viral ଭିଡ଼ିଓ – ହଠାତ ରୁପାଙ୍କ ଘରକୁ ଆସିଲେ ସିନା ଆଉ ତା ପରେ ଯାହାସବୁ ହେଲା,ଭିଡ଼ିଓ ଦେଖିଲେ ହସି ହସି ଗଡ଼ିବେ ,ଯାହାକୁ 3 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ସମ୍ପୂର୍ଣ video!

ଆଜିରଦିନରେ ପରିଚୟ ତିଆରି କରିବା ପାଇଁ ସାମାଜିକ ଗଣ ମାଧ୍ୟମ ଏକ ମୁଖ୍ୟ ପ୍ରସଙ୍ଗ ପାଲଟି ଯାଇଛି। ଏଠି ସୋସିଆଲ ମିଡିଆରେ ରାତାରାତି ଷ୍ଟାର ପାଲଟି ଯାଇଥିବା ଉଦାହରଣ ବହୁତ ଦେଖିବାକୁ ମିଳୁଛି। ପ୍ରତିଦିନ ନୂଆ ନୂଆ ପ୍ରତିଭା ସହିତ ନୂଆ ନୂଆଭିଡିଓ ସାମ୍ନାକୁ ଆସିବାରେ ଲାଗିଛି।ଆଜିକାଲିର ଡିଜିଟାଲ ଦୁନିଆରେ ପ୍ରାୟତଃ ସବୁ ଲୋକ ସୋସିଆଲ ମିଡିଆ ସହ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ରହିଛନ୍ତି।

ତେବେ ଏହି ସୋସିଆଲ ମିଡ଼ିଆରେ ପ୍ରତିଦିନ ଅନେକ ବ୍ୟକ୍ତି କିଛି ନା କିଛି ଭିଡିଓ ସେୟାର କରିଥାନ୍ତି। ଆଉ ତା ଭିତରୁ କିଛି ଭିଡିଓ ଲୋକ ମାନଙ୍କୁ ଖୁବ୍ ପସନ୍ଦ ଆସେ ଆଉ ତାହା ରାତାରାତି ଭାଇରାଲ ହୋଇଯାଏ। ଏହି ଭାଇରାଲ ଭିଡିଓ ଗୁଡିକ ରାତାରାତି ଲୋକ ମାନଙ୍କୁ ଲୋକପ୍ରିୟ କରାଇବା ସହିତ ଲୋକ ମାନଙ୍କ ଭାଗ୍ୟ ବଦଳାଇ ଦିଏ। ଆଜିର ଯୁବ ପିଢ଼ି ମାନେ ସାମାଜିକ ଗଣ ମାଧ୍ୟମକୁ ନିଜର ରୋଜଗାରର ପନ୍ଥା ଭାବରେ ଚୟନ କରୁଛନ୍ତି।

 ଆପଣମାନେ ତ ପ୍ରସିଦ୍ଧ ୟୁଟ୍ୟୁବର ରୁପା ପିଣ୍ଟୁଙ୍କୁ ନିହାତି ଭାବେ ଜାଣିଥିବେ। ଏହି ଦୁଇ ଯୋଡ଼ି ଏବେ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ତେବେ ଏମାନଙ୍କର ଗୋଟେ ୟୁଟ୍ୟୁବ୍ ଚ୍ୟାନେଲ ରହିଛି ଯାହାର ନାଁ ରହିଛି ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ।ତେବେ ବର୍ତ୍ତମାନ ସମୟରେ ଏହି ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ୟୁଟ୍ୟୁବ ଚ୍ୟାନେଲ ସାରା ଓଡ଼ିଶାରେ ଅନେକ ପ୍ରସିଦ୍ଧ ହୋଇପାରିଛି ଏବଂ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଛନ୍ତି।

ପ୍ରଥମେ ରୂପା ଓ ପିଣ୍ଟୁ ଟିକଟକରେ ଭିଡିଓ ଅପଲୋଡ଼ କରୁଥିଲେ ଯାହା ଦର୍ଶକ ମାନଙ୍କ ମନକୁ ଖୁବ୍ ଛୁଇଁ ପାରିଥିଲା। ଏହାପରେ ସେ ନିଜର ୟୁଟ୍ୟୁବ ଚ୍ୟାନେଲ ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ ନାମରେ ଆରମ୍ଭ କରିଥିଲେ।

 ଏହି ୟୁଟ୍ୟୁବ ଚ୍ୟାନେଲରେ ଏମାନେ ନିଜର ପ୍ରତି ଦିନର ଜୀବନଶୈଳୀ ବିଷୟରେ ପୋଷ୍ଟ କରିଥାନ୍ତି ଯାହାକି ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସିଥାଏ। ଏମାନଙ୍କ ପ୍ରତ୍ୟେକ ଭିଡିଓକୁ ମିଲିୟନ ମିଲିୟନ ଦର୍ଶକ ଦେଖିଥାନ୍ତି ଲାଇକ ମଧ୍ୟ କରିଥାନ୍ତି।

ତେବେ ନିକଟରେ ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବା ପାଇଁ ମିଳୁଛି ରୂପା ଓ ପିଣ୍ଟୁଙ୍କ ଘରକୁ ତାଙ୍କର ସମ୍ପର୍କୀୟ ସିନା ଏବଂ ଅନିଲ ଆସିଛନ୍ତି। ଏହା ପରେ ସେଠାରେ ଏକ ଖୁସିର ମାହୋଲ ସୃଷ୍ଟି ହୋଇଛି। ରୂପା ବସି ରୋଷେଇ କରୁ ଥିବାର ଦେଖିବାକୁ ମିଳୁଛି। ତେବେ ସିନା ଆସିବାର କାରଣ ରହିଛି ଶାଢ଼ୀ। ସିନା ପିଣ୍ଟୁଙ୍କ ଘରକୁ ଶାଢ଼ୀ ନେବା ପାଇଁ ଆସିଛନ୍ତି।

ଭିଡିଓରେ ଖୁବ୍ ମଜାମସ୍ତି ଦେଖିବାକୁ ମିଳୁଛି। ଭିଡିଓଟି ସମ୍ପୁର୍ଣ୍ଣ ମନୋରଂଜନ ଭିତ୍ତିକ। ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨ ମିଲିୟନରୁ ଉର୍ଦ୍ଧ୍ବ ଦର୍ଶକ ଦେଖି ସାରିଲେଣି। ଏଥି ସହିତ ୪୫ ହଜାରରୁ ଉର୍ଦ୍ଧ୍ବ ଲାଇକ ମିଳିସାରିଛି। ତେବେ ଯଦି ଆପଣ ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ଦେଖି ନାହାନ୍ତି ତେବେ ଜଲଦି ଦେଖି ନିଅନ୍ତୁ ଆଶା କରୁଛୁ ଆପଣଙ୍କୁ ଏହି ଭିଡିଓଏ ବହୁତ ପସନ୍ଦ ଆସିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।