viral ଭିଡ଼ିଓ -ଏମିତିକା ଘଟଣା ଆପଣ କେବେ ହେଲେ ଶୁଣି ନ ଥିବେ। ଘରେ 8 ବର୍ଷ ର ପିଲା ଓ ସ୍ତ୍ରୀ ଥାଉ ଥାଉ ସ୍ୱାମୀ ଆଉ ଜଣକୁ ବିବାହ କଲେ,ସେୟାର କରି ସମସ୍ତଙ୍କୁ ଜାଣନ୍ତୁ !

ଆଜି କାଲି ଦୁନିଆ ମଣିଷ ମାନେ ବହୁତ ଖରାପ ହୋଇ ଗଲେଣି । କାରଣ ଏଠାରେ ମଣିଷ ମାନଙ୍କ ର ମଣିଷ ପାଣିଆ ରହୁ ନାହିଁ । ଆଜି କାଲି ଦୁନିଆ ରେ ଜଣେ ମଣିଷ ଭଲ ପାଉଛି ଜଣକୁ , ଆଉ ବାହା ହୋଇଛି ଆଉ ଜଣକୁ । ତେଣୁ ମଣିଷ ଭିତରେ କାହା ପ୍ରତି କେଉଁ ସମୟ ରେ ଭଲ ପାଇବା ଆସୁଛି ତ ଭଲ ପାଉ ଥିବା ମଣିଷ ପ୍ରତି ମଧ୍ୟ ସେହି ମଣିଷ ଘୃଣା କରୁଛି । ତେଣୁ ଜୀବନ ରେ ବଂଚିବା ପାଇଁ ହେଲେ ପ୍ରଥମେ ଏହି ମଣିଷ ମାନକୁ ଚିନ୍ହିବା ନିହାତି ଆବଶ୍ୟକ ।

ଆଜି ଆମେ ଆପଣଂକୁ ଯେଉଁ କଥା ବିଷୟ ରେ କହିବା ପାଇଁ ଯାଉଛୁ , ଯାହା ଆପଣ ମାନେ ଶୁଣିବା ପରେ ନିଶ୍ଚିତ ରୂପରେ ସାବଧାନ ହୋଇ ଯିବେ । କାରଣ ଆପଣଙ୍କ ଜୀବନ ରେ ଏମିତି କେବେ ସମୟ ନ ଆସୁ । ଏହି ଘଟଣା ଟି ବିଶେଷ କରି ବିବାହିତା ମାନେ ଶୁଣିବା ନିହାତି ଆବଶ୍ୟକ , ତେବେ ଘଟଣା ଟି କେବଳ ତାଙ୍କରି ମାନଙ୍କ ପାଇଁ । ତେବେ ଆସନ୍ତୁ ଜାଣିବା ।

ତେବେ ଆପଣ ମାନେ ତେଲକୋଇଲି ଜାଗା ବିଷୟରେ ଜାଣି ଥିବେ । ସେଠାରେ ଗୋଟିଏ ଛୋଟିଆ ଜାଗା ଅଛି ଯେଉଁଠି ଦୁଇ ପ୍ରେମୀ ଯୁଗଳ ବାସ କରନ୍ତି । ତେବେ ସେମାନେ ଦୁଇ ଜଣ କଲେଜ ରେ ପଢୁ ଥିବା ସମୟ ରେ ଦୁହେଁ ଦୁହିଁ କୁ ଭଲ ପାଉ ଥିଲେ । ତେବେ ଆଜକୁ ପ୍ରାୟ 5 ବର୍ଷ ତଳେ ଏହି ଘଟଣା ଟି ଘଟି ଥିଲା ।

ଜଣେ ନା ବାଳିକା କୁ ବିବାହ କରି ଥିଲେ ଜଣେ ଯୁବକ । ତେବେ ସେହି ଝିଅ ଟି ର ବୟସ 17 ବର୍ଷ ହୋଇ ଥିଲା । ତେବେ ଟୋକା ଟିର ବୟସ 24 ବର୍ଷ ହୋଇ ଥିଲା । ସେମାନେ ଭଲ ପାଇ ବିବାହ କରି ଥିଲେ । ସେମାନେ ବିବାହ ପରେ ବହୁତ ଖୁସି ରେ ଥିଲେ । ତେବେ ଚାରି ବର୍ଷ ପରେ ମଧ୍ୟ ତାଙ୍କର ଗୋଟେ ପିଲା ହୋଇ ଥିଲା ।

ତେବେ ସେମାନେ ବହୁତ ଖୁସି ରେ ଥିଲେ । କିନ୍ତୁ ଗୋଟେ ଦିନ ତାଙ୍କ ସ୍ୱାମୀ ଘରକୁ ଯିବେ କହି , ଯାଇ ଆଉ ଏକ ସୁନ୍ଦରୀ ଝିଅ କୁ ବିବାହ କରି ଥିଲେ । ଏହା ତାଙ୍କ ସ୍ତ୍ରୀ କିଛି ଦିନ ପରେ ଜାଣି ନେଇ ଥିଲେ । କିନ୍ତୁ ସେତେ ବେଳକୁ ଆଉ କିଛି ନ ଥିଲା ।

ତେବେ ତାଙ୍କ ସ୍ୱାମୀ ଏମିତି ଭୁଲ କରି ଛନ୍ତି ବୋଲି ସେ ନ୍ୟାୟ ମାଗୁ ଛନ୍ତି । ତାଙ୍କ ସ୍ୱାମୀ ଟାଟା ରେ ଗୋଟେ ଛୋଟ କମ୍ପାନୀ ରେ କାମ କରୁ ଛନ୍ତି । ତେବେ ତାଙ୍କର ଗୋଟିଏ 8 ମାସ ର ପିଲା ମଧ୍ୟ ଅଛି । ହେଲେ ମଧ୍ୟ ତାଙ୍କ ସ୍ୱାମୀ ଯାଇ ଆଉ ଜଣକୁ ବିବାହ କଲେ । ଏହା ପୁରୁଷ ଜାତି ପାଇଁ ଏକ ଲଜ୍ୟା ଜନକ କଥା ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।