viral ଭିଡ଼ିଓ- ଗୁଆ ଘିଅ ଗୀତରେ ଓଡ଼ିଆ ଝିଅର ଭାଇରାଲ ଡ୍ୟାନ୍ସ। ଯାହା ଆପଣ ଦେଖିଲେ ନିଜକୁ ସମ୍ଭାଳି ପାରିବେ ନାହିଁ । ଏବେ ସୋସିଆଲ ମିଡ଼ିଆ ଏହି ଭିଡ଼ିଓ ନିଆଁ ଭଳି ଭାଇରଲ ହେଉଛି,ଦେଖନ୍ତୁ ସମ୍ପୂର୍ଣ video!
ଆଜି ଆମେ ଆପଣଂକୁ ଏମିତି ଗୋଟେ ଝିଅ ବିଷୟ ରେ କହିବା ପାଇଁ ଯାଉଛୁ ଯାହା ଆପଣ ତାଙ୍କୁ ବହୁତ ଥର ଅଭିନୟ କରୁ ଥିବା ର ଦେଖି ଥିବେ । ତେବେ ଆପଣ ମାନେ ରୋଜାଲିନ ପ୍ରିୟଦର୍ଶନୀ କୁ ଆପଣ ମାନେ ପ୍ରାୟ ଜାଣି ଥିବେ । ତେବେ ସେ ଦେଖିବା ପାଇଁ ଗୋଟିଏ ଚାଉଳ ରେ ଗଢ଼ା କହିଲେ ଭୁଲ ହେବ ନାହିଁ । ତାଙ୍କ ଆଖି ଦୁଇଟି ଏତେ ସୁନ୍ଦର ଯେ ଆପଣ ମାନେ ଥରେ ଦେଖିଲେ ଆଖି ଫେରେଇ ଆଣି ପାରିବେ ନାହିଁ ।
ଏହା ଥିଲା ତାଙ୍କର ସୁନ୍ଦରତା ଏବେ ଜାଣିବା ତାଙ୍କ ର କଳା ବିଷୟ ରେ । ପିଲାଟି ଦିନ ରୁ ତାଙ୍କର କଳା ପ୍ରତି କମ ଜୋରି ରହିଛି ବୋଲି କହିଲେ ଚଳେ। ଅର୍ଥାତ ସେ କଳାକାର ମାନକୁ ସେ ବହୁତ ଭଲ ପାଇ ଥାନ୍ତି । ଆଉ ଯିଏ ଯେମିତି ଅଭିନୟ କରେ ସେ ସେମିତିକା ଅଭିନୟ କରିବା ପାଇଁ ଚେଷ୍ଟା କରି ଥାନ୍ତି । କେବଳ ସେତିକି ନୁହେଁ ଟିଭି ପରଦା ରେ ନାଚ ଦେଖି ସେମିତିକା ନାଚିବା ପାଇଁ ମଧ୍ୟ ଚେଷ୍ଟା କରନ୍ତି ।
ଆଉ ସେ ଛୋଟ ଛୋଟ ରିଲସ କରି ମଧ୍ୟ ଇନ୍ସଟା ଓ ଫେସବୁକ ରେ ମଧ୍ୟ ପୋଷ୍ଟ କରି ଥାନ୍ତି । ତାଙ୍କର କଷ୍ଟ ର ଫୋଳ ଆଜି ତାଙ୍କୁ ଜଣେ ଷ୍ଟାର ବନେଇ ଦେଇଛି । ତାଙ୍କର ଆକ୍ଟିଂଗ କୁ ଆଜି ସମସ୍ତେ ବହୁତ ପସନ୍ଦ କରୁ ଛନ୍ତି । ଏବେ ସେ ଇନ୍ସଟା ଓ ଫେସବୁକ ରେ ଭିଡିଓ ଛାଡୁ ଛନ୍ତି । ତାଙ୍କର ଫ୍ରେଣ୍ଡ ମଧ୍ୟ ବହୁତ ହେଲେଣି । ଗୋଟେ ଗୋଟେ ଭିଡିଓ ରେ , ତାଙ୍କ ଭିଡିଓ କୁ ଲକ୍ଷ ଲକ୍ଷ ଲୋକ ଦେଖୁ ଛନ୍ତି , ଆଉ ଲାଇକ ମଧ୍ୟ କରୁ ଛନ୍ତି ।
ପିଲାଟି ଦିନରୁ ତାଙ୍କର ବହୁତ ଆଶା ଥିଲା । ତାଙ୍କୁ ଓଡ଼ିଆ ଫିଲ୍ମ ଜଗତ ରେ କାମ କରିବା ପାଇଁ ମିଳୁ । କିନ୍ତୁ ବହୁତ ଚେଷ୍ଟା ପରେ ମଧ୍ୟ ତାଙ୍କୁ କାମ କରିବା ପାଇଁ ମିଳି ନ ଥାଏ । ପୁଣି ସେ ଭାବିଲେ କି ଛୋଟ ଛୋଟ ରିଲସ କରି ଯଦି ସୋସିଆଲ ମିଡ଼ିଆ ରେ ଛଡା ଯାଏ । ତାହାଲେ କଣ ହେବ ?
ତେଣୁ ସେ ଛୋଟ ଛୋଟ ରିଲସ କରି ସୋସିଆଲ ମିଡ଼ିଆ ରେ ଛାଡି ଥିଲେ । ଦେଖନ୍ତୁ ଆଜି ତାଙ୍କୁ କିଏ ନ ଚିଂହେ । ଆଜି ଓଡ଼ିଶା ର ପ୍ରାୟ ଲୋକ ତାଙ୍କୁ ଜାଣନ୍ତି । ତେବେ ଆଜି ଗୋଟେ ଗୀତ ତାଙ୍କର ବହୁତ ଭାଇରାଲ ହୋଇଛି ।
ଗୀତ ଟି ହେଉଛି “ସ୍ୱାମୀ ତୁ ମୋ ସ୍ୱାମୀ , ମଜୁନୁ ସ୍ୱାମୀ ପାଗଳ ସ୍ୱାମୀ ” ଏହି ସ୍ୱାମୀ ଓଡ଼ିଆ ଭର୍ସନ ଗୀତରେ ନାଚି ସେ ଆଜି ଓଡିଶା ରେ ବେସ ନାମ କମାଇ ଛନ୍ତି । ତେଣୁ ଆପଣ ମାନେ ଯେଉଁ କାମ କରୁ ଛନ୍ତି । ତାକୁ ମନ ଦେଇ କରନ୍ତୁ । ସଫଳ ର ମିଠା ଖାଇବା ପର୍ଯ୍ୟନ୍ତ ଚେଷ୍ଟା କରନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।