viral ଭିଡ଼ିଓ – କାଚ୍ଚା ବାଦାମ ଗୀତରେ ଅଣ୍ଟା ହଲାଇ ଜବରଦସ୍ତ ଡ୍ୟାନ୍ସ କଲେ ପୋଲିସ କର୍ମଚାରୀ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଯାହାକୁ 50 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ସମ୍ପୂର୍ଣ video!

ଦିନ ପରେ ଦିନ ବିତି ଚାଲିଛି କିନ୍ତୁ କଚ୍ଚା ବାଦାମ ଗୀତର କ୍ରେଜ ଫ୍ୟାନ୍ସ ମଧ୍ୟରେ କମ୍‌ ହେଉ ନାହିଁ। ପ୍ରତ୍ୟେକ ସମୟରେ ଏହି ଗୀତର ଭିଡିଓ ସାମ୍ନାକୁ ଆସୁଛି।ସମସ୍ତେ ଏହି ଗୀତରେ ଇନଷ୍ଟାଗ୍ରାମ ରିଲ୍ସ ଏବଂ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଏହି ଗୀତରେ ଡ୍ୟାନ୍ସ ଷ୍ଟେପ କରି ଅନେକ ଲୋକପ୍ରିୟ ମଧ୍ୟ ହେଉଛନ୍ତି।

ଏହି ଗୀତରେ ଲୋକପ୍ରିୟ ସେଲିବ୍ରିଟି ଠାରୁ ଆରମ୍ଭ କରି ସାଧାରଣ ଲୋକ ମଧ୍ୟ ଡ୍ୟାନ୍ସ କରି ଭିଡିଓ ପୋଷ୍ଟ କରିବାକୁ ପଛାଉ ନାହାନ୍ତି। ତେବେ ଏହି ଗୀତର କ୍ରେଜ୍ ରୁ ବାଦ୍ ପଡ଼ି ନାହାନ୍ତି କିଛି ପୋଲିସ୍ କର୍ମଚାରୀ। ସେମାନେ ମଧ୍ୟ ଏହି କଚ୍ଚା ବାଦାମ ଗୀତରେ ଅଣ୍ଟା ହଲାଇବାକୁ ପଛାଇ ନାହାନ୍ତି ।

ତେବେ ବର୍ତ୍ତମାନ ସମୟରେ ଏହି କଚ୍ଚା ବାଦାମ ଗୀତରେ ତାଳେ ତାଳେ ନାଚି ଉଠିଛନ୍ତି ଜଣେ ମହିଳା ପୋଲିସ କର୍ମଚାରୀଙ୍କ ସମେତ ଅନ୍ୟ ୪ ଜଣ ପୋଲିସ କର୍ମଚାରୀ। ଭିଡିଓଟି ଏବେ ସୋସିଆଲ ମିଡିଆରେ ନିଆଁ ପରି ମାଡ଼ି ଚାଲିଛି। ପୋଲିସ କର୍ମଚାରୀ ମାନେ କଚ୍ଚା ବାଦାମ ଗୀତରେ ଅଣ୍ଟା ହଲାଇ ଖୁବ୍ ମଜାଦାର ଡାନ୍ସ ପ୍ରୋଫମାନ୍ସ୍ ଦେଖାଉଛନ୍ତି।

ଗତ କିଛି ସପ୍ତାହ ଧରି କଚ୍ଚା ବାଦାମ ଗୀତ ସୋସିଆଲ ମିଡିଆରେ ଛାଇ ଯାଇଛି। ସମସ୍ତେ ଏହି ଗୀତରେ ବିପୁଳ ସଂଖ୍ୟାରେ ରିଲସ୍ ଭିଡିଓ ବନାଇ ଇନଷ୍ଟାଗ୍ରାମରେ ସେୟାର କରୁଥିବାର ଦେଖିବାକୁ ମିଳୁଛି। ତେବେ ଏଥିରୁ ପୋଲିସ କର୍ମଚାରୀ ବା ବାଦ୍ ପଡିଥାନ୍ତେ କେମିତି। ତେବେ ୫ ଜଣ ପୋଲିସ କର୍ମଚାରୀଙ୍କ ଏହି ଗୀତରେ କ୍ରେଜ୍ ଦେଖିବାକୁ ମିଳୁଛି। ଏମାନଙ୍କର ଏହି ଭିଡିଓ ଏବେ ଦୃତ ଗତିରେ ଭାଇରାଲ ହେବାରେ ଲାଗିଛି।


ଭିଡିଓରେ ଦେଖିବାକୁ ମିଳୁଛି ଜଣେ ମହିଳା ପୋଲିସ୍ କର୍ମଚାରୀଙ୍କ ସହିତ ୪ ଜଣ ପୋଲିସ କର୍ମଚାରୀ କଚ୍ଚା ବାଦାମ ଗୀତରେ ନିଜର ଜଲୱା ଦେଖାଉଥିବାର ନଜର ଆସୁଛନ୍ତି। ଏମାନଙ୍କ ଏହି ମଜାଦାର ଭିଡିଓ ଦେଖିଲେ ଆପଣଙ୍କୁ ନିଶ୍ଚୟ ମଜା ଲାଗିବ ଆପଣ ହସି ହସି ବେଦମ୍ ହୋଇ ପଡ଼ିବେ।

ଏହି ଭାଇରାଲ ଭିଡିଓରେ ଆପଣ ଦେଖିବାକୁ ପାଇବେ ଯେ ୫ ଜଣ ପୋଲିସ କର୍ମଚାରୀ ଏକ ଲାଇନରେ ଛିଡ଼ା ହୋଇଛନ୍ତି। ଏବଂ ଏମାନଙ୍କ ମଧ୍ୟରୁ ମହିଳା ପୋଲିସ କର୍ମଚାରୀ ଜଣକ ମଝିରେ ଛିଡ଼ା ହୋଇ ଥିବାର ନଜର ଆସୁଛନ୍ତି। ସେହି ସମୟରେ ସମସ୍ତେ ମିଶି କଚ୍ଚା ବାଦାମ ଗୀତରେ ଅଣ୍ଟା ହଲାଇବା ଆରମ୍ଭ କରି ଦେଇଛନ୍ତି।

କେବଳ ମହିଳା ପୋଲିସ କର୍ମଚାରୀ ଜଣକ ଠିକ୍ ଭାବରେ ଡାନ୍ସ କରୁଥିବାର ଦେଖିବାକୁ ମିଳୁଛି ଆଉ ୪ ଜଣ ପୋଲିସ କର୍ମୀ କେବଳ ଅଣ୍ଟା ହଲାଇ ମଜାଳିଆ ଡାନ୍ସ କରୁଛନ୍ତି। ତେବେ ଇନଷ୍ଟାଗ୍ରାମରେ ସେୟାର କରାଯାଇଥିବା ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷରୁ ଉର୍ଦ୍ଧ୍ବ ଦର୍ଶକ ଦେଖି ସାରିଲେଣି। ଏଥିସହିତ ୨୫ ହଜାରରୁ ଉର୍ଦ୍ଧ୍ବ ଲୋକେ ଏହାକୁ ଲାଇକ କରୁଛନ୍ତି। ତେବେ ଏହି ମଜାଦାର ଭିଡିଓ ବର୍ତ୍ତମାନ ସମୟରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।