viral ଭିଡ଼ିଓ -ହୋଲିରେ ସୋନାଲୀଙ୍କ new twist ସୋନାଲିଙ୍କୁ ଧର୍ମ ସହିବନି, ଆଜି ଭଳିଆ ଦିନରେ ଆମଠୁ ଆମ ସାଙ୍ଗକୁ ଛଡେଇ ନେଇଛି ଏଭଳି ଵାର୍ତାଦେଲା ସାଙ୍ଗ ମାନେ ….ଦେଖନ୍ତୁ ସମ୍ପୂର୍ଣ video!

ଜଣେ ମଡେଲ ତଥା ଯୁବ ବ୍ୟବସାୟୀ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁ ମାମଲା ସାରା ଓଡ଼ିଶାରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟି ଯାଇଥିଲା। ପ୍ରେମରେ ଧୋକ୍କା ଖାଇ ରାଜଧାନୀ ଭୁବନେଶ୍ୱରର ମଡେଲର୍ ତଥା ଯୁବ ବ୍ୟବସାୟୀ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ଶେଷରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ।ସୌମ୍ୟ ଆତ୍ମହତ୍ୟା କରିବା ପୂର୍ବରୁ ସୁଇସାଇଡ୍ ନୋଟ୍ ଛାଡ଼ି ଯାଇଥିଲେ। ଯେଉଁଥିରେ ତାଙ୍କ ମୃତ୍ୟୁ ପାଇଁ ସେ ପ୍ରେମିକା ସୋନାଲି ନନ୍ଦଙ୍କୁ ଦାୟୀ କରିଥିଲେ।

ତେବେ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଘଟଣାକୁ ଦୁଇ ମାସରୁ ଅଧିକ ଦିନ ବିତିଗଲାଣି। କିନ୍ତୁ ସୌମ୍ୟ ରଞ୍ଜନଙ୍କୁ ଝୁରି ହେଉଛନ୍ତି ତାଙ୍କ ପରିବାର ଲୋକେ ସାଙ୍ଗସାଥୀ ଆତ୍ମୀୟସଜନ। ତାଙ୍କର ଅକାଳ ମୃତ୍ୟୁକୁ ଭୁଲି ପାରୁନାହାନ୍ତି କେହି। ସେମାନେ ବିଶ୍ଵାସ କରି ପାରୁନାହାନ୍ତି ଯେ ସୌମ୍ୟ ରଞ୍ଜନ ଆଉ ଏ ଦୁନିଆରେ ନାହାନ୍ତି।

 ଆଜି ହେଉଛି ପବିତ୍ର ହୋଲି ପର୍ବ। ସମସ୍ତେ ମଜା ମସ୍ତିରେ ହୋଲି ଖେଳର ମଜା ଉଠାଉଛନ୍ତି। ଏତିକି ବେଳେ ମୃତ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କୁ ମନେ ପକାଇଛନ୍ତି ତାଙ୍କର ଜଣେ ବନ୍ଧୁ ଶୁଭଚିନ୍ତକ।

ତେବେ ସୌମ୍ୟ ରଞ୍ଜନଙ୍କ ସାଙ୍ଗ କ୍ୟାମେରା ସାମ୍ନାରେ ତାଙ୍କ ମନର କଥା କିଛି ସେୟାର କରିଥିଲେ। ଚଳିତ ହୋଲିରେ ସୌମ୍ୟଙ୍କୁ ମନେ ପକାଇଛନ୍ତି ସମସ୍ତେ। ପୂର୍ବ ଥର ସୌମ୍ୟ ରଞ୍ଜନ ତାଙ୍କ ଫ୍ରେଣ୍ଡମାନଙ୍କ ସହିତ ହୋଲି ପର୍ବ ପାଳନ କରିଥିଲେ ସୌମ୍ୟଙ୍କ ସହିତ ତାଙ୍କ ପ୍ରେମିକା ସୋନାଲି ନନ୍ଦ ମଧ୍ୟ ହୋଲିଖେଳରେ ସାମିଲ ହୋଇ ଥିଲେ।


ସୌମ୍ୟ ରଞ୍ଜନଙ୍କ ବନ୍ଧୁଙ୍କ କହିବା ଅନୁଯାୟୀ ପୂର୍ବ ଥର ସୌମ୍ୟ ରଞ୍ଜନ ଓ ସୋନାଲି ନନ୍ଦ ଏକାଠି ମିଶି ହୋଲି ଖେଳର ମଜା ଉଠାଇଥିଲେ।ସେ ସମୟରେ ସେମାନେ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟ ମଧ୍ୟ ଉଠାଇ ଥିଲେ। ଯାହା ଆଜି ମଧ୍ୟ ସୌମ୍ୟ ରଞ୍ଜନଙ୍କ ଫ୍ରେଣ୍ଡ ସାଇତି ରଖିଛନ୍ତି।

ସୌମ୍ୟଙ୍କ ଫ୍ରେଣ୍ଡ ଏକଥା ମଧ୍ୟ କହିଛନ୍ତି ସେମାନେ ପରସ୍ପର ସହିତ ବହୁତ ସମୟ ବିତାଇଛନ୍ତି। ଏମିତିକି କଥା ବିବାହ ପର୍ଯ୍ୟନ୍ତ ଯାଇଥିଲା। ସୌମ୍ୟ ସୋନାଲିଙ୍କ ବହୁତ ଯତ୍ନ ନେଉଥିଲେ।

ତାଙ୍କର ରହିବାଖାଇବା ସବୁକଥା ବୁଝୁଥିଲେ ସୌମ୍ୟ।କିନ୍ତୁ ସୌମ୍ୟଙ୍କ ଆତ୍ମହତ୍ୟା ପରେ ଜଣା ପଡିଥିଲା ତାଙ୍କ ପ୍ରେମିକା ସୋନାଲି ନନ୍ଦଙ୍କ ଅସଲ ଚେହେରା।ସେ ଏକଥା ମଧ୍ୟ କହିଛନ୍ତି ଯଦି ପ୍ରକୃତରେ ସୋନାଲି ନନ୍ଦ ସୌମ୍ୟ ରଞ୍ଜନଙ୍କ ସହିତ ପ୍ରତାରଣା କରିଛନ୍ତି ତେବେ ତାଙ୍କୁ କେବେବି ଧର୍ମ ସହିବ ନାହିଁ। ଭଗବାନ ତାଙ୍କୁ କେବେବି କ୍ଷମା କରିବେ ନାହିଁ।

କୁହାଯାଏ ପ୍ରେମ ଅମର, ଭଲପାଇବାର ତୁଳନା ନଥାଏ । ନଥାଏ କୌଣସି ସର୍ତ ନଥାଏ । ପ୍ରେମ ପକ୍ଷୀ ହୋଇ ଉଡ଼ିବୁଲନ୍ତି ଦୁହେଁ । କିନ୍ତୁ ଏଠାରେ ପ୍ରେମିକା ପାଇଁ ଜୀବନ ହାରିଛି ପ୍ରେମିକ। ଯେମିତି ପ୍ରେମିକା ସୋନାଲିଙ୍କ ପାଇଁ ସୌମ୍ୟ ଆତ୍ମହତ୍ୟା ପରି ରାସ୍ତାକୁ ବାଛି ନେଇଥିଲେ।ଯାହାକୁ ଏବେ ମଧ୍ୟ ଭୁଲି ପାରି ନାହାଁନ୍ତି ସୌମ୍ୟଙ୍କ ପରିବାରର ଆତ୍ମୀୟସଜ୍ଜନ ସାଙ୍ଗସାଥୀମାନେ। ତେବେ ହୋଲି ପରି ଦିନରେ ସୌମ୍ୟଙ୍କୁ ମନେ ପକାଇଛନ୍ତି ତାଙ୍କର ଜଣେ ପ୍ରିୟ ବନ୍ଧୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।