viral ଭିଡ଼ିଓ – ଝିଅକୁ ଜନ୍ମ ଦେଇ ରାସ୍ତା କଡରେ ଛାଡ଼ିଚାଲିଗଲେ ବାପା ମା ,ଆଉ ନିଜ ବାପା ମା ଙ୍କ ବିଷୟରେ କୁନି ଝିଅଯାହା କହିଛନ୍ତି ଏମିତି ହୃଦୟବିଦାରକ ଭିଡ଼ିଓ ଦେଖିଲେ କାନ୍ଦିପକେଇବେ ଦେଖନ୍ତୁ ସମ୍ପୂର୍ଣ ଭିଡ଼ିଓ!
“ମୋତେ ମୋ ବାପା ମାରି ମାରି ଘରୁ ବାହାର କରିଦେଲେ , କାଲି ଠାରୁ ଆସି ମୁଁ ଏହି ଷ୍ଟେସନ ରେ ଶୋଉଛି ,କାଲି ଠୁ କିଛି ଖାଇ ନାହିଁ। ମୋ ବାପା ମୋତେ ଟିକେ ଖୋଜିବା କୁ ବି ଆସୁ ନାହିଁ। ମୋତେ କହୁଥିଲେ ଜା ଚାଉଳ ଆଣିବୁ ଦେଲେ ଘରେ ଭାତ ହବ, ମୁଁ ନ ଆଣି ପାରିବା ରୁ ମୋତେ ବହୁତ ମାରିଲେ ଆଉ ମାରି ମାରି ଘରୁ ବାହାର କରିଦେଲେ”।ବନ୍ଧୁଗଣ ୟେ ହେଉଛି ଗୋଟିଏ କୁନି ଝିଅ ମୁଁହ ର କଥା ଯାହା ବିଷୟରେ ଜାଣିଲେ ଆପଣ ଅତ୍ୟନ୍ତ ଦୁଃଖିତ ହୋଇଯିବେ। ଆଉ ଆପଣ କହିବେ କି ଏହିପରି ବାପ କାହାକୁ ନମିଳୁ।
ବନ୍ଧୁଗଣ ଭଗବାନ ଏହି ସଂସାର କୁ ସୃଷ୍ଟି କରିବା ପରେ ସମସ୍ତ ଙ୍କର ଦାୟିତ୍ୱ ନେଇ ପାରିବେ ନାହିଁ ବୋଲି ବାପା ମା ଙ୍କୁ ଏହି ଦୁନିଆଁ କୁ ଆଣିଛନ୍ତି।କିନ୍ତୁ ବର୍ତ୍ତମାନ ର ଏହି ସ୍ୱାର୍ଥପର ଓ ଅସଭ୍ୟତାର ସମାଜ ରେ ବାପା ଙ୍କ ପରି ପବିତ୍ର ଓ ନିଃସ୍ୱାର୍ଥପର ମଣିଷ ଟେ ବି ଅମଣିସ ପାଲଟି ଗଲେ ଆଉ କୁନି ପିଲା ଟିକୁ ରାସ୍ତା ରେ ଛାଡି ଦେଇଛନ୍ତି।
ଆଉ କୁନି ପିଲାଟି ଦୁଇ ଦିନ ହେବ ଘରୁ ଯାଇ ଷ୍ଟେସନ ରେ ରହୁଛି , କଣ ଖାଉଛି କଣ ପିଉଛି ତାହା ମଧ୍ୟ ତାର ବାପ ମା ଙ୍କୁ ଜଣା ନାହିଁ କିମ୍ବା ସେମାନେ ଥରେ ଜାଣିବାକୁ ମଧ୍ୟ ଚାଁହୁ ନାହାନ୍ତି।
ତେବେ ଏ ନେଇ କୁନି ଝିଅ ଟି ଯାହା କହୁଛି ତାହା ଜାଣିଲେ ଆପଣ କାନ୍ଦି ପକେଇବେ ନିଶ୍ଚିତ। ତେବେ ଘଟଣା ଟି ଆମ ଓଡ଼ିଶାର ଅଟେ , ଯେଉଁ ଠାରେ କିଛି ଲୋକ ଗୋଟିଏ ୩-୪ ବର୍ଷ ର ଛୋଟ ଝିଅ ଟିକୁ ଦେଖିବା ପରେ ତା ପାଖକୁ ଆସିଥିଲେ ଆଉ ତାକୁ ସବୁ ପଚାରିଥିଲେ।
ତେବେ କୁନି ଝିଅ ଟି କହିଥିଲେ କି ମୋ ବାପା ମୋତେ ମାରି ମାରି ଘରୁ ବାହାର କରିଦେଲେ। ଆଜି ଦୁଇ ଦିନ ହେବ ମୁଁ ଷ୍ଟେସନ ରେ ରହୁଛି ,କେହି ମୋତେ ଖୋଜିବା କୁ ବି ଆସୁ ନାହାନ୍ତି। ମୋ ମା ମୋତେ ଖୋଜୁଥିବ କିନ୍ତୁ ବାପା ଖୋଜୁ ନାହିଁ।
ତେବେ କାଲି ଠୁ ଝିଅ ଟି କିଛି ଖାଇ ନଥିଲା କିନ୍ତୁ ଜଣେ ସ୍ତ୍ରୀ ଲୋକ ପିଲା ଟିକୁ ଦେଖି ତାକୁ ୨୦ ଟଙ୍କା ଓ ଦୁଇଟି ଗାମୁଛା ଦେଇଥିଲେ। ତେବେ ପିଲା ଟି ସେହି ପଇସା ରେ ଖାଇବା ଆଣି ଖାଉଥିବା ଦେଖାଯାଇଛି ।
ତେବେ କୁନି ଝିଅ ଟି କହିଛି କି ତାର ବାପା ତାକୁ ଚାଉଳ ଆଣିବାକୁ କହିଥିଲେ କିନ୍ତୁ ମୁଁ ଆଣି ପାରିଲି ନାହିଁ ବୋଲି ମୋତେ ବହୁତ ମାରିଲେ ଆଉ ମାରି ମାରି ଘରୁ ବାହାର କରିଦେଲେ। ତେବେ ସେହି ଲୋକମାନେ କହିଥିଲେ କି ଆମେ ତୁମ କୁ ତୁମ ଘରକୁ ନେଇଯିବୁ କିନ୍ତୁ ପିଲା ଟି ଯିବାକୁ ମନା କରିଦେଲା।ତେବେ ଏହି ହୃଦୟ ବିଦାରକ ଘଟଣା ଟି ସମସ୍ତ ଙ୍କୁ ଦୁଖୀ କରିଦେଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।