viral ଭିଡ଼ିଓ-କଣ ଆପଣ ବାହାର ର ଖାଇବା କୁ ପସନ୍ଦ କରନ୍ତି…. ଏହି ସବୁ ଭିଡିଓ ଦେଖିବା ପରେ କେବେବି ବାହାର ଖାଦ୍ୟ ଖାଇବା କଥା ଆପଣ ଚିନ୍ତା ବି କରିବେନି…..ଦେଖନ୍ତୁ ଏହି ଭାଇରଲ ଭିଡିଓ !
ବନ୍ଧୁଗଣ ବର୍ତ୍ତମାନ ର ଲୋକମାନେ ଘର ପ୍ରସ୍ତୁତ ହେଉଥିବା ଖାଦ୍ୟ ଅପେକ୍ଷା ବାହାର ର ଖାଦ୍ୟ ଖାଇବାକୁ ଭଲପାଇଥାନ୍ତି , ଆପଣ ମଧ୍ୟ କେବେ କେବେ ଖାଉଥିବେ କାରଣ ଏହା ବର୍ତ୍ତମାନ ସ୍ବଭାବିକ ହୋଇଗଲାଣି। କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ଏକ ଅମାନିବୀୟ ତଥା ନିନ୍ଦନୀୟ ଭିଡିଓ ବିଷୟରେ ଜଣେଇବୁ ଯାହା ଦେଖିବା ପରେ ଏବଂ ଘଟଣା ଟି ଜାଣିବା ପରେ ଆପଣ ଭୁଲ ରେ ବି ବାହାରେ ଖାଦ୍ୟ ଖାଇବ କୁ ଭାବିବେ ନାହିଁ। ତେବେ ଆମେ ଆଜି ଆପଣ ଙ୍କୁ କେତେକ ଏହିପରି ଘଟଣା ବିଷୟରେ ସୋସିଆଲ ମିଡ଼ିଆ ରେ ମଧ୍ୟ ନିଆଁ ପରି ଭାଇରଲ ହେବାରେ ଲାଗିଛି।
୧.ପ୍ରଥମ ଭିଡିଓ ରେ ଦେଖାଯାଇଥିଲା କି, ଦିଲ୍ଲୀ ର ଏକ ହୋଟେଲ ରେ ଜଣେ କର୍ମଚାରୀ ତଣ୍ଡୁରୀ ରୁଟି ବନାଉଥିଲେ। ମାତ୍ର ରୁଟି ବନେଇବା ବେଳେ ସେ ଯାହା କରୁଥିଲେ ତାକୁ ଦେଖିଲେ ଆପଣ ରୁଟି ଖାଇବା ଭୁଲିଯିବେ।ତେବେ ସେହି କର୍ମଚାରୀ ଜଣଙ୍କ ରୁଟି ସେକିବା ବେଳେ ଛିପ ପକାଉ ଥିଲେ।ତେବେ ଏହି ଘଟଣା ର ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଭାଇରଲ ହେବା ପରେ ତାଙ୍କୁ ଗିରଫ କରାଯାଇଛି।
୨.ଉତ୍ତର ପ୍ରଦେଶ ର ଗାଜିଆବାଦ ଠାରେ ୨୦୨୧ ଜୁନ ରେ ଏହିପରି ଏକ ଭିଡ଼ିଓ ଦେଖିବାକୁ ମିଳିଥିଲା। ଯେଉଁ ଠାରେ ଜଣେ ବ୍ୟକ୍ତି ଙ୍କର ବିବାହ ଭୋଜି ରେ ତଣ୍ଡୁରୀ ରୁଟି ବନେଇବା କୁ ଆସିଥିବା ଦୁଇ ବ୍ୟକ୍ତି ସେହିପରି ରୁଟି ରେ ଛେପ ପକାଉଥିଲେ। ଜଣେ ବ୍ୟକ୍ତି ତାହାର ଭିଡିଓ ରେକର୍ଡ କରୀ ସୋସିଆଲ ମିଡ଼ିଆ ରେ ସେୟାର କରିବା ସହ ପୋଲିସ ଙ୍କୁ ଏ ବିଷୟରେ ଜଣେଇଥିଲେ। ପରେ ଦୁହିଁଙ୍କୁ ପୋଲିସ ଗିରଫ କରିଥିବା ସୂଚନା ରହିଛି।
୩.କଲିକତା ର ଏକ ବଡ଼ ହୋଟେଲ କୁ ଗୋଟିଏ ବିଜନେସ ମ୍ୟାନ ତାଙ୍କ ପରିବାର ସହ ଖାଇବାକୁ ଯାଇଥିଲେ। ତେବେ ତାଙ୍କର ଝିଅ ଗୋଟିଏ ଜୁସ ମଗାଇ ଥିଲେ ମାତ୍ର ଜୁସ ପିଇବା ବେଳେ ସେ ସେଥିରେ ଗୋଟିଏ ଅସରପା ଥିବା ଦେଖିଥିଲେ। ତେବେ ଏନେଇ ଅଭିଯୋଗ ପରେ ହୋଟେଲ ର ମାଲିକ ତାଙ୍କୁ ଅସଂମାନିତ କରିଥିଲେ। କିନ୍ତୁ ତାଙ୍କ ରୋଷେଇ ଘରେ ହଜାର ହଜାର ଅସରପା ଥିବା ଦେଖିବାକୁ ମିଳିଥିଲା।
୪.ବର୍ତ୍ତମାନ ପ୍ରାୟ ସମସ୍ତେ ଗୁପ୍ ଚୁପ ଖାଇବା କୁ ପସନ୍ଦ କରନ୍ତି, ମାତ୍ର ଏ ଭିଡିଓ ଦେଖିଲେ ଆପଣ ତାହା ଭୁଲିଯିବେ।ତେବେ ଏକ ଭିଡ଼ିଓ ରେ ଦେଖାଯାଇ ଥିଲା କି ଜଣେ ଗୁପ ଚୁପ ବିକାଳୀ ରାସ୍ତା କଡର ଡ୍ରେନ ରୁ ପାଣି ଆଣି ତାହାକୁ ଗୁପ ଚୁପ ଦେବା ବେଳେ ବ୍ୟବହାର କରୁଥିଲେ। ତେବେ ତାଙ୍କର ଏହି ଭିଡିଓ ଟି ଭାଇରଲ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା।
୫.ସେହିପରି ମୁମ୍ବାଇ ରେ ଏମିତି ଏକ ଭିଡ଼ିଓ ଦେଖିବାକୁ ମିଳିଥିଲା ଯେ, ଜଣେ ପରିବା ବିକାଳୀ ତାଙ୍କର ପନିପରିବା କୁ ନାଳ ପାଣିରେ ଧୋଇ ବିକ୍ରି କରୁଥିଲେ। ମାତ୍ର ଏହି ଭିଡିଓ ଭାଇରଲ ହେବା ପରେ ତାଙ୍କୁ ମଧ୍ୟ ଦଣ୍ଡିତ କରାଯାଇ ଥିଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।