viral ଭିଡ଼ିଓ-ଏମିତି ମା କାହାକୁ ବି ନମିଳୁ,ଛଅ ବର୍ଷ ର ପୁତ୍ର ସନ୍ତାନ କୁ ରାସ୍ତା କଡରେ ପିଙ୍ଗି ଦେଇ ମା ଫେରାର।ଏବେ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ମା ଶବ୍ଦ ଗୋଟେ ଏମିତିକା ଶବ୍ଦ , ଯେଉଁ ଶବ୍ଦ ରେ ପୁରୀ ରହିଛି ପ୍ରଚୁର ଭଲ ପାଇବା । ମା ଶବ୍ଦ ପରି ଶବ୍ଦ ନାହିଁ ଏ ଦୁନିଆରେ । ଯଦି ସେହି ମା ସ୍ୱାର୍ଥ ପର ହୋଇ ଯାଏ । ତାହାଲେ ଏ ଦୁନିଆ କାହାକୁ ଦୋଷ ଦେଵ । ତେବେ ଆଜି ଏକ ଘଟଣା ଦେଖିବା ପାଇଁ ମିଳିଛି ମୟୁରଭଞ୍ଜ ଜିଲ୍ଲାର ବାରିପଦା ଅମୋରଦା ରୋଡ଼ ରେ ଦେଖିବା ପାଇଁ ମିଳିଛି ଗୋଟେ ଛୋଟ ଛୁଆ , ଯାହାର ବୟସ 6 ମାସ ର ପିଲାକୁ ତାର ମା ରାସ୍ତା କଡରେ ଫିଙ୍ଗି ଦେଇ ପଳେଇ ଯାଇଛି ।

ଏହା ଏକ ଅଭାବ ନିୟ ଘଟଣା ଅଟେ । ତେବେ ସଂସାର ରେ ଯଦି ମା ଏମିତି ସ୍ୱାର୍ଥପର ହେବ , ତାହାଲେ ମା ଶବ୍ଦ ଟି ସାରା ସଂସାର ରେ କଳଙ୍କ ପାଲଟି ଯିବ । ତେବେ ଘଟଣା ସ୍ଥଳରେ ପିଲାଟି ବଂଚିଛି । ଗତ କାଲି ରାତ୍ରି ରେ ପିଲା ଟିକୁ ଉଦ୍ଧାର କରି ଥିଲା ବାରିପଦା ପୋଲିସ । ତେବେ ପିଲା ଟିକୁ ନେଇ ବାରିପଦା ହସ୍ପିଟାଲ ରେ ଭର୍ତି କରି ଥିଲେ । ସୂଚନା ଅନୁଯାୟୀ ପିଲାଟି ବର୍ତ୍ତମାନ ଭଲ ଅଛି ।

କିନ୍ତୁ ବର୍ତ୍ତମାନ ସୁଦ୍ଧା ଜଣା ପଡି ନାହିଁ ପିଲା ଟି କାହାର ଓ କେଉଁଥି ପାଇଁ ପିଲା ଟିକୁ ସେଠାରେ ଫିଙ୍ଗି ଦିଆ ଯାଇ ଥିଲା ପିଲା ଟିକୁ । ଏ ନେଇ ପୋଲିସ ତଦନ୍ତ ଜାରି ରଖିଛି । ତେବେ ଆପଣ ଯଦି ଜାଣି ଥିବେ ତାର ମା କିଏ ତାହାଲେ ଆପଣ ବାରିପଦା ଥାନା ରେ ଜଣେଇବେ । ଏବେ ପିଲାଟି ହସ୍ପିଟାଲ ରେ ରହିଛି ।

ମା ସବୁ ସମୟ ରେ ତାର ପିଲା କୁ ଖୋଜି ଥାଏ । ପିଲା ଯଦି ଗୋଟେ ଘଂଟା କୁଆଡେ ତା ଆଖି ସାମ୍ନା ରୁ ହୋଜି ଯାଇ ଥାଏ । ତାହାଲେ ମା ତାକୁ ସବୁ ସ୍ଥାନ ରେ ଖୋଜିବା ପାଇଁ ଲାଗି ଥାଏ । କିନ୍ତୁ 15 ଘଂଟା ହେଲାଣି ପିଲା ଟିର କେହି ଆସୁ ନାହାନ୍ତି । ତେବେ ଏଥିରି ଜଣା ପଡୁଛି କେହି ଆସିବେ ନାହିଁ ।

ଯଦି ପିଲାଟି ଝିଅ ସନ୍ତାନ ହୋଇ ଥାନ୍ତା ତାହାଲେ କହି ଥାନ୍ତେ କି ଝିଅ ହେଲା ବୋଲି କିଏ ରାସ୍ତା ରେ ଫିଙ୍ଗି ଦେଇଛି । କିନ୍ତୁ ଘଟଣା ସେମେତି ନୁହେଁ ଏ ହେଉଛି ପୁଅ ସନ୍ତାନ । ତେବେ ଏମିତି ବହୁତ ସ୍ଥାନ ରେ ଦେଖିବା ପାଇଁ ମିଳିଛି ଯେ ଝିଅ ସନ୍ତାନ ହେଲେ ତାକୁ ଅବରେସନ କରି ଦେବେ ନହେଲେ ତାକୁ କାହାକୁ ଦେଇ ଦେବେ ନହେଲେ ତାକୁ କୁଆଡେ ଫିଙ୍ଗି ଦେବେ

। ତେବେ ସେ ଯାହା ହେଲେ ହେଉ , ଭଗବାନ କରନ୍ତୁ ପିଲା ଟିର ମା ମିଳି ଯାଉ । ନ ହେଲେ ପିଲା ଟି ସବୁ ଦିନ ପାଇଁ ଅନାଥ ହୋଇ ଯିବ । ତେବେ ବନ୍ଧୁ ମାନେ ଆପଣ ମାନେ ଯଦି ଜାଣି ଥାନ୍ତି ତାହାଲେ ବାରିପଦା ଥାନା ରେ ଖବର ଦିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।