viral ଭିଡ଼ିଓ-ଏମିତି ମଣିଷ ଆପଣ କେବେ ଦେଖି ନ ଥିବେ । ଦୁଇ ଝିଅ ମରି ଗୋଲା ପରେ , ତାଙ୍କ ବାପା ଦୁଇ ଝିଅ ର ଆଖି ଦାନ କରି ଦେଇ ଛନ୍ତି । ସମ୍ପୂର୍ଣ୍ଣ ଘଟଣା ଟି ଜାଣିବା ପାଇଁ ଭିଡ଼ିଓ କୁ ନିଶ୍ଚୟ ଦେଖନ୍ତୁ।

ମୃତୁ କେତେ ବେଳେ ଆସେ କେହି କହି ପାରେ ନା । ଜୀବନ ପାଣି ଫୋଟକା ପରି ଏଇ ଅଛି ତ ଏଇ ନାହିଁ । କିନ୍ତୁ ସଂସାର ଏକ ଯାତ୍ରା ଆମେ ସମସ୍ତେ ଏଠି ଅଭିନୟ କରୁଛେ । ଯାତ୍ରା ର ମାଲିକ ଭଗବାନ । କିଏ ମା ର ଅଭିନୟ କରୁଛି ତ କିଏ ପୁଣି ବାପା ର ଅଭିନୟ କରୁଛି । ତେଣୁ ମାୟା ମୋହ ଯାତ୍ରା ସରି ଗଲେ ଆମେ ସମସ୍ତେ ଗୋଟେ ଗୋଟେ ଆକାଶରେ ତାରା ହୋଇ ଯିବୁ ।

ତେବେ ଆଜି ଆମେ ଆପଣଂକୁ ଯେଉଁ ଘଟଣା କହିବା ପାଇଁ ଯାଉଛୁ ତାହା ଆପଣ ଶୁଣିବା ପରେ ଆଖିରୁ ଲୁହ ଆସି ଯିବ । ଆମେ ସମସ୍ତେ ଗୋଟେ ଗୋଟେ ପରିବାର ରେ ବାନ୍ଧି ହୋଇ ରହିଛୁ । ଯାହା ଜଣେ ଚାଲି ଗଲେ ଆଉ ଜଣେ ତା ପାଇଁ ଝୁରି ଝୁରି ମରି ଯାଇ । ଯାହା ଆଜି ଜଣେ ମା ତା ଝିଅ ପାଇଁ ବାହୁନି ବାହୁନି କାନ୍ଦୁଛି । ତେବେ ଆସନ୍ତୁ ଏହି ଦୁଃଖ ଭରା ସତ ଘଟଣା ଟି କୁ ଶୁଣିବା , ଯାହା ଅଳ୍ପ ଦିନ ମଧ୍ୟରେ ଘଟି ଯାଇଛି ।

ଏଇ ମକର ସଂକ୍ରାନ୍ତି ଜାନୁଆରୀ 14 ତାରିଖ । ଢେଙ୍କାନାଳ ଜିଲ୍ଲାର ଗୋଟେ ପରିବାର ଆସି ଭୁବନେଶ୍ୱର ରେ ରୁହନ୍ତି । ତାଙ୍କ ପରିବାର କହିଲେ ବାପା ,ମା ଓ ଦୁଇ ଝିଅ ଆଉ ଗୋଟେ ପୁଅ । ତେବେ ପୁଅ ଟି ସବୁ ଠାରୁ ସାନ ।

କିନ୍ତୁ ଝିଅ ଦୁଇ ଜଣ ବଡ଼ । ବଡ଼ ଝିଅ ର ନାମ ଭଗ୍ୟ ଲଷ୍ମୀ ହୋଇ ଥିବା ବେଳେ ସାନ ଝିଅ ର ନାମ ଲଷ୍ମୀ ପ୍ରିୟା । ତେବେ ସାନ ଝିଅ ଟି ଭୁବନେଶ୍ୱର ଗୋଟେ କଲେଜ ରେ ପାଠ ପଢେ ତାର ଏବେ +3 first year ହେଲା । କିନ୍ତୁ ଆଜି ଏହି ଦୁଇ ଝିଅ ଏ ସଂସାର ରେ ନାହାନ୍ତି । ସବୁ ଦିନ ପାଇଁ ଏ ଦୁନିଆ କୁ ଛାଡି ଚାଲି ଯାଇ ଛନ୍ତି ।

ଗତ 14 ତାରିଖ ମକର ସଂକ୍ରାନ୍ତି ଦିନ , ଘରେ ମା କରି ଥିଲେ ଅରୁଆ ଚାଉଳ ଭାତ , ତା ସାଙ୍ଗକୁ ଖୋଟା ଡାଲି ଏବଂ ଘଣ୍ଟ । ତେବେ ଏହା ଖାଇ ସାରିବା ପରେ ରାତିରେ ପିଠା ଖାଇ ଥିଲେ । ରାତିରେ ତାଙ୍କ ଦୁଇ ଭଉଣୀ ଙ୍କର ପେଟ କାଟି ଥିଲା । ସକାଳେ ସାନ ଝିଅ ଟି ମରି ଯାଇ ଥିଲା ।

ତେବେ ତାଙ୍କ ବାପା ଭୁବନେଶ୍ୱର ଡାକ୍ତର ଖାନା ରେ ଆଣି ବଡ଼ ଝିଅ ର ଚିକିତ୍ସା କରୁ ଥିଲେ । ସେ ଝିଅ ଟି ମଧ୍ୟ ମରି ଗଲା । ଏବେ ତାଙ୍କ ବାପା ଗୋଟେ ମହତ କାମ କରି ଛନ୍ତି । ତାଙ୍କ ଦୁଇ ଝିଅ ଙ୍କର ଆଖି ଦାନ କରି ଦେଇ ଛନ୍ତି । ତେବେ ତାଙ୍କ ମା କାନ୍ଦି କାନ୍ଦି କହି ଛନ୍ତି । ମୋ ଝିଅ ର ଆଖି ଯେଉଁଠି ଲାଗିବ ମୋତେ କହିବ ମୁ ଟିକେ ଦେଖିବା ପାଇଁ ଯିବି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।