viral ଭିଡ଼ିଓ-ଏଭଳି ଭୟଙ୍କର ସାପ ଆପଣ କେବେ ହେଲେ ଦେଖି ନ ଥିବେ।ସାପ ଟିର ଲମ୍ବ 10 ଫୁଟ । ଶେଷରେ ବନ ବିଭାଗ ଆସି ସାପ ଟିକୁ ଉଦ୍ଧାର କଲେ,ଦେଖନ୍ତୁ full ଭିଡ଼ିଓ ।

ଆଜି କାଲି ଦୁନିଆ ରେ ଦିନକୁ ଦିନ ଜନ ସାଧାରଣ ଏତେ ବଢି ବାରେ ଲାଗି ଲେଣି , ଯାହା ଫୋଳରେ ଜଙ୍ଗଲ କୁ ନଷ୍ଟ କରି ଦେଉ ଛନ୍ତି । 2011 ମସିହା ରେ ଜନ ଗଣନା ହୋଇ ଥିଲା । ସେତେବେଳେ 142 କୋଟି ଲୋକ ଥିଲେ ଭାରତ ରେ । ଏବେ 2021 ରେ ଜନ ଗଣନା ହୋଇ ଥାନ୍ତା କିନ୍ତୁ କରନା ପାଇଁ ଜନ ଗଣନା ବନ୍ଦ ହୋଇ ଯାଇଛି । ହେଲେ ମଧ୍ୟ ଆକଳନ କରା ଯାଇ କି ଜଣ ସଂଖ୍ୟା ବୃଦ୍ଧି ପାଉଛି ।

ସେଥି ପାଇଁ ଜାଗାଅଧ୍ୟ ଅଳ୍ପ ପଡି ଯାଉଛି । ସେଥି ପାଇଁ ଲୋକ ମାନେ ଜଙ୍ଗଲ ସଫା କରି ଦେଉ ଛନ୍ତି । ଜଙ୍ଗଲ ସଫା କରି ଦେବା ଫୋଳରେ । ପଶୁ ମାନେ ସବୁ ଲପ ପାଇ ଗଲେଣି । ଯାହା ଦ୍ୱାରା ଏବେ ଆଉ ଜଙ୍ଗଲ ରେ ବାଘ ଭାଲୁ ଇତ୍ୟାଦି ପଶୁ ମାନକୁ ଦେଖିବା ପାଇଁ ମିଳୁ ନାହିଁ । ଏଗୁଡିକ ଦେଖିବା ପାଇଁ ହେଲେ ଆମକୁ ଚିଡ଼ିଆ ଖାନା ଯିବା ପାଇଁ ପଡୁଛି ।

ପୁଣି ଏହାର ଆପଣ ଜଳନ୍ତ ଉଡାହାର ଆପଣ ମାନେ ଦେଖୁ ଥିବେ । ଆଗ କାଳରେ ହାତୀ ମାନେ ବାହାରକୁ ବାହାରୁ ନ ଥିଲେ । କିନ୍ତୁ ଏବେ ହାତୀ ମାନେ ମଧ୍ୟ ବାହାରକୁ ବାହାରି ଆସି ଲେଣି । ବିଶେଷ ଆକର୍ଷଣ ଯେ , କେବଳ ହାତୀ ବାହାରୁ ନାହାନ୍ତି , ଜଙ୍ଗଲ ର ଥିବା ବଡ଼ ବଡ଼ ସାପ ମଧ୍ୟ ବାହାରକୁ ବାହାରି ଆସୁ ଛନ୍ତି ।

ଆଜି ଆମେ ଆପଣଂକୁ ସେହି ସାପ ବିଷୟ ରେ କହିବା ପାଇଁ ଯାଉଛୁ ଯାହାର ଲମ୍ବ 10 ଫୁଟ । ଏବଂ ଏହି ସାପ ଟି ଦେଖିବା ପାଇଁ ମିଳିଛି ମଧ୍ୟ ପ୍ରଦେଶ ର ରାଇଖଡା ଗ୍ରାମ ରେ । ତେବେ ସାପ ଟି କୁ ଛାତ ଉପରୁ ଧରା ଯାଇ ଥିଲା । ଏହି ସାପ ଟିର ରଙ୍ଗ ସବୁଜ ଏବଂ ହାଲ୍କା ହିଲାଦିଆ ଦେଖା ଯାଉଚି । ତେବେ ଆସନ୍ତୁ ପୁରା ଘଟଣା ଟି ଜାଣିବା ।

 


ମଧ୍ୟ ପ୍ରଦେଶ ରେ ଏକ ସାପ ଦେଖିବା ପାଇଁ ମିଳି ଥିଲା । ତେବେ ଗ୍ରାମ ର ଲୋକେ ଏହି ସାପ ଟିକୁ ଧରିବା କିମ୍ବା ମାରିବା ତାଙ୍କ କ୍ଷେତ୍ର ରେ ଅସମ୍ଭବ ହୋଇ ପଡି ଥିଲା । କାରଣ ସାପ ଟି ଏଜବେଷ୍ଟର ଭିତରେ ଗଳି ପଡି ଥିଲା ।

ଯାହା ଏହି ଭିଡିଓ ରେ ସୂଚନା ମିଳୁଛି । ସେଥି ପାଇଁ ସାପ ଟିକୁ ଧରିବା ପାଇଁ ବନ ବିଭାଗ କୁ ଖବର ଦେଇ ଥିଲେ ଗ୍ରାମ ବାସୀ । ଜଣେ ଝିଅ ସାପ ଧରାଳି ଆସି ସେହି ସାପ ଟିକୁ ସେଠାରୁ ଉଦ୍ଧାର କରି ଥିଲେ ଆଉ ଶେଷରେ ତାକୁ ନେଇ ଯାଇ ଥିଲେ । ତେବେ ଗ୍ରାମ ବାସୀ ଏହି ସାପ ଟିକୁ ଦେଖି ବହୁତ ଭୟ ଭିତ ହୋଇ ଯାଇ ଥିଲେ କାରଣ ଏଭଳି ସାପ ସେମାନେ ଆଗରୁ କେବେ ଦେଖି ନ ଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।