viral ଭିଡ଼ିଓ-କାକା ଗାଇଲେ ଗୀତ,ମୁଁ ଟିକେ ମୁତି ଆସେ …..ଟିକେ ମୁତି ଆସି।ଏହି ଗୀତ ଟି ଥରେ ଶୁଣନ୍ତୁ ଜାଣି ପାରିବେ ୬୦ ଲକ୍ଷ୍ୟରୁ ଅଧିକ ଲୋକ ଦେଖିସାରିଲେଣି,ଏବେ ସୋସିଆଲ ମେଡିଆରେ ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ଗୀତ ଗାଇଲେ ଗିରିଜା ପଣ୍ଡା । ଯାହାକୁ ଆମେ ଓଡିଶା ର ଦ୍ୱିତୀୟ କାକା ବୋଲି କହି ଥାଉ । ତେବେ ଦ୍ୱିତୀୟ ଦ୍ୱିତୀୟ କାକା ଗୋଟେ ସୁନ୍ଦର ଗୀତ ମିଲନ ଷ୍ଟୁଡିଓ ରେ ଗାଈ ଛନ୍ତି । ଯାହା ଗୀତଟି କୁ ଅତି ସୁନ୍ଦର ଭାବରେ ଗାଇ ଛନ୍ତି । ଗୀତଟି ଗୋଟେ ଘଟଣା ଆଧାରିତ ଅଟେ ।

ଗୀତ ଟିର ଲିରିସ୍କ ହେଉଛି , ” ମାମୁନି ପିଲା ଯଦି ପାଠ ପଢୁନି ଦେଖାଉନ ଛାଟ , କେତେ ଥର କହି ଲାଣି ମୁଁ ଟିକେ ଆସେ …. ଟିକେ ଆସେ …ମୋତେ ମୁତ ଲାଗି ଲାଣି ” , ତେବେ ଗୀତ ରେ ଲିରିକ୍ସ ଏହି ଭଳି ଭାବରେ ଥିଲା । ଏହି ଗୀତ ଟି କାକା ତାଙ୍କ ନିଜ କଣ୍ଠ ରେ ଗାଇ ଛନ୍ତି ।

ଆଗାମୀ ଦିନରେ ଏହି ଗୀତ ଟି ବହୁତ ଭାଇରାଲ ହେବ । କାରଣ ଆଗକୁ ଆସୁଛି ବାହାଘର , ତ ବାହାଘର ହେଲେ ଡିଜେ ବାଜିବ ଆଉ ଏହି ଗୀତରେ ନାଚ ହେବ । ଆଜି କାଲି ବହୁତ ଦେଖିବା ପାଇଁ ମିଳି ଲାନି ଯେ କୌଣସି ଘଟଣା ଟି କୁ ନେଇ ଗୀତ ତିଆରି ହେଉଛି । ଆଉ ସେହି ଗୀତ ଟିକୁ ଯେ କେହିବି ଗାଇ ଦେଉଛି ।

କାରଣ କାକା ଜଣେ ସିଙ୍ଗର ନିହେଁ , କାକା ଜଣେ ହାସ୍ୟ ଅଭି ନେତା । ଲୋକଙ୍କୁ ହାଂସେଇବା ତାଙ୍କର କାମ । ତେବେ ପ୍ରଥମେ କାକା ଛୋଟ ଛୋଟ ରିଲସ ତିଆରି କରି ଟିକ ଟୋକ ରେ ଆପ ଲର୍ଡ଼ କରୁ ଥିଲେ ।

କିନ୍ତୁ କରନା ଆସିବା ପରେ , କାକା ନିଜର ରୂପ ବଦଳେଇ ଦେଇ ଥିଲେ ଆଉ ସେ ମିହିର ଦାସ ଙ୍କର ଅଭିମନ୍ୟୁ ପ୍ଲିମ ରେ ଯେଉଁ କାକା ରୂଲ କୁ ଆପଣେଇ ନେଇ ଥିଲେ । ତା ପରେ ଲୋକେ ଏହାକୁ ବହୁତ ପସନ୍ଦ କରି ଥିଲେ । ତା ପରେ ଗିରିଜା ପଣ୍ଡା କୁ ଲୋକେ ଆଜି କାକା ନାମ ରେ ଜାଣି ଛନ୍ତି । ଓଡିଶା ର ପିଲା ଠାରୁ ବୁଢା ଆଜି କାକା କୁ ଜାଣନ୍ତି


ତେବେ ଏଇ ଯୋଉ ଗୀତ ଟି ମିଲନ ଷ୍ଟୁଡିଓ ରେ ତିଆରି ହୋଇଛି , ଯାହା ଗୋଟେ ପିଲା ର ଭିଡିଓ ଥିଲା । ତେବେ ସେହି ପିଲା ର ଭିଡିଓ କୁ ନେଇ ଆଜି କାକା ଗୋଟେ ଗୀତ ଗାଇ ଛନ୍ତି । ତେବେ ପିଲାଟି ପାଠ ପଢୁ ଥିଲା ତା ମା ପାଖରେ । ଆଉ ତାକୁ ଜୋର ରେ ମୁତ ମାଡି ଥିଲା ।

ଠିକ ସେହି ସମୟ ରେ ପିଲାଟି କହି ଥିଲା ମୁଁ ଟିକେ ଆସେ ମୋତେ ମୁତ ମାଡ଼ି ଲାଣି । କିନ୍ତୁ ପିଲାଟି ଯେତେ ବେଳେ ଏହି କଥା ଟି କହୁ ଥିଲା ତାର ପାଟି ଲାଗୁ ଥିଲା ତୋ ଲୋକ ମାନକୁ ବହୁତ ଭଲ ଲାଗୁ ଥିଲା । ତେବେ ସେହି କଥା ଟିକୁ ନେଇ ଆଜି ଏହି ଗୀତ ଟି ମିଳନ ଷ୍ଟୁଡିଓ ରେ ତିଆରି ହୋଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।