viral ଭିଡ଼ିଓ-ଫିଲ୍ମ ଷ୍ଟାଇଲରେ ଶିଶୁ କୁ ଉଠି କଚାଡ଼ି ଦେଲା ବଳଦ,ଆଉ ତା ପରେ ଯାହା ହେଲା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଏବେ ସୋସିଆଲ ମିଡ଼ିଆ ଏହି ଭିଡ଼ିଓ ନିଆଁ ଭଳି ଭାଇରଲ ହେଉଛି,ଦେଖନ୍ତୁ ସମ୍ପୂର୍ଣ video
ଇଣ୍ଟରନେଟ ଆଜିର ଦିନରେ ମଣିଷ ସହିତ ଓତଃପ୍ରୋତ ଭାବେ ଜଡ଼ିତ। ଯେ କୌଣସି ତଥ୍ୟ ଆମ ପାଖରେ ପହଁଞ୍ଚିବା ପାଇଁ ଇଣ୍ଟରନେଟ୍ ଏକ ମୁଖ୍ୟ ପ୍ରସଙ୍ଗ ପାଲଟି ଯାଇଛି।
ଏହି ଇଣ୍ଟରନେଟ ମାଧ୍ୟମରେ ଆଜିର ଯୁଗରେ ଗୋଟିଏ ସ୍ଥାନରେ ରହି ପୃଥିବୀର କୋଣ ଅନୁକୋଣରେ ଘଟୁଥିବା ସବୁ ଘଟଣା ଗୁଡ଼ିକର ବିବରଣୀ ଆମେ ପାଇପରୁଛୁ। ବର୍ତ୍ତମାନ ସମୟରେ ସାମାଜିକ ଗଣ ମାଧ୍ୟମରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳୁଛି।
ବିଭିନ୍ନ ସମୟରେ ଜୀବ ଜନ୍ତୁ ଓ ମଣିଷ ମାନଙ୍କ ଭିଡିଓ ଭାଇରାଲ ହୋଇଥାଏ। କେତେବେଳେ ମଣିଷ ଓ ଜୀବ ଜନ୍ତୁଙ୍କ ମଧ୍ୟରେ ନିବିଡ ସଂପର୍କ ହେଖିବକୁ ମିଳିଥାଏ ତ କେତେବଳେ ମଣିଷ ଓ ଜୀବ ଜନ୍ତୁଙ୍କ ମଧ୍ୟରେ ଆକ୍ରମଣ ଚାଲିଥିବାର ଦୃଶ୍ୟ ସାମ୍ନାକୁ ଆସିଥାଏ।
ତେବେ ବର୍ତ୍ତମାନ ସମୟରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ନିଜେ ନ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ। ବଳଦକୁ ବାନ୍ଧିବା ପାଇଁ ଯାଇ ମହଙ୍ଗା ପଡ଼ିଛି ଜଣେ ଛୋଟ ପିଲାକୁ। ଭିଡିଓ ରେ ଗୋଟିଏ ଛୋଟ ପିଲା ଓ ଗୋଟିଏ ବୃହତ୍ ବଳଦ ଦେଖିବାକୁ ମିଳୁଛି। ବଳଦଟି ସମ୍ପୁର୍ଣ୍ଣ ହୁଷ୍ଟପୁଷ୍ଟ ହୋଇଛି ଖୁବ୍ ବଡ ବଡ ଶିଙ୍ଗ ମଧ୍ୟ ରହିଛି।
ବଳଦଟି ଏମିତି ହୋଇଛି ଯାହାକୁ ଦେଖି ଯିଏ କେହିବି ତା ପାଖକୁ ଯିବାକୁ ଡରିଯିବ। କେହିବି ଲୋକେ ସେହି ବଳଦ ପାଖକୁ ଯିବା ପାଇଁ ସାହସ କରି ପାରିବେ ନାହିଁ। ତେବେ ଅତି ଛୋଟ ପିଲାଟି ଅତି ସାହସର ସହିତ ଗୁହାଳ ଭିତରକୁ ଯାଇ ବଳଦକୁ ତା ପଘରୁ ଫିଟାଇ ଆଣିଛି।
ବାଳଦକୁ ପାଘରୁ ଫିଟାଇ ଆଣି ସରିବା ପରେ ପିଲାଟି ତାକୁ ଅନ୍ୟ ଏକ ସ୍ଥାନକୁ ନେଇ ଯାଉଛି ଏହା ପରେ ପିଲାଟି ବଳଦକୁ ଅନ୍ୟ ଏକ ସ୍ଥାନରେ ବାନ୍ଧିବା ପାଇଁ ଚେଷ୍ଟା କରୁଛି।
ଏତିକି ବେଳକୁ ବଳଦଟି ଖୁବ୍ ଜୋରରେ ରାଗି ଯାଇଛି। ଏବଂ ବଳଦର ରଗର ଶିକାର ହେବାକୁ ପଡ଼ିଛି ସେହି ଛୋଟ ପିଲାଟିକୁ। ଏତେ ବଡ ବଳଦକୁ ଆୟତ୍ତ କରି ପାରି ନାହିଁ ଛୋଟ ପିଲାଟି। ରାଗରେ ତମ ତମ ହୋଇ ବଳଦଟି ପିଲାଟିକୁ ତାର ମୁନିଆ ଶିଙ୍ଗରେ ଉଠାଇ ଜୋରରେ ତଳକୁ କଚାଡି ଦେଉଛି।
ଏହା ପରେ ପିଲାଟି ବହୁତ କଷ୍ଟରେ ଉଟିଛି। ଏହା ପରେ ବଳଦକୁ ସେହିଠାରେ ଛାଡି ଭୟରେ ଦୌଡ଼ି ପଳେଇ ଯାଉଛି। ତେବେ ବଳଦଟି ହଠାତ୍ କଣ ପାଇଁ ଏମିତି ରାଗିଯାଇଛି ତାହା ତ କେବଳ ଭଗବାନଙ୍କୁ ଜଣାଥିବ।
ସୂଚନାଯୋଗ୍ୟ ଏହି ଭିଡିଓଟି ବାଂଲାଦେଶର ଏକ କାଉ ଫାର୍ମ ହାଉସରୁ ଆସିଅଛି। ତେବେ ଏମିତି ଭିଡିଓ କିଛି ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ବାଂଲାଦେଶରେ ଏମିତି ବହୁତ ଭିଡିଓ ସମ୍ନାକୁ ଆସିଛି। ତେବେ ଏହି ଭିଡିଓକୁ ସାମାଜିକ ଗଣ ମାଧ୍ୟମରେ ପୋଷ୍ଟ କରାଯିବ ପରେ ବର୍ତ୍ତମାନ ସୁଦ୍ଧା ୫୨ ଲକ୍ଷରୁ ଉର୍ଦ୍ଧ୍ବ ଲୋକେ ଦେଖି ସାରିଲେଣି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।