viral ଭିଡ଼ିଓ -ଏମିତିକା ମା କାହାକୁବି ନ ମିଳୁ ଛୋଟ ସନ୍ତାନ କୁ ରାସ୍ତା କଡ଼ ରେ ଫିଙ୍ଗି ଦେଇ ଚାଲି ଗଲା ତାର ମା, ତାପରେ ଯାହା ଘଟିଲା,ଭିଡ଼ିଓ ଦେଖିଲେ ଆପଣଙ୍କ ମୁଣ୍ଡ କାମ କରିବନି ଯାହାକୁ 36 milion ରୁ ଅଧିକ ଲୋକ ଦେଖିସାରିଲେଣି,ଦେଖନ୍ତୁ ସମ୍ପୂର୍ଣ video!
ଆଜି ଏକ ଲଜ୍ୟା ଜନକ ଘଟଣା ରାସ୍ତା ରେ ଦେଖିବା ପାଇଁ ମିଳିଛି । ଘଟଣା ଟି ହେଉଛି ଗୋଟେ ମା ତାର ଛୋଟ ଝିଅ ସନ୍ତାନ କୁ ରାସ୍ତା କଡ ରେ ଫିଙ୍ଗି ଦେଇ କୁଆଡେ ଚାଲି ଯାଉଛି । ତେବେ ଘଟଣା ଟି ଦେଖିବା ପାଇଁ ମିଳିଛି । ଆନ୍ଧ୍ରପ୍ରଦେଶ ର 16 ନମ୍ବର ଜାତୀୟ ରାଜ ପଥରେ ଦେଖିବା ପାଇଁ ମିଳି ଥିଲା । ପିଲାଟି ଜଣା ପଡୁଛି ଝିଅ ପିଲା ବୋଲି । ତେବେ ଆଜି କାଲି ର ଦୁନିଆ ଏତେ ତଳକୁ ଖସି ଗଲାଣି । ଶିକ୍ଷିତ ସମାଜ ରେ ଆଜି ଲୋକ ମାନେ ଅଶିକ୍ଷିତ ପରି କାମ କରୁ ଛନ୍ତି ।
ଝିଅ ପିଲାକୁ ଭାବୁ ଛନ୍ତି ଗୋଟେ ବୋଝ ବୋଲି । ଆଗ କାଳରେ ଲୋକ ମାନେ ଝିଅ ବିବାହ ଦେଇ ପାରୁ ନ ଥିଲେ କିନ୍ତୁ ଝିଅ ଜନ୍ମ କରି ଘରେ ରଖୁ ଥିଲେ । କିନ୍ତୁ ଆଜି କାଲି ଦୁନିଆ ରେ ସରକାରଙ୍କ ର ଏତେ ସହଜଗ ପରେ ମଧ୍ୟ ଲୋକେ ଦୁଇ ରୁ ତିନୋଟି ଝିଅ ହେଲେ ତାକୁ ବିକି ଦୌଉ ଛନ୍ତି ନହେଲେ କୁଆଡେ ଫିଙ୍ଗି ଦେଉ ଛନ୍ତି । ତେବେ ଆସନ୍ତୁ ପୁରା ଘଟଣା ଟିକୁ ଜାଣିବା ।
ଜଣେ ସ୍ତ୍ରୀ ଲୋକ ଆସି ହଠାତ ରାସ୍ତା କଡ଼ ରେ ଠିଆ ହେଲା । ଆଉ ତା ପରେ ସ୍ତ୍ରୀ ଲୋକ ଟି ରାସ୍ତା ର ଚାରି ଦିଗ କୁ ଅନାଇ ଥିଲା । ଦେଖିଲା କେହି ନାହାନ୍ତି
। ତା ପରେ ସେ ସେହି ରାସ୍ତା କଡ ରେ ଝିଅ ସନ୍ତାନ ଟିକୁ ସୋଇ ଦେଲା । ଆଉ ସେ କୁଆଡେ ଚାଲି ଗୋଲା । ତେବେ କିଛି ସମୟ ପରେ ସେହି ରାସ୍ତା ଦେଇ ଜଣେ ବାବା ଯାଉ ଥିଲେ ।
ବାବା ଦେଖିଲେ ଗୋଟେ କୁନି ଝିଅ ଟିକୁ କିଏ ରାସ୍ତା କଡ଼ ରେ ଫିଙ୍ଗି ଦେଇ ଚାଲି ଯାଇଛି । ବାବା ସେଠାରେ ତାର ମା କୁ ଡାକି ଥିଲେ । କିଏ ଏହାର ମା , ଏ ପିଲା ଟିର ମା କିଏ ,? ଏମିତି ବହୁତ ସମୟ ଧରି ସେଠି ବାବା ଠିଆ ହେଲେ , ହେଲେ ଶେଷରେ ଦୁଃଖ ର କଥା ଯେ କେହି ଆସିଲେ ନାହିଁ ।
ଶେଷରେ ପିଲା ଟିକୁ ସେ ଧରିଲେ ଆଉ ତାଙ୍କ ସହ ନେଇ ଗଲେ । ତେବେ ଏହି ଘଟଣା ଟି CC ଟିଭି ରେ ରେକର୍ଡ଼ ହୋଇ ଥିଲା । ଯାହା ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି ।
ଥରେ ଚିନ୍ତା କରନ୍ତୁ ପିଲା ଟି ର ଅବସ୍ଥା କଣ ହେବ । ପିଲା ଜନ୍ମ କରିବା ପୂର୍ବରୁ ଥରେ ଭାବନ୍ତୁ । ପିଲା ଟିକୁ ଆପଣ ରଖି ପାରିବେ ତ । ନହେଲେ ଆପଣଙ୍କ ଏହି ଛୋଟିଆ ଭୁଲ ପାଇଁ ପିଲାଟି ସବୁ ଦିନ ପାଇଁ ତାର ଖୁସି କୁ ହରାଇ ବସିବ । ଯେ ପିଲାର ବାପା ମା ନାହାନ୍ତି ସେ ପିଲା କେବେ ଖୁସିରେ ରହି ପାରେନା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।