viral ଭିଡ଼ିଓ-ଜବର ଦସ୍ତ ଡ୍ୟାନ୍ସ “କଚା ବାଦାମ” ଗୀତରେ ନାଚିଲେ ଟିକଟକ ଷ୍ଟାର ଅଞ୍ଜଳୀ….. ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ବନ୍ଧୁଗଣ ଆପଣ ଜାଣିଥିବେ କି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ “କଚା ବାଦାମ” ଗୀତ ଟିକୁ ନେଇ ବହୁତ ଚର୍ଚ୍ଚା ରହିଛି, ଏହି ଗୀତ ଟିକୁ ନେଇ ପ୍ରାୟ ସମସ୍ତେ ରିଲ ଭିଡ଼ିଓ ବନାଉଛନ୍ତି।। ତେବେ ଏହି ଭାଇରଲ ଗୀତ ଟିକୁ ନେଇ ବର୍ତ୍ତମାନ ଭିନ୍ନ ଭିନ୍ନ କଳାକାର ମାନେ କମେଡ଼ି ଭିଡିଓ ବନାଇବା ରେ ଲାଗିଛନ୍ତି।

ଆଉ ଯାହାର ରିମିକ୍ସ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ହଲଚଲ ମଚାଇବା ର ଦେଖିବାକୁ ମିଳିଛି। ତେବେ ଆମେ ଆପଣ ଙ୍କୁ ଜଣେଇ ଦେଉଛୁ କି ଏହି କଚା ବାଦାମ ଗୀତ ଟି ପଶ୍ଚିମବଙ୍ଗ ର ଜଣେ ବାଦାମ ବିକାଳୀ ନିଜ ବାଦାମ ବିକ୍ରି କରିବା ପାଇଁ ଏହି ଗୀତ ଟିକୁ ଗାଇଥିଲେ।

ତେବେ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଦେଖୁଥିବେ କି, ଏହି ସଂଗୀତ ଟିକୁ କେହି କେହି ଡ୍ୟାନ୍ସ କରୁଛନ୍ତି ତ କିଏ ପୁଣି ନିଜ ଭାଷା ରେ ଏହାକୁ ଗାଉଛନ୍ତି। ବର୍ତ୍ତମାନ ଏହି କଚା ବାଦାମ ଗୀତ ଟିରେ ଯୁବ ଯୁବତୀ ଙ୍କୁ ଟିକଟକ କରିବା ତଥା ଡ଼୍ୟାନ୍ସ କରୁଥିବା ର ଆପଣ ମାନେ ଦେଖୁଥିବେ ନିଶ୍ଚିତ।

ତେବେ ଏହି କଚା ବାଦାମ ଗୀତ ଟିରେ ବର୍ତ୍ତମାନ ଆମ ଟିକଟକ କୁଇନ ଅଞ୍ଜଳୀ ଅରବିନ୍ଦ ଡ଼୍ୟାନ୍ସ କରିଛନ୍ତି। ଯାହାର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁତ ମାତ୍ରା ରେ ଭାଇରଲ ହେବାରେ ଲାଗିଛି।

ସୋସିଆଲ ମିଡ଼ିଆ ବର୍ତ୍ତମାନ ଏକ ଏପରି ପ୍ଲାଟଫୋମ ସାଜିଛି ଲୋକଙ୍କ ପାଇଁ ଯେଉଁଠୁରେ ଲୋକ ମାନେ ମନ ଇଚ୍ଛା ଯେକୌଣସି ଭିଡିଓ ରେକର୍ଡ କରି ସେୟାର କରୁଛନ୍ତି। ସଧାରଣ କଥା ଠାରୁ ଆରମ୍ଭ କରି, ଗୀତ ନାଚ , କମେଡି ଏମିତି ଅନେକ କିଛି।

ଏବଂ ସୋସିଆଲ ମିଡ଼ିଆ ର ଏହିପରି ସବୁ ଭାଇରଲ ଭିଡ଼ିଓ କୁ ଲୋକମାନେ ମଧ୍ୟ ବହୁତ ପସନ୍ଦ କରନ୍ତି ସେମାନ ଏହାକୁ ଦେଖି ଉପଭୋଗ କରିବା ସହ ଖୁସି ହୋଇଥାନ୍ତି। ଖାଲି ଏତିକି ନୁହେଁ ବରଂ ବେଳେ ବେଳେ ଏମିତି କିଛି ଭିଡିଓ ଆମ ଆଗକୁ ଆସିଥାଏ ଯାହା ଅତ୍ୟନ୍ତ ହାସ୍ୟରସ ହୋଇଥାଏ।

ତେବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଥିବା ଅଞ୍ଜଳୀ ଙ୍କର ଏହି ଭିଡ଼ିଓ ଟି ବେଶ ଲୋକପ୍ରିୟ ହୋଇଛି। ତେବେ ଏହି ଭିଡ଼ିଓ ଟିର ସୁଟିଂ ଏକ ଜଙ୍ଗଲ ଭଳି ଫାଙ୍କା ସ୍ଥାନରେ କରିଛନ୍ତି ଆଉ ଏହି କାଚା ବାଦାମ ଗୀତରେ ଠୁମକା ଲଗାଇ ବହୁତ ସୁନ୍ଦର ଡ୍ୟାନ୍ସ କରିଛନ୍ତି।

ଲାଜବାଵ ଠୁମକା ଡ଼୍ୟାନ୍ସ ସହ ତାଙ୍କର ଏକ୍ସପ୍ରେସନ ଦେଖି ଲୋକ ମାନେ ଆବାକ ହୋଇଛନ୍ତି। ତେବେ ଆମେ ଆପଣ ଙ୍କୁ ଜଣେଇ ଦେଉଛୁ କି ଅଞ୍ଜଳୀ ଅରବିନ୍ଦ ହେଉଛନ୍ତି ଜଣେ ଲୋକପ୍ରିୟ ଟିକଟକ ତାରକା ଯିଏକି ତାଙ୍କର ଡ୍ୟାନ୍ସ ଓ ରିଲ ଭିଡ଼ିଓ କୁ ନେଇ ପ୍ରାୟ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ରହିଥାନ୍ତି।

ତେବେ ବର୍ତ୍ତମାନ ତାଙ୍କର ଏହି ବହୁ ଚର୍ଚ୍ଚିତ କଚା ବାଦାମ ଗୀତ ରେ ଡ୍ୟାନ୍ସ ଭିଡ଼ିଓ ଟି ସବୁଆଡେ ଭାଇରଲ ହେବାରେ ଲାଗିଛି। ତେବେ ଆପଣ ମଧ୍ୟ ଏହି ଭିଡ଼ିଓ ଟିକୁ ଦେଖିଲେ ତାକୁ ଲାଇକ ନିଶ୍ଚିତ ଭାବରେ କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।