viral ଭିଡ଼ିଓ- ଗୁଆ ଘିଅ ଗୀତ ରୁ ସୃଷ୍ଟି ହେଲା ଗୁଆ ଘିଅ ର ନୂଆ କମେଡି ଭିଡିଓ । ଦେଖିଲେ ହସି ରହି ପାରିବେନି,ଏବେ ସୋସିଆଲ ମେଡିଆରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ଆଜି କାଲି ର ସମାଜ ରେ ବଂଚିବା ପାଇଁ ହେଲେ , ସବୁ ସମୟ ରେ କିଛି ନୂଆ କରିବା ପାଇଁ ପଡିବ । କାରଣ ଲୋକେ ସବୁ ସମୟ ରେ ନୂଆ ଜିନିଷ କୁ ହିଁ ପସନ୍ଦ କରି ଥାନ୍ତି । ଯେମିତି ଆମେ ଆପଣଂକୁ ସମ୍ପର୍କ ବିଷୟରେ କହିବା ପାଇଁ ଯାଉଛୁ । ଯେତେ ବେଳେ ଜଣେ ମଣିଷ ଗୋଟେ ନୂଆ ସମ୍ପର୍କ ସହିତ ଜଡିତ ହୋଇ ଥାଏ ସେହି ସମୟ ସେ ପୁରୁଣା ସମ୍ପର୍କ କୁ ସବୁ କିଛି ଭୁଲି ଯାଇ ଥାଏ ।

ଠିକ ସେହି ପରି ଲୋକେ ସବୁ ଚଳଚିତ୍ର ବା ଫିଲ୍ମ କୁ ନୂଆ ଦେଖିବା ପାଇଁ ପସନ୍ଦ କରି ଥାନ୍ତି । ଯେମିତି ଆଜି ଗୁଆ ଘିଅ ଭିଡ଼ିଅ ବହୁତ ଭାଇରାଲ ହେବାରେ ଲାଗିଛି । କାରଣ ଏହି ଭିଡିଓ ଟି କିଛି ନୂଆ ଜିନିଷ କୁ ଦେଖାଉଛି । ଆଜି ଆମେ ସେହି ଗୁଆ ଘିଅ ବିଷୟ ରେ କହିବା ପାଇଁ ଯାଉଛୁ । ଯାହାକୁ ଲୋକେ ଦେଖି ବହୁତ ପସନ୍ଦ କରୁ ଛନ୍ତି ଆଉ ସବୁ ସ୍ଥାନ ରେ ଏବେ କେବଳ ଗୁଆ ଘିଅ ଗୀତ ବାଜୁଛି । ତେବେ ଆସନ୍ତୁ ସେହି ଭିଡିଓ ବିଷୟରେ ଜାଣିବା ।

କିଛି ଦିନ ପୂର୍ବ ରୁ ବାହାରି ଥିଲା ଗୁଆ ଘିଅ , ଯାହା ସୋସିଆଲ ମିଡ଼ିଆ ରେ ବହୁତ ଭାଇରାଲ ହୋଇ ଥିଲା । ଲୋକେ ମାନେ ଏହି ଗୀତ ଟିକୁ ବହୁତ ପସନ୍ଦ କରୁ ଥିଲେ , ସେଥି ପାଇଁ ଏହି ପଂଚାୟତ ଇଲେକ୍ସନ ରେ କେବଳ ଗୁଆ ଘିଅ ଗୀତ କୁ ନେଇ ତିଆରି ହୋଇଛି ।

ଠିକ ସେହି ପରି ଗୁଆ ଘିଅ ଗୀତ କୁ ନେଇ ଗୋଟେ ଭିଡିଓ ମଧ୍ୟ ତିଆରି ହୋଇଛି । ଯାହା ଏବେ ସୋସିଆଲ ମିଡିଆରେ ଏବେ ବେସ ଚର୍ଚା ରେ ଏହି ଭିଡିଓ । ତେବେ ଏହା ଗୋଟିଏ ପୁରୁଣା ଫିଲ୍ମ , ଯାହା ତାକୁ କିଛି ମଜାଳିଆ ଭୋଏସ ଦେଇ , ଭିଡିଓ ଟିକୁ ତିଆରି କରା ଯାଇଛି । ତେଣୁ ଲୋକ ମାନକୁ ଏହା ବହୁତ ପସନ୍ଦ ଆସୁଛି ।

ଏହି ଭିଡିଓ ର ଫିଲ୍ମ ଟି ହେଉଛି ନାରୀ ନୁହେଁ ତୁ ନାରାୟଣୀ । ଏହି ଫିଲ୍ମ କୁ ଗୁଆ ଘିଅ ରୂପରେ ନାମିତ କରା ଯାଇଛି । ତେବେ ଏହା ଏତେ କମେଡି ଭିଡିଓ ଯେ ଆପଣ ହସି ରହି ପାରିବେ ନାହିଁ । ଆଜି କାଲି ର ଲୋକ ମାନେ ଭାଇରାଲ ହେବା ପାଇଁ ସବୁ କିଛି କରି ପାରନ୍ତି । ତେବେ ଆପଣ ମାନେ ଏହି ଭିଡିଓ ଟିକୁ ଦେଖନ୍ତୁ ଆଉ ତାର ମଜା ନିଅନ୍ତୁ

। କେବଳ ଯେ ଏହି ଭିଡିଓ ରେ ମଜା ସୀନ ଅଛି ତାହା ନୁହେଁ । ଖାଣ୍ଟି ଜଳେଶ୍ୱରୀୟା ରେ ଯେତେ ଗୁଡିକ ଡଭିଙ୍ଗ କମେଡି ଅଛି , ତାହା ଆପଣ ଦେଖିଲେ ହଂସୀ ରହି ପାରିବେ ନାହିଁ । ତେବେ ଆପଣ ମାନେ ଏହି ଭିଡିଓ ଟିର ମଜା ଉଠାନ୍ତୁ । ଏବଂ ଏହି ଭିଡିଓ କୁ ଲାଇକ ଏବଂ ସେଆର କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।