viral ଭିଡ଼ିଓ – ଜାଲ ପକାଇ ବନ୍ୟା ଜଳରେ ମାଛ ଧରିଲେ ଜଣେ ମହିଳା,ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ମାତ୍ର ୪ ଘଣ୍ଟାରେ 5 milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….
କଥା ରେ ଅଛି ଜଣେ ପୁରୁଷ ଲୋକ ଯାହା କରି ପାରେ ଜଣେ ମହିଳା ଲୋକ ମଧ୍ୟ ତାହା କରି ପାରେ । ଏହାର ଜ୍ୱଳନ୍ତ ଉଦାହରଣ ଆଜି ସସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି । ତେବେ ଆଜି ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି ଯେଉଁ ଭିଡିଓ ରେ ଜଣେ ମହିଳା ଜାଲ ପକେଇ ମାଛ ଧରି ବାର ଦୃଶ୍ୟ ଦେଖିବା ପାଇଁ ମିଳିଛି ।
ତେବେ ଆଜି ଏହି ଭିଡିଓ ଟି ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଟି ପାକିସ୍ତାନ ରେ ଦେଖିବା ପାଇଁ ମିଳିଛି । ଅଧିକ ବର୍ଷା ହେବା ଯାଗୁଁ ପାକିସ୍ତାନ ରେ ଏବେ ବନ୍ୟା ର ରେ ଉବୁଡୁବୁ ହେଉ ଛନ୍ତି । ପାକିସ୍ତାନ ଏବେ ଜଳ ବହୁତ ମଗ୍ନ ହୋଇ ଯାଇଛି ।
ଏବେ ଜନ ଜୀବନ ବସ ବାସ କରିବା ପାଇଁ ତାଙ୍କ ପାଖରେ ଜାଗା ନାହିଁ , କାରଣ ଚାରି ଆଡ଼େ କେବଳ ପାଣି ପାଣି । ତେବେ ଏହି ପରିସ୍ଥିତି ରେ ଏକ ବିରଳ ଦୃଶ୍ୟ ଦେଖିବା ପାଇଁ ମିଳିଛି , ଯାହା ଏବେ ସୋସିଆଲ ମିଡିଆ ରେ ଏବେ ଏହି ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି ।
ଭିଡିଓ ଟିରେ ଦେଖିବା ପାଇଁ ମିଳିଛି , ଚାରି ଆଡ଼େ ଜଳ ଆଉ ମଝି ରେ ଗୋଟିଏ ଘର । ଯେଉଁ ଘରେ ଗୋଟିଏ ପରିବାର ବାସ କରୁଛି । ସେହି ପରିବାର କୁ ମିଳୁ ନାହିଁ କିଛି ସହାୟତା । ପାକିସ୍ତାନ ର ସରକାର କିଛି ଜଗେଇ ଦେଉ ନାହାନ୍ତି ।
ତେଣୁ ନିଜ ପରିବାର କୁ ଵଂଚେଇବା କୁ ଯାଇ ମା ଏଠି ଜାଲ ପକାଇ ମାଛ ଧରୁଛି। କେତେ ବେଳେ ଯେ ଗୋଡ଼ ଖସି ଯିବ ଆଉ ମା ଭାସି ଯିବ ତାହା କେହି କହି ପାରିବେ ନାହିଁ । ହେଲେ ମଧ୍ୟ ନିଜ ପରିବାର କୁ ବଞ୍ଚାଇବା କୁ ଯାଇ ମା ଏଠି ମାଗୁର ମାଛ ଧରୁଛି । କେତେ ବେଳେ ଘର ଭିତର କୁ ସାପ ପଶି ଯାଉ ଛନ୍ତି ତ ପୁଣି ବେଙ୍ଗ । ହେଲେ ମଧ୍ୟ ସେମାନେ ଭୟ କରୁ ନାହାନ୍ତି । ପିଲାକୁ ଖାଇବା ପାଇଁ ଦେବାକୁ ଯାଇ ମା ଏଠି ଜାଲ କାଉଛି ।
ତେଣୁ କଥା ରେ ଅଛି ମା ର ଜାଗା କେହି କେବେ ନେଇ ପାରିବ ନାହିଁ । ଦୁନିଆରେ ସମସ୍ତଙ୍କୁ ଆପଣ ପାଇ ଯିବେ । ସମସ୍ତଙ୍କ ପାଖରୁ ସେହ୍ନ ଶ୍ରଦ୍ଧା ପାଇ ପାରିବେ । ସମସ୍ତଙ୍କ ସହିତ ଭଲ ସଂପର୍କ ରଖି ପାରିବେ । କିନ୍ତୁ ମା ର ସ୍ଥାନ କେହି ଦେଇ ପାରିବେ ନାହିଁ ।
ଜୀବନ ରେ ସମସ୍ତଙ୍କ ଋଣ ସୁଝି ପାରିବେ କିନ୍ତୁ ମା ର ଋଣ ଆପଣ ମାନେ କେବେ ହେଲେ ସୁଝି ପାରିବେ ନାହିଁ । ତେଣୁ ମା କୁ କେବେ କଷ୍ଟ ଦିଅନ୍ତୁ ନାହିଁ । ଏହି ଭିଡିଓ କୁ ଲୋକ ମାନେ ଦେଖି ବହୁତ ଭଲ ଭଲ କମେଣ୍ଟ ଦେଇ ଛନ୍ତି । ତେବେ ଭିଡିଓ ଟିକୁ ଆପଣ ମାନେ ଦେଖନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ