viral ଭିଡ଼ିଓ -ହଷ୍ଟେଲ ଭିତରେ ମଦ ପିଇ ମାତାଲ୍ ଅବସ୍ଥାରେ ଯୁବତୀ,ଭିଡ଼ିଓ ଦେଖିଲେ ଆପଣଙ୍କ ମୁଣ୍ଡ କାମ କରିବନି ଯାହାକୁ 36 milion ରୁ ଅଧିକ ଲୋକ ଦେଖିସାରିଲେଣି,ଦେଖନ୍ତୁ ସମ୍ପୂର୍ଣ video!

ମଦ୍ୟପାନ ପରେ ସାଧାରଣତଃ ଲୋକ ମାନେ ନିଜର ହିତାହିତ ଜ୍ଞାନ ହରାଇ ବସନ୍ତି । ଜଣେ ମଦ ପିଇବା ପରେ ସେ କଣ କରୁଛି ତାହା ସେ ଜାଣି ପାରେ ନାହିଁ। କିନ୍ତୁ ନିଶା ଉତୁରିଲା ପରେ ଯଦି ସିଏ ସେହି କଥାକୁ ଭାବେ ସେତେବେଳକୁ ଆଉ କିଛିବି ରହି ନଥାଏ। ସେତେବେଳେ ଖାଲି ସମାଜ ଆଗରେ ଲଜ୍ଜିତହେବାକୁ ପଡ଼ିଥାଏ। ଲୋକ ମାନେ ତାର ବହୁତ ମଜାକ ଉଡ଼ାଇ ଥାଆନ୍ତି। ଯାହା ଫଳରେ ସେ ସମାଜରେ ମୁଁହ ଦେଖାଇ ପାରି ନଥାଏ।

ତେବେ ପୁରୁଷ ମାନେ ମଦ ପିଇବାର ପ୍ରାୟ ସମୟରେ ଦେଖିବାକୁ ମିଳିଥାଏ। କିନ୍ତୁ ଯଦି ଜଣେ ନାରୀ ମଦ ପିଇଥାଏ ତାକୁ ସମାଜ ଆଗରେ ଖୁବ୍ ଲଜ୍ଜିତ ହେବାକୁ ପଡ଼ିଥାଏ। ନାରୀ ମାନଙ୍କୁ ମଦ ପିଇବା ଆଦୌ ଶୋଭା ଦେଇ ନଥାଏ। ଲୋକ ମାନେ ଏହି ପ୍ରକାର ନାରୀ ମାନଙ୍କୁ ଖୁବ୍ ନିନ୍ଦା କରିଥାନ୍ତି।ଆଜିର ଏ ସମାଜରେ ନାରୀ ମାନେ ନିଜର ସାମାଜିକତା ହରାଇ ମଦ ପିଇବା ଆରମ୍ଭ କରିଦେଲେଣି।

 ତେବେ ବର୍ତ୍ତମାନ ସମୟରେ କିଛି ଯୁବତୀ ମଦ ପିଉଥିବାର। ଦୃଶ୍ୟ ଭାଇରାଲ ହେବାରେ ଲାଗିଛି। ଏକ ହଷ୍ଟେଲ ମଧ୍ୟରୁ ଏହା ଭିଡିଓଟି ଆସିଥିବାର ଜଣା ପଡ଼ିଛି। କିଛି କଲେଜ ଛାତ୍ରୀ ହଷ୍ଟେଲ ଭିତରେ ଏକାଠି ମଦ୍ୟ ପାନ କରୁଥିବାର ଦୃଶ୍ୟ ଏବେ ସୋସିଆଲ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏଭଳି ଲଜ୍ୟା ଜନକ ପରିସ୍ଥିତିକୁ ସମସ୍ତେ ନିନ୍ଦା କରୁଥିବାର ଦେଖିବାକୁ ମିଳୁଛି।

ହଷ୍ଟେଲ ଭିତରେ ଜଣେ ଯୁବତୀ ତାଙ୍କ ସାଥୀ ପିଲା ମାନଙ୍କ ସହିତ ମିଶି ମଦ ପିଉଛନ୍ତି। ସେପଟେ ଜଣେ ସାଥୀ ପିଲା କହୁଛନ୍ତି ଆରେ ମରିଯିବୁ ଲୋ ଟିକେ ପାଣି ମିଶାଇ ପି। କିନ୍ତୁ ଯୁବତୀ ଜଣକ ବିନା ପାଣିରେ ବୋତଲକୁ ଢ଼କ ଢ଼କ କରି ପିଉ ଛନ୍ତି।

ଯୁବତୀଙ୍କ ସାଥୀ ପିଲା ମାନେ ମଧ୍ୟ ମଦ୍ୟ ପାନ କରୁଛନ୍ତି। ତେବେ ବର୍ତ୍ତମାନ ସମୟରେ ଏହି ଯୁବତୀ ମାନଙ୍କ ମଦ୍ୟ ପାନ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏମିତି ଲଜ୍ୟା ଜନକ ପରିସ୍ଥିତିକୁ ସମସ୍ତେ ନିନ୍ଦା କରିବା ସହ ଯୁବତୀ ମାନଙ୍କୁ ବହୁତ ଗାଳି ଗୁଲଜ କରୁଛନ୍ତି।

ତେବେ ଏହି ଭିଡିଓଟି ଏହି ଯୁବତୀ ମାନଙ୍କ ପରିବାର ଲୋକେ ଦେଖିଲା ପରେ ସେମାନଙ୍କର ଅବସ୍ଥା କିପରି ଥିବ ଅନୁମାନ କରି ହେଉଛି। ସମାଜରେ ମୁଣ୍ଡ ଟେକି ଚାଲିବାକୁ ମଧ୍ୟ କଷ୍ଟ ହୋଇ ପଡ଼ୁଥିବ। ବାପା ମା ମାନେ କେତେ ଭରସାରେ ପିଲା ମାନଙ୍କ ଉଚ୍ଚ ଭବିଷ୍ୟତ ପାଇଁ ପିଲମାନଙ୍କୁ ପାଠ ପଢିବା ପାଇଁ ହଷ୍ଟେଲରେ ଛାଡି ଦେଇ ଯାଇଥାନ୍ତି।

କିନ୍ତୁ ପିଲାମାନେ ଟିକେ ବଡ଼ ହୋଇଗଲା ପରେ ପରିବାରର ମାନ ସମ୍ମାନ ବିଷୟରେ ନଭାବି କୁସଙ୍ଗରେ ପଡ଼ି କିଛି ଏଭଳି ଲଜ୍ୟା ଜନକ କାଣ୍ଡ କରି ବସିଥାନ୍ତି। ଯାହା ଫଳରେ ପରବର୍ତ୍ତୀ ମୁହୂର୍ତ୍ତରେ ସେମାନଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ଲଜ୍ଜିତ ହେବାକୁ ପଡ଼ିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।