viral ଭିଡ଼ିଓ – ଗୁରୁ ଦିବସରେ ଛାତ୍ରଙ୍କୁ ମାଡ ମାରିଲେ ପ୍ରଧାନ ଶିକ୍ଷକ,ଭିଡ଼ିଓ ଦେଖିଲେହସି ହସି ଗଡିବେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଅଜ୍ଞାନ ରୂପି ଅନ୍ଧକାର କୁ ଆଲୋକିତ କରିବା ସହ ପ୍ରତ୍ୟେକ ମଣିଷର ପଥ ପ୍ରଦର୍ଶନ ଯିଏ କରିଥାନ୍ତି ସେ ହେଉଛନ୍ତି ଗୁରୁ । ତେବେ ସାରା ଦେଶ ଆଜି ଗୁରୁ ଦିବସ ପାଳନ କରୁଛି । ଗୁରୁ ଦିବସ ବା ଶିକ୍ଷକ ଦିବସ ଶିକ୍ଷକ ମାନ ଙ୍କୁ ସମ୍ମାନ ଦେବା ପାଇଁ ଏକ ବିଶେଷ ଦିବସ । ଏକ ନିର୍ଦ୍ଦିଷ୍ଟ କ୍ଷେତ୍ର ରେ ବା ସମ୍ପ୍ରଦାୟ ରେ ସେମାନ ଙ୍କ ର ବିଶେଷ ଅବଦାନ ନିମନ୍ତେ ସମ୍ମାନ ଦେବା ପାଇଁ ଏହି ଉତ୍ସବ ଆୟୋଜନ କରା ଯାଇଥାଏ ।

ଉନବିଂଶ ଶତାବ୍ଦୀ ରେ ଅନେକ ଦେଶ ରେ ଶିକ୍ଷକ ଦିବସ ପାଳନ କରିବା ର ଧାରଣା ଆରମ୍ଭ ହୋଇଥିଲା । ଅଧିକାଂଶ କ୍ଷେତ୍ର ରେ ଜଣେ ସ୍ଥାନୀୟ ଶିକ୍ଷାବିତ୍ କିମ୍ବା ଶିକ୍ଷା ରେ ଏକ ଗୁରୁତ୍ୱ ପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଥିବା ବ୍ୟକ୍ତି ଙ୍କ ଅବଦାନ କୁ ପାଳନ କରା ଯାଇଥାଏ ।

ଏହି ପ୍ରାଥମିକ କାରଣ ରୁ ବିଭିନ୍ନ ଦେଶ ଏହି ଦିନ କୁ ବିଭିନ୍ନ ତାରିଖ ରେ ପାଳନ କରିଥାନ୍ତି । ଉଦାହରଣ ସ୍ୱରୂପ, ଭାରତ ରେ ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଙ୍କ (ସେପ୍ଟେମ୍ବର ୫) ଜନ୍ମଦିନ ୧୯୬୨ ପର ଠାରୁ ଗୁରୁ ଦିବସ ଭାବେ ପାଳନ କରାଯାଏ ।

ପାରମ୍ପାରିକ ଭାବରେ ହିନ୍ଦୁ ମାନ ଙ୍କ ଦ୍ୱାରା ଶିକ୍ଷକ ମାନ ଙ୍କୁ ସମ୍ମାନ ଦେବା ପାଇଁ ଗୁରୁ ପୂର୍ଣ୍ଣିମା ମଧ୍ୟ ପାଳନ କରାଯାଏ । ଆର୍ଜେଣ୍ଟିନା ୧୯୧୫ ମସିହା ରୁ ସେପ୍ଟେମ୍ବର ୧୧ ରେ ଡୋମିଙ୍ଗୋ ଫାଉଷ୍ଟିନୋ ସାର୍ମିଏଣ୍ଟୋ ଙ୍କ ମୃତ୍ୟୁ ଦିବସ କୁ ଶିକ୍ଷକ ଦିବସ ଭାବରେ ପାଳନ କରି ଆସୁଛି ।


୧୯୯୪ ରେ ୟୁନେସ୍କୋ ଦ୍ୱାରା ସ୍ଥାପିତ ବିଶ୍ୱ ଶିକ୍ଷକ ଦିବସ ସହିତ ମିଳିତ ଭାବରେ ଅନେକ ଦେଶ ଅକ୍ଟୋବର ୫ ତାରିଖ ରେ ସେମାନ ଙ୍କ ର ଶିକ୍ଷକ ଦିବସ ପାଳନ କରନ୍ତି ।ଉତ୍ସବ ରେ ସ୍କୁଲ ର ପ୍ରଧାନ ଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନେ ଭାରତ ର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଫୋଟୋ ଚିତ୍ର ରେ ମାଲ୍ୟାର୍ପଣ କରି ଧୂପ ଦୀପ ପ୍ରଜ୍ବଳନ କରିଥିଲେ । ତେବେ ବାପା ମାଆ ଙ୍କ ପରେ ଗୁରୁ ଙ୍କ ଭୂମିକା ରହିଥାଏ ।

ବିଦ୍ୟାଳୟ ରୁ ଅବସର ଗ୍ରହଣ କରିଥିବା ୧୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସମ୍ବର୍ଦ୍ଧନା ପାଇଁ ନିମନ୍ତ୍ରଣ କରା ଯାଇ ଥିବା ବେଳେ, ଉପସ୍ଥିତ ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରାଯିବା ସହ ସମ୍ବର୍ଦ୍ଧିତ କରା ଯାଇଥିଲା ।

ତେବେ ସମ୍ବର୍ଦ୍ଧିତ ଶିକ୍ଷକ ଶିକ୍ଷୟିତ୍ରୀ ମାନ ଙ୍କ ଭବିଷ୍ୟତ ଉଜ୍ଜଳ ମୟ ଓ ଆନନ୍ଦ ମୟ ହେଉ ବୋଲି କାମନା କରିଛନ୍ତି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ । ଓ ପିଲା ମାନେ ସମ୍ବର୍ଦ୍ଧିତ କରିଲେ ଓ ସେଇ ସମୟର ଜଣେ ଶିକ୍ଷକ ଛାତ୍ର କୁ ଏମିତି ନିସ୍ତୁକ ମାଡ଼ ଦେଲେ ଗୁରୁ ଦିବସ ରେ ଗୁରୁ ଆଶ୍ରୀବାଦ ଦେଇଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ