viral ଭିଡ଼ିଓ – ଦିଦି ଙ୍କୁ ଭାରି ପଡିଲା ନିଜର ଉଗ୍ରରୂପ…..ମହିଳା ଙ୍କୁ “ଚପଲ ରେ ସେକିବି” ବୋଲି କହିଲେ ଅଙ୍ଗନବାଡ଼ି ଦିଦି,ଏବେ ସୋସିଆଲ ମିଡ଼ିଆ ଏହି ଭିଡ଼ିଓ ନିଆଁ ଭଳି ଭାଇରଲ ହେଉଛି,ଦେଖନ୍ତୁ ସମ୍ପୂର୍ଣ video!

ବନ୍ଧୁଗଣ କହିବାକୁ ଗଲେ ବର୍ତ୍ତମାନ ଆମ ସମାଜ ରେ ସମସ୍ତେ ଶିକ୍ଷା ଗ୍ରହଣ କରୁଛନ୍ତି କିନ୍ତୁ ପ୍ରକୃତ ଶିକ୍ଷା କାହା ପାଖରେ ଦେଖିବାକୁ ମିଳୁ ନାହିଁ। ସମସ୍ତ ଙ୍କର ପାଠ ଓ ଜ୍ଞାନ କେବଳ ତାଙ୍କର ବହି ଖାତା ରେ ଲିଖିତ ଅଛି ବ୍ୟବହାର ରେ ତାହାର ଏକ ପ୍ରତିଶତ ର ଜ୍ଞାନ ନାହିଁ। ତେବେ ଏହି କାରଣ ରୁ ଦିନ କୁ ଦିନ ଆମ ସରକାରୀ କର୍ମଚାରୀ ମାନଙ୍କ ର ମୁଁହ ମଧ୍ୟ ବଢି ବଢି ଚାଲିଛି। ସେମାନେ ଆଉ ସାଧାରଣ ଲୋକ ଙ୍କୁ କେୟାର କରୁନାହାନ୍ତି ତାଙ୍କୁ ସଂମାନ ଦେବା ତ ଦୂର ର କଥା ଓଲଟା ତାଙ୍କୁ ଅନେକ ପ୍ରକାରର କଥା କହି ଅସଂମାନିତ କରୁଛନ୍ତି ଏମାନେ।

ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିଭଳି ଏକ ଘଟଣା ଦେଖିବା କୁ ମିଳିଛି ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହାକୁ ଆପଣ ଦେଖିବା ପରେ ଜାଣିପାରିବେ କି ଏହି ସରକାରୀ କର୍ମଚାରୀ ମାନେ ସାଧାରଣ ଲୋକଙ୍କୁ କିପରି ବ୍ୟବହାର କରୁଛନ୍ତି।

ତେବେ ଭିଡ଼ିଓ ଟି ହେଉଛି ଗୋଟିଏ ଅଙ୍ଗନବାଡ଼ି ର ଯେଉଁ ଠାରେ ଜଣେ ଅଙ୍ଗନବାଡ଼ି ର ଦିଦି ଜଣେ ସାଧାରଣ ଲୋକ ତଥା ମହିଳା ଙ୍କୁ ଦୁର୍ବ୍ୟବହାର କରିଛନ୍ତି ଆଉ ଯାହା ସେ କହିଛନ୍ତି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଭାଇରାଲ ହେଉଥିବା ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।

ବନ୍ଧୁଗଣ ଭିଡ଼ିଓ ଟି କିଛି ଏହିପରି ରହିଛି କି ଜଣେ ମହିଳା କୌଣସି କଥା କୁ ନେଇ ଅଙ୍ଗନବାଡ଼ି କେନ୍ଦ୍ର କୁ ଆସିଥିଲେ ଏବଂ ସେ ଅଙ୍ଗନବାଡ଼ି ଦିଦି ଙ୍କ ସହ କଥା ହେଉଥିଲେ। ତେବେ କାରଣ କଣ ରହିଛି କଣ ନାହିଁ ତାହା ଆମେ ସଠିକ ଭାବରେ ଜାଣି ନାଁହୁ କିନ୍ତୁ ଏତିକି ସ୍ପଷ୍ଟ ରହିଛି କି ଅଙ୍ଗନବାଡ଼ି ଦିଦି ଜଣଙ୍କ ମହିଳା ଙ୍କ ଉପରେ ବହୁତ ଜୋର ରେ ରାଗିଛନ୍ତି। ତେବେ ସେ କେବଳ ମହିଳା ଙ୍କର ଉପରେ ରାଗି ନାହାନ୍ତି ଯେ ତାଙ୍କୁ ବହୁତ ବଡ଼ ପାଟିରେ ଗାଳି ଗୁଲଜ କରୁଛନ୍ତି।

ଖାଲି ଗାଳି ଗୁଲଜ ଯାଏ କଥା ସୀମିତ ନଥିଲା ବରଂ ସେହି ଅଙ୍ଗନବାଡ଼ି ଦିଦି ଜଣଙ୍କ ନିଜର ସମସ୍ତ ସୀମା ଅତିକ୍ରମ କରିଦେଇ ଥିଲେ। ଆଉ ମହିଳା ଙ୍କୁ କହିଥିଲେ କି ତତେ ଜୋତା ଖୋଲିକି ସେକିବି ଦେଖୁବୁ ଏବେ।

ତେବେ ଏହି କଥା ଅଙ୍ଗନବାଡ଼ି ଦିଦି ସେହି ମହିଳା ଜଣଙ୍କୁ କହିଥିଲେ। ତେବେ ଏହି ଘଟଣା ଟିକୁ ସେଠାରେ ଥିବା ଜଣେ ଯୁବକ ନିଜ ମୋବାଇଲ ରେ ରେକର୍ଡ କରିଥିଲେ ଆଉ ପରେ ଏହାକୁ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ କି ଭିଡ଼ିଓ ଟି କେଉଁ ସ୍ଥାନ ର କିମ୍ବା ଏହି ଅଙ୍ଗନବାଡ଼ି ଦିଦି ଜଣଙ୍କ କିଏ ବୋଲି ତଥାପି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ଚାଲିଛି ଏବଂ ଏହାକୁ ଯିଏ ଦେଖୁଛନ୍ତି ସେ ଷୋମଲୋଚନା କରିଛନ୍ତି ମଧ୍ୟ। ତେବେ ଏହି ଭଳି ସରକାରୀ କର୍ମଚାରୀ ଙ୍କୁ ଉଚିତ ଦଣ୍ଡ ମିଳିବା ଦରକାର।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।