viral ଭିଡ଼ିଓ-ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ ଆଜି ବିବାହ ବନ୍ଧନ ରେ ବାନ୍ଧି ହୋଇ ଗଲେ।ଜାଣନ୍ତୁ ପୁରା ଘଟଣା ଆଉ ଦେଖନ୍ତୁ full ଭିଡ଼ିଓ ।
ଓଡିଶା ର ଶ୍ରେଷ୍ଠ ହାସ୍ୟ ଅଭି ନେତା ପ୍ରଜ୍ଞା ଖଟୁଆ ଆଜି ବିବାହ ବନ୍ଧନ ରେ ବାନ୍ଧି ହୋଇ ଗଲେ । ସେ ଆଜି ହାତକୁ ଦୁଇ ହାତ ହୋଇ ଗଲେ । କେନ୍ଦ୍ରାପଡା ଜିଲ୍ଲା ର ରାଜ କନ୍ୟା ରେ ବିବାହ ସମ୍ପର୍ଣ୍ଣ ହୋଇଛି । ପ୍ରଜ୍ଞା ଖଟୁଆ ଭଦ୍ରକ ଜିଲ୍ଲାର ବଳରାମ ପରିଡାଙ୍କ ଏକ ମାତ୍ର ଝିଅ ସୁନନ୍ଦା ପରିଡାଙ୍କୁ ବିବାହ କରି ଥିଲେ । ତେବେ ପ୍ରଜ୍ଞା କହି ଛନ୍ତି ତାଙ୍କର ବିବାହ କୋଭିଡ ର ନିୟମ ମାନି ନିୟୋଜିତ ହୋଇଛି । 100 ଜଣକୁ ନେଇ ସେ ଏହି ବିବାହ କରୁ ଛନ୍ତି ।
ସେ କୋଭିଡ ପାଉଁ ବହୁତ ଲୋକଙ୍କୁ ଡାକି ପାରିଲେ ନାହିଁ ବୋଲି ମଧ୍ୟ କହି ଛନ୍ତି । ତେବେ ସେ ଏହି ବିବାହ କୁ ଅତି ଧୁମ ଧାମ ରେ ପାଳନ କରୁ ଛନ୍ତି । ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଏହି ବିବାହ କୁ ଆସି ଛନ୍ତି । ତେବେ ସେ ଏହି ବିବାହ ରେ ଡିଜେ କରି ଥିଲେ ଯାହା ଫୋଳରେ ବହୁତ ଲୋକ ଏହି ଡିଜେ ରେ ଖୁସି ହୋଇ ଯାଇ ଥିଲେ ।
ମୁଖ୍ୟ କଥା ହେଉଛି ଏହି ବିବାହ ଟି ବହୁତ ଶୃଙ୍ଖଳା ର ସହିତ ହୋଇଛି । ତେବେ ତାଙ୍କର ଦିନରେ ପ୍ରୋସେସନ ହୋଇ ଥିଲା । ଅର୍ଥାତ ତାଙ୍କର ଦିନରେ ବିବାହ ହୋଇ ଥିଲା । ତେବେ ରିସେପସନ ପାର୍ଟି ରେ ସେ କହି ଛନ୍ତି ସବୁ କଳାକାର ମାନକୁ ଡାକି ଛନ୍ତି ବୋଲି କହି ଛନ୍ତି । ତେବେ ସେହି ପାର୍ଟି ରେ ଆପଣ ମାନେ ସମସ୍ତ କଳାକାର ଙ୍କୁ ଦେଖିବା
ପାଇଁ ପାଇବେ । ସେ ଯାହା ହେଉ ମଧ୍ୟ ଏହି ବିବାହ ଟି ଭଲ ରେ ସମ୍ପୂର୍ଣ ହୋଇ ସାରିଛି । ତେବେ ଏବେ ସେମାନେ ଦୁଇ ଜଣ ଭଲ ସ୍ୱାମୀ ସ୍ତ୍ରୀ ହୋଇ ସାରି ଲେଣି । ତାଙ୍କ ଦୁଇ ଜଣ ଙ୍କର ଲଭ ରୁ ଆରେଞ୍ଜ ମ୍ୟାରେଜ ହୋଇଛି ବୋଲି ସେ କହୁ ଛନ୍ତି । ବହୁତ ଦିନରୁ ସେମାନେ ଦୁହେଁ ଦୁହିଁ କୁ ଭଲ ପାଉ ଥିଲେ । କନ୍ତୁ ଆଜି ତାହା ସଫଳ ହୋଇ ଯାଇଛି ।
ବହୁତ କମ ଦେଖିବା ପାଇଁ ମିଳି ଥାଏ , ଲଭ ରୁ ଆରେଞ୍ଜ ମ୍ୟାରେଜ ହେବା । ଭଗବାନ ଙ୍କର ପ୍ରଚୁର ଆଶୀର୍ବାଦ ଥିଲେ ଏମିତି ହୋଇ ଥାଏ । ତେବେ ସେ ଭଦ୍ରକ ଜିଲ୍ଲା ରେ ବିବାହ କରି ଛନ୍ତି । ଅର୍ଥତ ତାଙ୍କର ଶଶୁର ଘର ଭଦ୍ରକ ଜିଲ୍ଲା ରେ ଅବସ୍ତିତ ।
ସେ ଅନେକ ଦିନରୁ ଟିଭି ପରଦା ରେ ଅନେକ ଦର୍ଶକ କୁ ହଂସାଉ ଥିଲେ କିନ୍ତୁ ଆଜି ସେ ହଂସୁ ଛନ୍ତି । MR ନନସେନ୍ସ ରେ ସେ ମୁଖ୍ୟ ଅଭିନେତା ଥିଲେ । ତେଣୁ ଲୋକେ ତାଙ୍କୁ ନନସେନ୍ସ ମଧ୍ୟ ଅତି ଶ୍ରଦ୍ଧା ରେ ଡାକୁ ଥିଲେ । କିନ୍ତୁ ସେହି ନନସେନ୍ସ ଆଜି ସଂସାର କରିବା ପାଇଁ ଯାଉ ଛନ୍ତି । ସମସ୍ତେ ଦିନେ ଏ ସଂସାର ରେ ସଂସାର କରି ରହିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।