viral ଭିଡ଼ିଓ-ଜଙ୍ଗଲ ରେ ଦେଖିବା ପାଇଁ ମିଳିଛି ବାଘ ର ଭୟନଙ୍କର ଦୃଶ୍ୟ । ଯାହା ଆପଣ ଦେଖିଲେ ସୋଇ ପାରିବେ ନାହିଁ । ଏବେ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ଆଜି କାଲିର ମଣିଷ ମାନେ ନିଜ ସ୍ୱାର୍ଥ ପାଇଁ ସବୁ କିଛି କରି ପାରନ୍ତି , କାରଣ ପ୍ରକୃତି କୁ ନଷ୍ଟ କରିବା ରେ ମଣିଷ ଏକ ମାତ୍ର ଦାଇ ଅଟେ । ଆପଣ ମାନେ ଦେଖି ଥିବେ ଆଗ ପରି ଆଉ ଜଙ୍ଗଲ ନାହିଁ । ଆଗ କାଳରେ ଆପଣ ମାନେ ଯୋଉଠି ଦେଖିବେ ସେଇଠି ଜଙ୍ଗଲ ଥିଲା , କିନ୍ତୁ ଆଜି ମଣିଷ ସେ ସବୁ ଜଙ୍ଗଲ କୁ ନଷ୍ଟ କରି ଦେଇ ନିଜ ସ୍ୱାର୍ଥ ପାଇଁ ଘର କରି ରହି ଲେଣି । ଯୋଉଥି ପାଇଁ ଏବେ ଆଉ ପଶୁ ପକ୍ଷୀ ମାନେ ଦେଖା ଯାଉ ନାହାଁନ୍ତି ।

ଆଗ ପରି ଆଉ ପଶୁ ପକ୍ଷୀ ମାନେ ଦେଖା ଯାଉ ନାହାଁନ୍ତି । ସେମାନେ ସବୁ ଲୋପ ପାଇ ଗଲେଣି । ଜଙ୍ଗଲ କୁ ନଷ୍ଟ କରିବା ଦ୍ୱାରା କେବଳ ପଶୁ ମାନଙ୍କର କ୍ଷତି ହେଉ ନାହିଁ , ତା ଅପେକ୍ଷା ମଣିଷ ମାନଙ୍କର ଅଧିକ ନଷ୍ଟ ହେଉଛି । ତାହା କଣ ନଷ୍ଟ ହେଉଛି ତାହା ଆପଣ ମାନେ ଭଲ ଭାବରେ ଜାଣି ଥିବେ । ତେବେ ଆଜି ଆମେ ଆପଣଂକୁ କିଛି ଜଙ୍ଗଲ ର ଦୃଶ୍ୟ ବିଷୟ ରେ କହିବା ପାଇଁ ଯାଉଛୁ , ତେବେ ଆସନ୍ତୁ ଜାଣିବା ।

ଇଟାଲୀ ର ଏକ ଗ୍ରୁଲ୍ମ ଭରା ଜଙ୍ଗଲ ରେ ଦେଖିବା ପାଇଁ ମିଳିଛି ଏହି ଦୃଶ୍ୟ , ଏହି ଦୃଶ୍ୟ ରେ ଦେଖିବା ପାଇଁ ମିଳିଛି ଯେ ମଣିଷ ମାନଙ୍କୁ ଗୋଡେଇ ଗୋଡେଇ କାମୁଡୁଚି ଗୋଟେ ଜୀଅନ୍ତା ବାଘ । ଏବଂ ଆଉ କିଛି ଦୃଶ୍ୟ ଦେଖିବା ପାଇଁ ମିଳୁଛି ଯେ ପଶୁ ପଶୁ ମଧ୍ୟ ରେ ମଧ୍ୟ ଝଗଡା ହୋଇ ଯାଉଛି ।

ତେବେ ଇଟାଲୀ ର ଏକ ଜଙ୍ଗଲ କୁ ଜଣେ ଲୋକ ଯାଇ ଥିଲେ , ତେବେ ସେ ଯିବାର କାରଣ ଥିଲା ଯେ , ଯେଉଁ ମାନେ discovry ଚେନାଲ ରେ କିଛି ଦୃଶ୍ୟ ଦେଖେଇ ଥାନ୍ତି । ତେବେ ପଶୁ ପକ୍ଷୀ ମାନଙ୍କ ଫୋଟ ଉଠାଇବା ପାଇଁ ସେମାନେ ଯାଇ ଥିଲେ କିନ୍ତୁ , ସେଠାରେ ଦେଖିବା ପାଇଁ ମିଳି ଥିଲା କିଛି ଦୃଶ୍ୟ ।


ଯେଉଁ ଦୃଶ୍ୟ ରେ ଗୋଟେ ବାଘ ଗୋଟେ ମଣିଷ କୁ ଗୋଡାଉଛି ତାକୁ ଖାଇବା ପାଇଁ । ତେବେ ଲୋକଟି ବାଡ଼ି ଧରି ଧାଇଁ ପଳାଇ ଯାଉଛି । ଆହୁରି ମଧ୍ୟ ଦେଖିବା ପାଇଁ ମିଳୁଛି ଗୋଟେ ଲୋକ କାର ଚଳାଇ ରାସ୍ତା ମଝି ରେ ଯାଉ ଥିବା ସମୟ ରେ ଗୋଟେ ବାଘ ଆସି ତାର କାଚ ଭାଙ୍ଗି ଦେଇ ଥିଲା ।

ହେଲେ ଲୋକ ଟିକୁ ବାଘ କିଛି ହେଲେ କରି ପାରି ନ ଥିଲା । ତେବେ ଏହି ପରି ଦୃଶ୍ୟ ଯାଇ ଥିବା ଚ୍ୟାନାଲ ଉଠାଇ ରଖି ଥିଲା , ଯାହା ଏବେ ଏହି ଭିଡିଓ ଟି ବହୁତ ଭାଇରାଲ ହେଉଛି । ତେବେ ଆପଣ ମାନେ ମଧ୍ୟ ଏହି ଭିଡିଓ ଟିକୁ ମଧ୍ୟ ଦେଖନ୍ତୁ । ଜଙ୍ଗଲ ନଷ୍ଟ କରି ଦେଲେ ପଶୁ ମାନେ କେତେ ହିଂସ୍ର ହୋଇ ପଡ଼ନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।