viral ଭିଡ଼ିଓ- ଏକା ଏକା ବର୍ଷା ପ୍ରିୟଦର୍ଶିନୀ,କଣ ପାଇଁ ଏମିତି ପୋଷ୍ଟ କରିଛନ୍ତି ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀ,କାରଣ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ ଦେଖନ୍ତୁ full ଭିଡ଼ିଓ !
ଓଲିଉଡର ରିଲ୍ ଯୋଡ଼ିରୁ ରିଏଲ୍ ଯୋଡ଼ି ହୋଇଥିବା ଓଲିଉଡ କୁଇନ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ସାଂସଦ ଅନୁଭବ ମହାନ୍ତିଙ୍କ ଘରୋଇ ବିବାଦ ଘେରରେ ରହିଥିବା ବେଳେ ସୋସିଆଲ ମିଡ଼ିଆରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏକ ପୋଷ୍ଟ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁ ପୋଷ୍ଟଟିରେ ବର୍ଷା ପ୍ରିୟଦର୍ଶିନୀ ଏକ ବାର୍ତ୍ତା ପ୍ରେରଣ କରିଛନ୍ତିକି ଏକା ଏକା ବାଟ ଚାଲିବାକୁ ଡରନ୍ତୁ ନାହିଁ।
ବର୍ଷା ପ୍ରିୟଦର୍ଶିନୀ ଏପରି ପୋଷ୍ଟକଣ ପାଇଁ କରିଛନ୍ତି ସେ ନେଇ ଏବେ ଚାଲିଛି ଚର୍ଚ୍ଚା। ଏପରି ପୋଷ୍ଟ କରି ସେ ଆଉ ଅଭିନେତା ଅନୁଭବ ମହାନ୍ତି ଆଉ ତାଙ୍କ ସମ୍ପର୍କକୁ ଇଙ୍ଗିତ କରୁନାହାନ୍ତି ତ ଏମିତି କିଛି ପ୍ରଶ୍ନକୁ ନେଇ ଚର୍ଚ୍ଚା ଚାଲିଛନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କ ଫ୍ରେଣ୍ଡସ ମାନେ।
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କର ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏବଂ ସେମାନେ ୨୦୧୪ ଫେବୃଆରୀ ୮ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କିନ୍ତୁ ବର୍ଷା ପ୍ରିୟଦର୍ଶିନୀଙ୍କ ବୈବାହିକ ଜୀବନ ବେଶି ଦିନ ତିଷ୍ଟି ନଥିଲା।୨୦୨୦ ମସିହାରେ ପାରିବାରିକ କଳହ ବିବାଦ ଘେରକୁ ଚାଲି ଆସିଥିଲା
ଏବଂ ଅଭିନେତା ଅନୁଭବ ମହାନ୍ତି ଛାଡପତ୍ର ପାଇଁ ଆବେଦନ କରିଥିଲେ। ଏବେ ଯାଏ ମଧ୍ୟ ଫ୍ୟାମିଲି କୋର୍ଟରେ ମାମଲା ରୁଜ୍ଜୁ ହୋଇଛି। ଏହି ଘରୋଇ ବିବାଦ ପାଇଁ ଏବେ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି ଅଲଗା ହୋଇ ରହୁଛନ୍ତି। ଏମିତି କି ଦୁହେଁ ଦୁହିଁକ ବିରୁଦ୍ଧରେ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ମଧ୍ୟ ଆରମ୍ଭ କରିଦେଇଥିଲେ।
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏକ ନିଛାଟିଆ ରାସ୍ତାରେ ଏକା ଏକା ହସି ହସି ଚାଲୁଥିବାର ଭିଡିଓ ଫେସ୍ ବୁକରେ ପୋଷ୍ଟ କରିବା ପରେ ଏହାକୁ ନେଇ ଚାଲିଛି ଚର୍ଚ୍ଚା। କେବଳ ଏତିକି ନୁହେଁ ଭିଡିଓଟି ପୋଷ୍ଟ କରି ବର୍ଷା କ୍ୟାପସନରେ ଲେଖିଛନ୍ତି କି ଏକା ଏକା ବାଟ ଚାଲିବାକୁ ଡରନ୍ତୁ ନାହିଁ। ତେବେ କାହିଁକି ବର୍ଷା ଏଭଳି ପୋଷ୍ଟ କଲେ ତାହା ବିଷୟରେ ଆକଳନ କରିବା କଷ୍ଟ କର ହୋଇ ପଡ଼ିଛି। କାରଣ ବର୍ଷା ଓ ଅନୁଭବଙ୍କ ପାରିବାରିକ କଳହ ବିବାଦର ରୂପ ନେଇସରିଛି ଯାହା ବାବଦରେ ସାରା ଓଡ଼ିଶା ବାସୀ ଅବଗତ ଅଛନ୍ତି।
ତେବେ ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହେବା ତ ସ୍ଵାଭାବିକ। ଲୋକ ମାନେ ଭାବୁଛନ୍ତି ବର୍ଷା ପ୍ରିୟଦର୍ଶିନୀ କଣ ନିଷ୍ପତି ନେଇସରିଛନ୍ତି ଏକା ଏକା ବାଟ ଚାଲିବାକୁ। ସେଥିପାଇଁ ସେ ଏମିତି ପୋଷ୍ଟ କରି ନାହାନ୍ତି ତ।
ଏମିତି ପୋଷ୍ଟର ଅର୍ଥ ବର୍ଷା ପ୍ରିୟଦର୍ଶିନୀଓ ଅନୁଭବ ମହାନ୍ତିଙ୍କ ସମ୍ପର୍କକୁ ଇଙ୍ଗିତକରି ନାହିଁ ତ।ସେମାନେ କଣ ଆଉ ଗୋଟେ ରାସ୍ତାରେ ପାଦରଖି ଚାଲିପାରିବେନି। ଭୟବିତ ନହୋଇ ଏକୁଟିଆ ବାଟ ଚାଲିବାକୁ କାହିଁକି ଆହ୍ବାନ ଦେଉଛନ୍ତି ବର୍ଷା।ଏସବୁ ପ୍ରଶ୍ନକୁ ନେଇ ବର୍ଷାଙ୍କ ଫ୍ରେଣ୍ଡସ ମାନଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଯାହାକୁ ନେଇ ବର୍ଷାଙ୍କ ଫ୍ରେଣ୍ଡ୍ ମାନେ ଚର୍ଚ୍ଚା କରୁ ଥିବାର ଦେଖିବାକୁ ମିଳିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।