାଘ ନିକଟରେ ରହିଛି । ସେଥିପାଇଁ ବାଘ ହେଉଛି ଜଙ୍ଗଲର ବଳଶାଳୀ ଜୀବ କିନ୍ତୁ ଗୋଟିଏ ବୁଲା କୁକୁର କଣ ବାଘକୁ ସାମ୍ନା କରିପାରିବ । ଏହାର ଉତ୍ତର ଯେ କେହି ମଧ୍ୟ କହିବେ ‘ନା’ । କିନ୍ତୁ ନିକଟରେ ଏଭଳି ଏକ ଚକିତ କରିବା ଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସୋସିଆଲ ମିଡିଆରେ ଏହି ଭିଡିଓ ଅନେକ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । କୁକୁରର ଆତ୍ମ ବିଶ୍ବାସ ଏବଂ ସାହସୀକତା ଯୋଗୁଁ ନିଶ୍ଚିତ ମୃତ୍ୟୁ ମୁଖରୁ ଫେରି ଆସିଛି ବୋଲି କୁହାଯାଉଛି। ଭିଡିଓଟି ଏହା ପ୍ରମାଣ କରୁଛି ଯେ ଶକ୍ତିଶାଳୀ ଆଗରେ ନିଜର ଦୁର୍ବଳତାକୁ ଲୁଚାଇ ଲଢ଼ିବାକୁ ଚାହିଁଲେ ସେଥିରୁ ସଫଳତା ହିଁ ମିଳିଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।