viral ଭିଡ଼ିଓ-ଦୁଇଟି କାଠ ରେ ତିଆରି ପୋଲ ରେ କାର ଚଳାଇ ଚର୍ଚ୍ଚା ରେ ଏହି ଡ୍ରାଇଭର……ଯେଉଁ ଭଳି ଭାବରେ ସେ କାଠ ପୋଲରେ କାର ଚଳାଇଛନ୍ତି ତାହାକୁ ଦେଖିଲେ ଅଶ୍ଚର୍ଯ୍ୟ ହୋଇଯିବେ …ଆଉ ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

କେବେ କେବେ ସୋସିଆଲ ମିଡ଼ିଆ ରେ କିଛି ଏପରି କଥା ସାମ୍ନା କୁ ଆସିଥାଏ ଯାହା ଆପଣ ଆଗକୁ କେବେ ବି ଦେଖି ନଥିବେ କି ଜାଣି ନଥିବେ।ଏବଂ ଏହାକୁ ବିଶ୍ୱାସ କରିବା ସହଜ ନୁହେଁ।ତେବେ ବନ୍ଧୁଗଣ ଆମେ ଏହି ସାମାଜିକ ଗଣମାଧ୍ୟମ ଏମିତି କି ଫୋଟ ଓ ଭିଡିଓ ବିଷୟରେ ଜାଣିବା କୁ ପାଇଥାଉ ଯାହା ଅତ୍ୟନ୍ତ ଅଦ୍ଭୂତପୂର୍ବ ହୋଇଥାଏ ଯାହା କୁ ଦେଖିବା ପରେ ଆପଣ ମଧ୍ୟ ଦ୍ୱନ୍ଦ ରେ ପଡିଯିବେ କି ଏହା କିପରି ସମ୍ଭବ ହୋଇପାରେ ବୋଲି। ତେବେ ଆମେ ଆଜି ଆପଣଙ୍କୁ ଏହିପରି ଏକ ଭାଇରଲ ଭିଡିଓ ବିଷୟ ରେ ଜଣେଇବୁ,ତେବେ ଆସନ୍ତୁ ଜାଣିବା ଏହି ଆଶ୍ଚର୍ଯ୍ୟ ଜନକ ଘଟଣା ଟି ବିଷୟରେ ।

ତେବେ ବନ୍ଧୁଗଣ ଆପଣ ମାନେ ନିଜ ଜୀବନ ରେ ଅନେକ ପ୍ରକାରର ପୋଲ ଦେଖିଥିବେ ଆଉ ସେହି ରାସ୍ତା ଦେଇ ଗତି କରିଥିବେ ମଧ୍ୟ। ତେବେ କଣ ଆପଣ କେବେ ବି ଦୁଇ ଟି କାଠ ରେ ତିଆରି ପୋଲ ରେ ପାର ହୋଇଛ8 ଯଦି ଆପଣ ପାର ହୋଇଛନ୍ତି ତେବେ ନିଶ୍ଚିତ ଭାବରେ ଜାଣିଥିବେ ଏହା କେତେ ବିପଦ ସଂପତ୍ନ ତଥା ଭୟାନକ ହୋଇଥାଏ।

ତେବେ କଣ ଆପଣ ବିଶ୍ୱାସ କରିପାରିବେ କି ଜଣେ ଡ୍ରାଇଭର ଏହି ଦୁଇଟି କାଠ ରେ ତିଆରି ପୋଲ ରେ କାର ପାର କରିପାରିବ ବୋଲି। ତେବେ ନିଶ୍ଚିତ ଭାବରେ ଆପଣ ନା ହିଁ କହିବେ, କାରଣ ଯେଉଁ ପୋଲ ରେ ମଣିଷ ପାଦରେ ଯିବାକୁ ଡରୁଥାଏ ,ସେହି ରାସ୍ତା ରେ କାର ନେବା ଅସମ୍ଭବ ଅଟେ ।

ତେବେ ଏହି ଅସମ୍ଭବ କୁ ସମ୍ଭବ କରି ଦେଖାଇଛନ୍ତି ଜଣେ କାର ଡ୍ରାଇଭର। ଦୁଇ ଟି କାଠ ରେ ତିଆରି ପୋଲ ରେ ସେ କାର ଟିକୁ ପାର କରିଛନ୍ତି ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବନ୍ଧୁକ ର ଗୁଳି ପରି ବେଗରେ ଭାଇରାଲ ହେବାରେ ଲାଗିଛି।

ଜିଏବି ଏହି ଭିଡ଼ିଓ ଟିକୁ ଦେଖୁଛନ୍ତି ସେ ଆଶ୍ଚର୍ଯ୍ୟ ଚକିତ ହୋଇ ଚାହିଁ ରହୁଛନ୍ତି କାରଣ ଏହା କୌଣସି ସାଧାରଣ କଥା ନୁହେଁ। ଯେଉଁ ପୋଲ ରେ ମଣିଷ ପାଦରେ ଯିବାକୁ ଭୟ କରୁଛି ସେହି ପୋଲ ରେ କାର ଚଳେଇ ଯିବା ମୃତ୍ୟୁ କୁ ସଙ୍ଗ ରେ ନେଇ ଯିବା ସହ ସମାନ ଅଟେ।

ତେବେ ଜଣା ପଡି ନାହିଁ କି ଏହି ଭିଡ଼ିଓ ଟି କେଉଁ ସ୍ଥାନରେ କିମ୍ବା ଏହାର ଡ୍ରାଇଭର କିଏ ବୋଲି। ମାତ୍ର ଯେଉଁ ଭଳି ଭାବରେ ସେ ଦୁଇ ଟି କାଠ ରେ ତିଆରି ପୋଲ ରେ କାର ଟିକୁ ପାର କରିଛନ୍ତି ତାହାକୁ ଦେଖିଲେ ଆପଣ ତାଙ୍କର ଆତ୍ମ ବିଶ୍ୱାସ ଏବଂ ଡ୍ରାଇଭିଂ ଙ୍କ ପାରଦର୍ଶୀତା କୁ ନିଶ୍ଚିତ ଭାବରେ ପ୍ରଶଂସା କରିବେ। ତେବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଥିବା ଏହି ଭିଡ଼ିଓ ଟିକୁ ଥରେ ଦେଖନ୍ତୁ ଆପଣ ନିଜ ଆଖିକୁ ଵିଶ୍ଵାସ କରିପାରିବେ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।