viral ଭିଡ଼ିଓ-ହଟ ଲୁକରେ ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ….. ଜବର ଦସ୍ତ ହଟ ଡାନ୍ସ ।ଏବେ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଯଦି ସବୁଠାରୁ କିଛି ଅଧିକ ଭାଇରଲ ହୋଇଥାଏ ତ ତାହା ହେଉଛି ବଲିଉଡ, ଟାଲିଉଡ଼ ଏବଂ ହଲିଉଡ଼ ର ଅଭିନେତା ଓ ଅଭିନେତ୍ରୀ ମାନେ।ସେମାନେ ସବୁବେଳେ ତାଙ୍କର ପୋଷାକ ତଥା ଶାରୀରିକ ଗଠନ ଓ ଅଙ୍ଗଭଙ୍ଗୀ କୁ ନେଇ ଚର୍ଚ୍ଚାରେ ରହିଥାନ୍ତି ।ଖାଲି ଏତିକି ନୁହେଁ ବରଂ ସେମାନେ ନିଜର ବୈବାହିକ ସମ୍ପର୍କ କୁ ନେଇ ମଧ୍ୟ ଚର୍ଚ୍ଚା ରେ ରହିଥାନ୍ତି। ତେବେ ଯଦି ଦୁହେଁ ଫିଲ୍ମ ଇନ୍ଦ୍ରଷ୍ଟ୍ରି ର ହୋଇଥିବେ ଏବଂ ପରସ୍ପର ପ୍ରେମ ବିବାହ କରିଥିବେ, ତେବେ ତାଙ୍କର ବୈବାହିକ ସମ୍ପର୍କରେ କିଛି ବି ହେଲେ ସେମାନେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚାରେ ରହିବା ସାଧାରଣ ଅଟେ।

ତେବେ ବନ୍ଧୁଗଣ ଆମେ ଆପଣ ଙ୍କୁ ଜଣେଇଦେଉଛୁ ଯେ, ବର୍ତ୍ତମାନ ହିନ୍ଦୀ ଓ ଇଂରାଜୀ ସିରିଏଲ ଓ ଫିଲ୍ମ ଭଳି ଆମ ଓଡ଼ିଆ ଫିଲ୍ମ ମଧ୍ୟ ବେଶ ଉନ୍ନତି କରିଲାଣି। ଆଉ ଆମ ଓଡ଼ିଶା ଅଭିନେତ୍ରୀ ଓ ଅଭିନେତା ମାନେ ତଥା ସିରିଏଲ ଜଗତ ର ସୁନ୍ଦରୀ ମାନଙ୍କ ର ରୂପ ଓ ସେମାନଙ୍କ ର ଅଭିନୟ ପାଇଁ ଲୋକ ଙ୍କ ମନରେ ଘର କରିଛନ୍ତି।

 ତେବେ ସେମାନେ ସବୁବେଳେ ନିଜର ଫୋଟ ଓ ଭିଡିଓ କୁ ନେଇ ଚର୍ଚ୍ଚା ରେ ରୁହନ୍ତି।ତେବେ ବର୍ତ୍ତମାନ ଆମ ଓଲିଉଡ ର ଚୁଲବୁଲି ଅଭିନେତ୍ରୀ ଙ୍କର ଭିଡ଼ିଓ ଓ ଫୋଟ ଧୁମ ଚର୍ଚ୍ଚା ରେ ରହିଛି। ଯାହାକୁ ଦେଖିଲେ ଆପଣ ଙ୍କର ଆଖି ମଧ୍ୟ ଖୋଲା ରହିଯିବ।

ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ଓଲିଉଡ ର ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ଙ୍କର ଏକ ହଟ ଲୁକ ର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି। ପ୍ରକୃତ ସେ ତାଙ୍କର ଆଗାମୀ ଫିଲ୍ମ “ସଲାମ ଭୁବନେଶ୍ୱର ” ରେ ଏହିପରି ଲୁକ ରେ ଆସିଛନ୍ତି।

ତାଙ୍କର ଆଗାମୀ ଫିଲ୍ମ ରେ ସେ ହଟ ଓ ସେକ୍ସି ରୂପ ରେ ହିରୋ ରାଜବିର ଙ୍କ ସହ ଫିଲ୍ମ କରିବାକୁ ଯାଉଛନ୍ତି। ତେବେ ଭାଇରଲ ହେଉଥିବା ଭିଡ଼ିଓ ଟିରେ ସେ ଗୋଲାପି ଲେହେଁଙ୍ଗା ରେ ବହୁତ ସୁନ୍ଦର ଲାଗୁଛନ୍ତି ଏବଂ ତାଙ୍କର ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ହଲଚଲ ସୃଷ୍ଟି କରିଛି।

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି,ଏଲିନା ଜଣେ ବହୁତ ଆକର୍ଷଣୀୟ ଏବଂ ପ୍ରଭାବଶାଳୀ ଅଭିନେତ୍ରୀ ଅଟନ୍ତି। ତେବେ ତାଙ୍କର ଅଭିନୟ ର ପାରଦର୍ଶିତା ପାଇଁ ପ୍ରଥମ ଥର ତରଙ୍ଗ ଟିଭି ରେ ପ୍ରସାରିତ ଏକ ରିଆଳିଟି ସୋ ମାଧ୍ୟମ ରେ ସିନେମା ଜଗତ ରେ ପାଦ ଦେଇଥିଲେ।

ଆଉ ନିଜ ଅଭିନୟ ଦ୍ବାରା ଲୋକ ଙ୍କୁ ନିଜର କରିବାରେ ସକ୍ଷମ ହୋଇଥିଲେ। ତେବେ ବର୍ତ୍ତମାନ ସେ ଓଲିଉଡ ରେ ଜଣେ ଆଗ ଧାଡି ର ଅଭିନେତ୍ରୀ ଅଟନ୍ତି। ତେବେ ବର୍ତ୍ତମାନ ତାଙ୍କର ଏହ ଭିନ୍ନ ତଥା ହଟ ଓ ସେକ୍ସି ଲୁକ କୁ ନେଇ ବହୁତ ଚର୍ଚ୍ଚା ଚାଲିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।