viral ଭିଡ଼ିଓ – OMG ! ଜାନମେରି ଜାନେମନରେ କୁନି ଝିଅ ର ଜବରଦସ୍ତ ଡ୍ୟାନ୍ସ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ,ଯାହାକୁ 36 milion ରୁ ଅଧିକ ଲୋକ ଦେଖିସାରିଲେଣି,ଦେଖନ୍ତୁ ସମ୍ପୂର୍ଣ video!

ସାଧାରଣତଃ ଦେଖିବାକୁ ଗଲେ କୁନି କୁନି ପିଲା ମାନେ ହେଉଛନ୍ତି ଦୁନିଆର ସୁନ୍ଦର ସୃଷ୍ଟିର ଏକ ଅନନ୍ୟ ଉପାଦାନ। ସେମାନଙ୍କର ପ୍ରତ୍ୟେକଟି କଥା ଭାବନା ବାସ୍ତବରେ ଖୁବ୍ ଆକର୍ଷଣୟ ଓ ହୃଦୟସ୍ପର୍ଶୀ ହୋଇଥାଏ। ବେଳେ ବେଳେ ଏମାନଙ୍କର ସୃଜଶୀଳତା, କଥାବାର୍ତ୍ତା, ବୁଦ୍ଧି ଚିନ୍ତାଧାରା ଆଦି ଆମକୁ ବହୁତ ଆଶ୍ଚର୍ଯ୍ୟ କରିବା ସହିତ ଆନନ୍ଦିତ ମଧ୍ୟ କରିଥାଏ। କୁନି କୁନି ପିଲାମାନଙ୍କର କାର୍ଯ୍ୟ କଳାପ ଦେଖିବାକୁ ଖୁବ୍ ମନଛୁଆଁ ହୋଇଥାଏ।

ସେମାନଙ୍କର କଥା,ବାର୍ତ୍ତା,ନୃତ୍ୟ, ଗୀତ, ଖେଳ କୁଦ, ମଜା ମସ୍ତି ଆଦି ବହୁତ୍ ଆକର୍ଷଣୟ ହୋଇଥାଏ। ସେମାନଙ୍କ ନାଚକୁ ଦେଖିବାକୁ ଖୁବ୍ ଭଲ ଲାଗିଥାଏ। ତାଙ୍କ କୁନି କୁନି ମୁହଁର ଖିଲି ଖିଲି ହସ, ସୁନ୍ଦର ଅଙ୍ଗ ଭଙ୍ଗୀ ଦେଖିବାକୁ ଖୁବ୍ ଭଲ ଲାଗେ। ସେମାନଙ୍କର କଣ୍ଠରେ ଏକ ଭିନ୍ନ ଧରଣର ଯାଦୁ ରହିଥାଏ, ଯାହା ଶୁଣିବାକୁ ବହୁତ ମଜା ଲାଗେ।

ଏମିତି ଦେଖିବାକୁ ଗଲେ ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆରେ କିଛି ନା କିଛି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ସେଥି ମଧ୍ୟରୁ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥିବା ବେଳେ ଆଉ କିଛି ଭିଡ଼ିଓ ମଜାଦାର ହୋଇଥାଏ। ତେବେ ଭିଡ଼ିଓ ଗୁଡିକ ଏତେ ମଜାଦାର ହୋଇଥାଏ ଯେ ଯାହାକୁ ଦେଖିବା ପରେ ହସକୁ ରୋକି ହୁଏ ନାହିଁ।

ଆଉ କିଛି ଭିଡିଓ ଏମିତି ହୋଇଥାଏ କି ବାରମ୍ୱାର ଦେଖିବାକୁ ଇଚ୍ଛା ହୋଇଥାଏ।ଆଜିକାଲି କୁନି ପିଲା ମାନଙ୍କର ଅନେକ ଭାଇରାଲ ଭିଡିଓ ଦେଖିବାକୁ ମିଳୁଛି। ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏକ କୁନି ଝିଅଟି ଖୁବ୍ ସୁନ୍ଦର ଭାବରେ ନୃତ୍ୟ ପରିବେଷଣ କରୁଥିବାର ଏକ ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି।

ସୋସିଆଲ ମିଡ଼ିଆରେ ଭାଇରାଲ ହେଇଥିବା ଯାନେ ମେରି ଯାନେ ମନ୍ ଗୀତର ତାଳେ ତାଳେ ନାଚି ଉଠିଛି ଏକ କୁନି ଝଅଟି।ସେ ଯେଉଁଭଳି ଭାବେ ନୃତ୍ୟ ପରିବେଷଣ କରୁଛି ତାହା ଦେଖିବା ପାଇଁ ଖୁବ୍ ଆକର୍ଷଣୟ। ଭିଡିଓ ରେ ଥିବା କୁନି ଝିଅଟି ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରିବାକୁ ଚେଷ୍ଟା କରୁଛି। ବହୁତ ସୁନ୍ଦର ଭାବେ ସେ ନିଜର ଅଙ୍ଗ ଭଙ୍ଗି କୁ ଦେଖାଉଛି,ନିଜ ଆଖିର ଠାଣି ସାହାଯ୍ୟରେ ଲୋକମାନଙ୍କୁ ଖୁବ୍ ଆକର୍ଷିତ କରୁଛି।

ଏହି କୁନି ଝିଅର ସୁନ୍ଦର ନୃତ୍ୟ ବହୁତ ପ୍ରସଂଶା ଅର୍ଜନ କରୁଛି।ଏହି କୁନି ଝିଅର ଭିଡିଓ ଯିଏ ଦେଖୁଚି ସିଏ ଖୁସି ହେଇଯାଉଛି।କୁନି ଝିଅଟି ଦେଖିବାକୁ ଖୁବ୍ ଆକର୍ଷୀୟ।ସେ ତାର କୁନି କୁନି ପାଦରେ ଯେଁଉଭଳି ଭାବେ ନଚୁଛି ତାହା ଖୁବ୍ କମ୍ ଦେଖିବାକୁ ମିଳିଥାଏ।

ତେବେ ଏହି କୁନି ଝିଅର ଭିଡିଓ ସୋସିଆଲ ମିଡିଆରେ ଲୋକଙ୍କ ଦ୍ୱାରା ଆଦୃତ ହେବାରେ ଲାଗିଛି।କୁନି ଝିଅର ଭିଡିଓ ଦେଖିବା ପରେ ସମସ୍ତଙ୍କ ମୁଁହରେ ହସ ଫୁଟି ଉଠୁଛି। ସେ ତାର ନୃତ୍ୟର ଯାଦୁରେ ସମସ୍ତଙ୍କ ମନ କିଣି ନେଇଛି। କାରଣ କୁନି କୁନି ପିଲା ମାନଙ୍କର ନୃତ୍ୟ ଦେଖିବାକୁ ଖୁବ୍ ଭଲ ଲାଗିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।