viral ଭିଡ଼ିଓ -ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ” ର ନୂଆ ସିନେମା…..ଜାଣନ୍ତୁ ନିଜର ନୂଆ ସିନେମା କୁ ନେଇ କଣ କହିଛନ୍ତି ଏହି ଯୋଡ଼ି….ଦେଖନ୍ତୁ ସମ୍ପୂର୍ଣ video!

ବର୍ତ୍ତମାନ ର ଏହି ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ସୋସିଆଲ ମିଡ଼ିଆ ସହ ଆମେ ସମସ୍ତେ ଉତପ୍ରତ ଭାବରେ ଯୋଡ଼ିତ ।ଆଉ ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ର ସମସ୍ତ ଘଟଣା ଆମେ ଏହି ସୋସିଆଲ ମିଡ଼ିଆ ଦ୍ୱାରା ହିଁ ଜାଣିପାରି ଥାଉ।ଆଉ ଏହି ସୋସିଆଲ ମିଡ଼ିଆ ବର୍ତ୍ତମାନ ଆମ ସମସ୍ତ ଙ୍କ ପାଇଁ ଏହିପରି ଏକ ପ୍ଲାଟଫାର୍ମ ସାଜିଛି ଯାହା ଦ୍ୱାରା ଲୋକମାନେ ତାଙ୍କର ନିଜ ଗୁଣ କୁ ସମସ୍ତ ଙ୍କ ଆଗରେ ପରିପ୍ରକାଶ କରିପାରୁଛନ୍ତି। ଏବଂ ସେମାନେ ଙ୍କୁ ଲୋକପ୍ରିୟତା ମିଳିବା ସହ ରୋଜଗାର ର ଏକ ରାସ୍ତା ମଧ୍ୟ ମିଳିଯାଉଛି।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡ଼ିଶା ରେ ଅତି ପରିଚିତ ଓଡ଼ିଆ ୟୁ ଟ୍ୟୁବ ଚ୍ୟାନାଲ “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ” ବିଷୟ ରେ ଜାଣିଥିବେ ନିଶ୍ଚିତ। ଏହି ୟୁ ଟ୍ୟୁବ ଚେନାଲ ଟି ମାତ୍ର କେତେ ଦିନ ମଧ୍ୟରେ ଅନେକ ଲୋକ ପ୍ରିୟତା ହାସଲ କରିପାରିଛି।

 ତେବେ କିନ୍ତୁ ଓଡ଼ିଶାର ଏକ ଯୋଡି ସୋସିଆଲ ମିଡ଼ିଆ କୁ ନିଜର ଆୟ କରିବାର ପନ୍ଥା ଭାବରେ ବାଛିଥାନ୍ତି ଏବଂ ନିଜର ଅନ୍ତର୍ନିହିତ ଗୁଣ କୁ ଲୋକ ମାନଙ୍କ ସାମ୍ନା ରେ ଦେଖାଇ ଲୋକପ୍ରିୟତା ହାସଲ କରିଛନ୍ତି।ତେବେ ବର୍ତ୍ତମାନ ଏହି ରୁପା ପିଣ୍ଟୁ ଏକ୍ସପ୍ରେସ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଆସିଛି ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି।

ତେବେ ଏହି ଦୁଇ ଯୋଡ଼ି ରୁପା ଓ ପିଣ୍ଟୁ ଓଡ଼ିଶାର ଘରେ ଘରେ ପରିଚିତ ଅଟନ୍ତି ସେମାନେ ତାଙ୍କର ସୁନ୍ଦରୀ ଅଭିନୟ ତଥା ଆଲବମ ମାଧ୍ୟମରେ ଲୋକମାନ ଙ୍କର ହୃଦୟ ଭିତରେ ଘର କରି ରହିଛନ୍ତି। ତେବେ ଲୋକମାନେ ମଧ୍ୟ ଏହି ଯୋଡ଼ି ଙ୍କ ସହ ଉତପ୍ରୋତ ଭାବରେ ଯୋଡ଼ିତ ତେଣୁ ତାଙ୍କ ବିଷୟରେ ସବୁକିଛି ଜାଣିବା କୁ ପସନ୍ଦ କରନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ରୁପା ଭାଉଜ ଏବଂ ପିଣ୍ଟୁ ଭାଇ ଙ୍କୁ ନେଇ ଏକ ସୂଚନା ଆସିଛି ଯାହା ଜଣାଇଲେ ଆପଣ ବହୁତ ଖୁସି ହୋଇଯିବେ।

ତେବେ ସୂଚନା ଟି କିଛି ଏହିପରି ରହିଛି କି , ଆମର ପିଣ୍ଟୁ ଭାଇ ଏବଂ ରୁପା ଭାଉଜ ଆଗକୁ ସିନେମା କରିବା କୁ ଯାଉଛନ୍ତି ବୋଲି ସୂଚନା ରହିଛି ।ତେବେ ଆପଣ ମାନେ ଜାଣିଥିବେ କି ପିଣ୍ଟୁ ଭାଇ ଓ ରୁପା ଭାଉଜ ଏହିପରି ଅନେକ ପ୍ରକାରର ଭିଡ଼ିଓ ତଥା ଡ଼୍ୟାନ୍ସ ଭିଡ଼ିଓ , ଛୋଟ ଛୋଟ କାହାଣୀ କୁ ନେଇ ଅଭିନୟ କରିଛନ୍ତି। ତେବେ ଏହା ଦେଖିବା ପରେ ତାଙ୍କର ଫେନ ମାନେ ଚାଁହୁଁଛନ୍ତି କି ଏହି ଯୋଡ଼ି ସିନେମା କରନ୍ତୁ ବୋଲି।

ତେବେ ଏହି ଘଟଣା କୁ ନେଇ ରୁପା ଓ ପିଣ୍ଟୁ କୌଣସି ମତ ଦେଇନାହାନ୍ତି ତା ସହ ସବୁଦିନ ଲୋକମାନ ଙ୍କ ସହ ଏହିପରି ଯୋଡ଼ି ହୋଇ ତାଙ୍କ ମୁଁହ ରେ ଖୁସି ଦେବାକୁ ଚାଁହୁଁ ଛନ୍ତି। ତେବେ ଦେଖାଯାଉ ଆଗକୁ ରୁପା ଓ ପିଣ୍ଟୁ ଙ୍କର ସିନେମା ଆସୁଛି କିମ୍ବା ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।