viral ଭିଡ଼ିଓ- ଝିଅଟି ola ଡ୍ରାଇଭର ଙ୍କ ସହ ଯାହା କରିଲା ଦେଖି ଆପଣଙ୍କ ହୋସ ଉଡ଼ିଯିବ,ପୁରା ଘଟଣା ଟି ଜାଣନ୍ତୁ,କାରଣ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ !

ବନ୍ଧୁଗଣ ବର୍ତ୍ତମାନ ସମାଜ ରେ ସମସ୍ତେ କୁହନ୍ତି କି ନାରୀ ମାନଙ୍କ ଉପରେ ଅନ୍ୟାୟ , ଅତ୍ୟାଚାର ହେଉଛି ତେଣୁ ତାଙ୍କ ସଂମାନ ଜଣାଅ ।ଆଉ ଯେକୌଣସି କେସ ରେ ଯଦି ମହିଳା ମାନେ ଅଭିଯୋଗ କରନ୍ତି ତ ପୋଲିସ ମଧ୍ୟ ଅନ୍ୟ କଥାର ତଦନ୍ତ କରିବା ଆଗରୁ ଆଗ ଯୁବତୀ ଙ୍କର କଥା କୁ ଶୁଣି ଯୁବକ ଙ୍କୁ ମାଡ଼ ମାରିଥାନ୍ତି। କିନ୍ତୁ ଏ କଥା କେହି ବି ବୁଝନ୍ତି ନାହିଁ କି ସେ ଝିଅ ସତ କହୁଛି କିମ୍ବା ମିଛ। ଏ କଥା ସତ କି ଯୁବତୀ ମାନଙ୍କ ଉପରେ ଯୁବକ ମାନେ ଖରାପ ବ୍ୟବହାର କରନ୍ତି କିନ୍ତୁ ସବୁ ପୁଅ ସମାନ ନୁହଁନ୍ତି ।

ତେବେ ବର୍ତ୍ତମାନ ଏହିଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗୁଚି ଯାହାକୁ ଦେଖିଲେ ଆପଣ ଜାଣିପାରିବେ କି ପ୍ରକୃତ ରେ ବର୍ତ୍ତମାନ ର ଦୁନିଆଁ ରେ ସ୍ମାର୍ଟ ହେବା ତଥା ଟେକ୍ନୋଲୋଜି ର ବ୍ୟବହାର ଉଚିତ ସମୟରେ କରିବା କେତେ ଆବଶ୍ୟକ ବୋଲି।

ତେବେ ଭିଡ଼ିଓ ଟି ହେଉଛି ଜଣେ କେପ ଡ୍ରାଇଭର ଙ୍କର ଏବଂ ଜଣେ ଯୁବତୀ ଯାତ୍ରୀ ଯିଏକି କୌଣସି ଏକ ସ୍ଥାନକୁ ଯିବା ଲାଗି ବୁକ କରିଥିଲେ ଟାକ୍ସି ମାତ୍ର ସେହି ସ୍ଥାନରେ ପହଞ୍ଚିବା ପରେ ଆଗକୁ ଯିବାକୁ କହୁଥିଲେ।

କିନ୍ତୁ ଆପଣ ମାନେ ଜାଣିଛନ୍ତି କି, କେପ ଡ୍ରାଇଭର ଙ୍କୁ ଯାତ୍ରୀ ଙ୍କର ବୁକିଂ ଅନୁଯାୟୀ ତାଙ୍କୁ ସେହି ସ୍ଥାନରେ ଛାଡିବାକୁ ହୋଇଥାଏ ସେମାନେ ଚାହିଁଲେ ବି ଆଗକୁ ଯାଇପାରିବ ନାହିଁ, ତାଙ୍କ କମ୍ପାନୀ ତାଙ୍କୁ ଅନୁମତି ଦେଇନାହିଁ। କିନ୍ତୁ ଏହି ଘଟଣା ରେ ଯୁବତୀ ଜଣଙ୍କ ତାଙ୍କୁ ବାଧ୍ୟ କରୁଥିଲେ ଆଗକୁ ଯିବା ପାଇଁ ମାତ୍ର ଯୁବକ ଯେତେବେଳେ ତାଙ୍କୁ ମନା କଲେ ତ ସେହି ଯୁବତୀ ତାଙ୍କୁ ମିଛ ରେ କହୁଥିଲେ କି ସେ ତାଙ୍କୁ ଖରାପ ବ୍ୟବହାର କରୁଛନ୍ତି ବୋଲି ।

ତେଣୁ ସେହି ଚାଲାକ ଡ୍ରାଇଭର ଜଣଙ୍କ ଯୁବତୀ ଙ୍କର ଭିଡ଼ିଓ ଲାଇଭ କରିଥିଲେ , ତେବେ ଭିଡ଼ିଓ ଟିରେ ଯୁବତୀ ଜଣଙ୍କ ଯାହା କହୁଛନ୍ତି ତାହା ଶୁଣିଲେ ଆପଣଙ୍କ ମୁଣ୍ଡ ଖରାପ ହୋଇଯିବ ଏବଂ ଆପଣ ବୁଝିପାରିବେ କି ସବୁ ପୁଅ ଭୁଲ ନଥାନ୍ତି କିମ୍ବା ସବୁ ଝିଅ ଠିକ ନୁହଁନ୍ତି।

ତେବେ ଯୁବତୀ ଜଣଙ୍କ ତାଙ୍କୁ ବାଧ୍ୟ କରୁଥିଲେ କି ମୋତେ ଆଉ ଟିକେ ଆଗରେ ଛାଡିଦିଅ ବୋଲି , କିନ୍ତୁ ଏହା ଡ୍ରାଇଭର ଙ୍କ ହାତରେ ନଥିବା ରୁ ସେ ତାଙ୍କୁ ଅନୁରୋଧ କରୁଥିବା କି ମାଡାମ ଦୟାକରି ଓହ୍ଲାଇ ଯାଆନ୍ତୁ ମୁଁ ଆପଣଙ୍କୁ ଆଗକୁ ନେଇ ପାରିବି ନାହିଁ।

ଏତିକି କହିବାରୁ ଯୁବତୀ ତାଙ୍କର ଡ୍ରାମା ଆରମ୍ଭ କରିଦେଲେ, ମୋତେ ତୁମେ ଖରାପ ବ୍ୟବହାର କରୁଚ , ସେ ଭିଡ଼ିଓ ବନାଇବା ବନ୍ଦ କର ନହେଲେ ତୁମ ମୋବାଇଲ ଭାଙ୍ଗିଦେବୀ , ପୋଲିସ ରେ କହିବି ଆଉ ଯଦି ତୁମର ଭିଡ଼ିଓ ବନାଇବି ତ ତୁମର ଚାକିରୀ ଛଡ଼େଇନେବି। ଏହିଭଳି ଅନେକ କଥା କହୁଥିଲେ। ଆପଣ ଭିଡ଼ିଓ ଦେଖିଲେ ଜାଣିପାରିବେ କି ଯୁବକ ଜଣଙ୍କ ତାଙ୍କୁ ଜମାରୁ ବି ଖରାପ ବ୍ୟବହାର କରିନାହାନ୍ତି କିନ୍ତୁ ସେ ଝିଅ ବାରମ୍ବାର ସେମିତି କହୁଛନ୍ତି ।

ତେବେ କିନ୍ତୁ ପରେ ଯେତେବେଳେ ଯୁବକ ଜଣଙ୍କ ପୋଲିସ କୁ ଫୋନ କରିବା କଥା କହିଲେ ସେତେବେଳେ ସେ ଟାକ୍ସି ରୁ ଓହ୍ଲାଇ ଗଲେ ଏବଂ ତାଙ୍କୁ ଧମକ ଦେଇଥିଲେ କି ମୁଁ କଣ କରିପାରିବି ତୁମେ ଜାଣିନାହଁ। କିନ୍ତୁ ବନ୍ଧୁଗଣ ଏପରି କାହା ସହ କରନ୍ତୁ ନାହିଁ। ସେ ଛୋଟ ଚାକିରୀ କରିଥାଇ ପାରନ୍ତି କିନ୍ତୁ ତାଙ୍କର ର ବି ପରିବାର ଅଛି ଆଉ ସ୍ୱତନ୍ତ୍ରତା ରହିଛି ସଂମାନ ର ସହ ବଂଚିବା ପାଇଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।