viral ଭିଡ଼ିଓ-ଜୀବନର ଶେଷ ନିଶ୍ୱାସ ତ୍ୟାଗ କରିବା ପୂର୍ବରୁ ଦର୍ଶକ ଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ମିହିର ଦାସ…..ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଥିବା ତାଙ୍କର ଏହି ଭିଡ଼ିଓ ଟି ଦେଖିଲେ ଆପଣ ତାଙ୍କ ସ୍ମୃତି ରେ କାନ୍ଦିପକେଇବେ!

ସମୟ ଚକ୍ର ରେ ଆମେ ସମସ୍ତେ ବନ୍ଧା କେତେକେବେ କାହା ସହ କଣ ହୋଇଯିବ ତାହା କାହାକୁ ଜଣାନଥାଏ ମାତ୍ର ଘଟଣା ଟି ଘଟିବା ପରେ ଆମକୁ ବହୁତ କଷ୍ଟ ଦେଇଥାଏ। ସେହିପରି ଓଡ଼ିଆ ଫିଲ୍ମ ଇନ୍ଦ୍ରଷ୍ଟ୍ରି କୁ ମାଡି ଆସିଥିଲା ଆଉ ଆମ ଠାରୁ ସବୁଦିନ ପାଇଁ ଆମ ଅଭିନେତା ମିହିର ଭାଇ ଙ୍କୁ ଛଡେଇ ନେଲା। ତେବେ ତାଙ୍କର ମୃତ୍ୟୁ ରେ କେବଳ ଫିଲ୍ମ ଜଗତ ନୁହେଁ ବରଂ ସମସ୍ତ ଓଡ଼ିଶା ବାସୀ ଭାଙ୍ଗି ପଡ଼ିଥିଲେ।

ତେବେ ତାଙ୍କର ଏହିପରି ମୃତ୍ୟୁ ରେ ସାରା ଫିଲ୍ମ ଜଗତ ଭାଙ୍ଗି ପଡିଛି ତେବେ ତାଙ୍କର ବର୍ତ୍ତମାନ ତାଙ୍କର ଅନ୍ତିମ ସତ୍କାର ମଧ୍ୟ ସମାପ୍ତ ହୋଇସାରିଛି ଏବଂ ସେ ପଞ୍ଚଭୁତ ରେ ଲିନ ହୋଇସାରିଛନ୍ତି।କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ତାଙ୍କର ଅନ୍ତିମ ସତ୍କାର ସମୟର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି ଯାହାକୁ ଦେଖିଲେ ଆପଣ କାନ୍ଦି ପକାଇବେ।

ତେବେ ଆପଣ ସମସ୍ତେ ଜାଣିଛନ୍ତି କି ଗତ ଜାନୁଆରୀ ୯ ତାରିଖରେ ଆମ ଭେଟେରାଣ୍ଟ ଅଭିନେତା ମିହିର ଦାସ ଙ୍କର କଟକ ର ଏକ ପ୍ରାଇଭେଟ ହସ୍ପିଟାଲରେ ଚିକିତ୍ସା ହେଉଥିବା ବେଳେ ୬୩ ବର୍ଷ ବୟସ ରେ ମୃତ୍ୟୁ ବରଣ କରିଛନ୍ତି।

ତେବେ ତାଙ୍କର ମୃତ୍ୟୁ ବରଣ ରେ ସାରା ସିନେମା ଜଗତ ଭାଙ୍ଗି ପଡ଼ିଛି। ତେବେ ସୂଚନା ଅନୁସାରେ ସେ କିଡନୀ ରୋଗ ରେ ଗତ ଡିସେମ୍ବର ୭ ତାରିଖ ରୁ କଟକ ର ଏକ ପ୍ରାଇଭେଟ ହସ୍ପିଟାଲରେ ଚିକିତ୍ସିତ ହେଉ ଥିଲେ, ଆଉ ଚିକିତ୍ସିତ ଅବସ୍ଥାରେ ଜାନୁୟାରୀ ୯ ତାରିଖରେ ସେ ଇହଧାମ ଗତି କରିଛନ୍ତି।

ମିହିର ଦାସ ଙ୍କୁ ଲୋକମାନେ ଏତେ ପସନ୍ଦ କରୁଥିଲେ କି ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ହଜାର ହଜାର କଳାକାର ଠାରୁ ଆରମ୍ଭ କରି ବଡ଼ ବଡ଼ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ତାଙ୍କ ନିବାସ ରେ ପହଂଚି ଥିଲେ।

ଏବଂ ମିହିର ଦାସ ଙ୍କୁ ଶେଷ ପୁଷ୍ପାଞ୍ଜଳି ଦେଇଥିଲେ, ତାଙ୍କର ମୃତ୍ୟୁ ରେ ସମସ୍ତ ଙ୍କର ହୃଦୟ ଭାଙ୍ଗି ଯାଇଛି ଆଉ ତାଙ୍କର ପରିବାର କଥା ନକହିବା ଭଲ। ତେବେ ଆପଣ ଦେଖନ୍ତୁ କିପରି ତାଙ୍କର ଦୁଇ ପୁଅ ବାପା ଙ୍କୁ ଧରି ଭୋ ଭୋ ହୋଇ ବେସାହାରା ଭଳି କାନ୍ଦୁଛନ୍ତି ।ତେବେ ମିହିର ଦାସ ଙ୍କୁ କଟକ ସ୍ଥିତ ଶଚିତା ସ୍ମଶାନ ରେ ପୋଡ଼ା ଯାଇଥିଲା।

ତେବେ ବର୍ତ୍ତମାନ ମିହିର ଦାସ ଙ୍କର ଏକ ମୃତ୍ୟୁ ପୂର୍ବରୁ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ବହୁତ ମାତ୍ରା ରେ ଭାଇରଲ ହେବାରେ ଲାଗିଛି ,ଯାହାକୁ ଦେଖିଲେ ଆପଣ ତାଙ୍କ ସ୍ମୃତି ରେ କାନ୍ଦିପକାଇବେ। ତେବେ ବନ୍ଧୁଗଣ ଜୀବନ ର ଶେଷ ନିଶ୍ୱାସ ନେବା ପୂର୍ବରୁ ମିହିର ଦାସ ତାଙ୍କର ଦର୍ଶକ ମାନ ଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ।

ସେ କହିଥିଲେ କି ଯଦି କେବେ ବି ମୋ ଆଚରଣ ଓ ବ୍ୟବହାର ଆପଣ ଙ୍କୁ କଷ୍ଟ ଦେଇଥାଏ ତେବେ ଆପଣ ମାନେ ମୋତେ କ୍ଷମା କରିଦେବେ , ଆପଣ ମାନେ ହେଉଛନ୍ତି ମୋର ଭଗବାନ ତେଣୁ ମୁଁ ଯଦି ଅଜାଣତରେ କିଛି ଭୁଲ କରିଥାଏ ଆପଣଙ୍କୁ କଷ୍ଟ ଦେଇଥାଏ ତେବେ ମୋତେ କ୍ଷମା କରିଦେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।