ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏମିତି ସବୁ ଘଟଣା ବିଷୟରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିବା ବା ଶୁଣିବା ପାଇଁ ଖରାପ ଲାଗୁଛି। ଆଉ ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି ଭିଡିଓ ସାମ୍ନାକୁ ଆସେ ଯାହାକୁ ବିଶ୍ୱାସ କରିବା କାଠିକର ପାଠ ହୋଇ ପଡ଼ିଥାଏ। ତେବେ ଏମିତି କିଛି ଘଟଣା ଆସେ ଯାହା ଚର୍ଚ୍ଚା ର ବିଷୟ ହୋଇଥାଏ। ଏହିଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ ଏବଂ ସମସ୍ତଙ୍କୁ ଏ ବିଷୟରେ ଭାବିବା ପାଇଁ ମଧ୍ୟ ବାଧ୍ୟ କରିଥାଏ। ସେହିଭଳି କିଛି ଘଟଣା ଯାହାକୁ ଶୁଣିଲେ ସମସ୍ତେ ଅବାକ୍ ହୋଇଯାନ୍ତି। ଆପଣ ଜାଣିପାରିବେ, ଆଜିର ଦୁନିଆରେ କିଛି ଏମିତି ଲୋକ ରହିଛନ୍ତି ଯେଉଁମାନେ ନିଜର ନୈତିକତା କୁ ଭୁଲି ,ମାନବିକତା, ସଭ୍ୟତା କୁ ଭୁଲି କିଛି ବି ନିନ୍ଦନୀୟ କାର୍ଯ୍ୟ କରିବା ପାଇଁ ପଛାଉ ନାହାଁନ୍ତି। ସେମାନେ ଯେଉଁଭଳି ଭାବରେ ଘୃଣ୍ୟ କାମ ସବୁ କରୁଛନ୍ତି ତାହା ବାସ୍ତବରେ ଲଜ୍ଜାଜନକ ଏବଂ ନିନ୍ଦନୀୟ ଏବଂ ଚର୍ଚ୍ଚା ର ବିଷୟ ପାଲଟିବାରେ ଲାଗେ ।
ଶିକ୍ଷିତ ହୋଇ ଯଦି ଜଣେ ଲଜ୍ଜାଜନକ ଓ ନିନ୍ଦନୀୟ କାର୍ଯ୍ୟ କରେ ତେବେ ଏଥିପାଇଁ କାହାକୁ ବା ଦାୟୀ କରାଯିବ। ସମାଜ ଯେତେ ଆଗକୁ ବଢ଼ିଲେ କଣ ହେବ ଯଦି ମଣିଷର ମାନସିକତା ପରିବର୍ତ୍ତନ ନ ହୁଏ ତେବେ ଏଥିପ୍ରତି କାହାକୁ ଦୋଷ ଦେଇ ହେବ। ସଭ୍ୟ ଶିକ୍ଷିତ ସମାଜରେ ଏମିତି ଅନେକ ନିୟାମକ ଥିଲେ ମଧ୍ୟ କିନ୍ତୁ ଏହାର ବ୍ୟତିକ୍ରମ ସଦୃଶ କାମ କରୁଛି ଆଜିର ମଣିଷ। ବେଳେ ବେଳେ ଏମିତି କିଛି ଉଲ୍ଲେଖନୀୟ ପରିବର୍ତ୍ତନ କିଛି ଲୋକ ଙ୍କ ଦେଖିବା ପାଇଁ ମିଳିଥାଏ ଯାହା ବାସ୍ତବରେ ବିଶ୍ୱାସ ଯୋଗ୍ୟ ହୋଇ ନଥାଏ।
ତେବେ ଏଭଳି ଘଟଣା ଦେଖିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ୱାଭାବିକ କଥା। ତେବେ ସେହିଭଳି ଏକ ଘଟଣା ବିଷୟରେ ଆମେ ଆଜି ଆପଣଙ୍କୁ କହିବା ପାଇଁ ଯାଉଛୁ ଯାହା ଏବେ ବେଶ୍ ଚର୍ଚ୍ଚା ହେବାରେ ଲାଗିଛି ଏବଂ ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଯାହା ସାଧାରଣରେ ମନେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେବେ ଆଜି ର ଦୁନିଆରେ କିଛି ଏପରି ଲୋକ ରହିଛନ୍ତି ଯେଉଁମାନେ ଅନେକ ସମୟରେ ଏମିତି କିଛି ସବୁ କାମ କରୁଛନ୍ତି ଯାହା ବାସ୍ତବରେ ଲଜ୍ଜାଜନକ ଏବଂ ନିନ୍ଦନୀୟ ଘଟଣା ଅଟେ। ସେହିପରି ଏବେ ସାମ୍ନାକୁ ଆସିଛି ଆଉ ଏକ ନିନ୍ଦନୀୟ ଘଟଣା ର ସ୍ପଷ୍ଟ ଚିତ୍ର।
ଯେଉଁଠି ଜଣା ଉତ୍ତରପ୍ରଦେଶ ର ସବଇନ୍ସପେକ୍ଟର ପୋଲିସ୍ ଡିଉଟି ସମୟରେ ହିଁ ରାସଲୀଳା କରୁଥିବାର ନଜର ଆସିଛନ୍ତି। ଏହି ପୋଲିସ ବାବୁ ଜଣକ ର ନାମ ହେଉଛି ହରିଶଙ୍କର। ଯିଏକି ଜଣେ ମହିଳା ଙ୍କ ସହିତ ଖୁଲମ୍ ଖୋଲା ଚାରବାଗ୍ ଫୁଟ ଓଭର୍ ବ୍ରିଜ୍ ଉପରେ କାନ୍ଧରେ ହାତ ପକାଇ ଆପତ୍ତି ଜନକ ଅବସ୍ଥାରେ ନଜର ଆସିଛନ୍ତି। ଏତିକି ନୁହେଁ, ସେ ଏଭଳି ହରକତ୍ ଦେଖାଇବା ସମୟରେ ମଦ୍ୟପାନ କରିବା ସହିତ ପୋଲିସ ବର୍ଦ୍ଦି ରେ ହିଁ ନଜର ଆସିଥିଲେ। ତାଙ୍କର ଏଭଳି କାରନାମା ଲୋକଙ୍କୁ ସାଧାରଣରେ ହଜମ ହେଉ ନାହିଁ। ପୋଲିସ ବାବୁ ଙ୍କ ଏଭଳି କାର୍ଯ୍ୟ ଭାଇରାଲ୍ ହେବା ପରେ ତାଙ୍କୁ ଚାକିରୀ ରୁ ନିଲମ୍ବିତ କରାଯାଇଛି ବୋଲି ଜଣାପଡ଼ିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।