viral ଭିଡ଼ିଓ-ଦେଖନ୍ତୁ ପୁଅକୁ ନେଇ ଗାଁ ବୁଲାଇଲେ ହିରୋ ବାବୁସାନ ଦେଖନ୍ତୁ full ଭିଡ଼ିଓ ।

କରନା ପାଇଁ ଦୈନ ଦିନ ରେ ଚଳିବା ବହୁତ କଠିନ ହୋଇ ଗଲାଣି । ତେବେ କରନା ଆଜି ସମସ୍ତଂ ଙ୍କ ର ଆୟ ପନ୍ଥା କୁ ଉଜୁଡେଇ ସାରି ଲାଣି । କାରଣ ଆମେ ଆଜି କଳାକାର ଦୁନିଆ କଥା କହିବା ପାଇଁ ଯାଉଛୁ । ଏବେ ସବୁ ଅପେରା ଗୁଡିକ ବନ୍ଦ ହେବା ପାଇଁ ବସିଲାଣି । କହିବା ପାଇଁ ଗଲେ ଯାତ୍ରା ଜଗତର ଯେତେ କଳା କାର ତାଙ୍କର କଳା କୁ ଛାଡି ସେମାନେ ଅନ୍ୟ କିଛି କାମ କରିବା ପାଇଁ ବସି ଲେଣି ।

କାରଣ ଏହି କରନା ରେ ଯାତ୍ରା ବନ୍ଦ ହୋଇ ଥିଲା । ଯାହା ଫୋଳରେ ଯାତ୍ରା କଳାକାର ମାନେ ଆଉ ଯାତ୍ରା କରିବା ପାଇଁ ପସନ୍ଦ କରୁ ନାହାନ୍ତି । ଏବେ ଯାତ୍ରା ଲପ ପାଇବା ପାଇଁ ବସି ଲାଣି । 3 ବର୍ଷ ହେଲା ଏଇ କରନା ପାଇଁ ମଧ୍ୟ ଓଲିଉଡ ଜଗତର ସବୁ କଳା କାର ଏବେ ହଇରାଣ ହେଉ ଛନ୍ତି । ବହୁତ ଦିନ ହେଲା ଓଡ଼ିଆ ଚଳଚିତ୍ର ଟିଭି ପରଦା କୁ ଆସି ନାହିଁ ।

ଏବେ ଏକ ବାବୁ ସାନ ଙ୍କର ନୂଆ ଓଡ଼ିଆ ଚଳଚ୍ଚିତ୍ର ଆସିବା ପାଇଁ ଯାଉଛି । ଯୋଉଥିରେ ପ୍ରକୃତି ମିଶ୍ର ଏଥିରେ ହିରୋଇନ ରୋଲ କରିବେ । ଆଉ ବାବୁ ସାନ ଏଥିରେ ବାପା ରୋଲ କରିବେ । ତେବେ ସେମାନେ କେବେ ହେଲେ ଆଗରୁ ଦୁଇ ଜଣ ଏକା ସାଙ୍ଗରେ ଫିଲ୍ମ କରି ନାହାନ୍ତି । ଏହି ଫିଲ୍ମ ଟି ଏବେ ସୁଟିଂ ହଉଚି । ଏହି ଫିଲ୍ମ ଟି ରୋଜ ରେ ରିଲିଜ ହେବା ପାଇଁ ଯାଉଛି । ଏଥିରେ ବାବୁ ସାନ ଙ୍କ ସ୍ତ୍ରୀ ଓ ପିଲା କୁ ଦେଖିବା ପାଇଁ ମିଳିବ ।

ଆଜ୍ଞା ଏହା ତାଙ୍କର ପ୍ରକୃତ ସ୍ତ୍ରୀ ପିଲା ନୁହେ । ଏହା ତାଙ୍କର ପ୍ଲିମ ର ସ୍ତ୍ରୀ ଓ ପିଲା , ଯାହା ସେ ଏହି ଫିଲ୍ମ ରେ ସେ ବାପା ର ଅଭିନୟ କରୁ ଛନ୍ତି । ବହୁତ ଦିନ ପରେ ବାବୁ ସାନ ଓଡ଼ିଆ ଫ୍ଲିମ କରିବା ପାଇଁ ଯାଉ ଛନ୍ତି । ତାଙ୍କୁ ଦେଖିବା ପାଇଁ ଟିଭି ପରଦାରେ ଲୋକେ ବହୁତ ଖୋଜୁ ଥିଲେ , କାରଣ ତାଙ୍କ ର ଚଳଚିତ୍ର ବହୁତ ଦିନ ହେଲା ଆସି ନ ଥିଲା ।

ସେ ବହୁତ ଗୁଡିଏ ଫ୍ଲିମ କରି ଛନ୍ତି । ସେହି ଫିଲ୍ମ ଗୁଡିକ ମଧ୍ୟ ରୁ ରୋଜ ରେ ବାହାରିବା ପାଇଁ ଯାଉଥିବା ଫିଲ୍ମ ଟି ବହୁତ ଟଙ୍କା ଖର୍ଚ୍ଚ ହେବା ପାଇଁ ଯାଉଛି । ସେଥି ପାଇଁ କୁହା ଯାଉଛି , ଏହି ଫିଲ୍ମ ଟି ବହୁତ ହିଟ ହେବାକୁ ଯାଉଛି । ଆଶା କରା ଯାଏ ଏଥିରେ ବାବୁ ସାନ ଗୋଟେ ଅନ୍ଦାଜ ରେ ଦେଖା ଯିବେ । କାରଣ ଗୋତ କିଛି ଦିନ ତଳେ ବାବୁ ସାନ ଜିମ ଯାଉ ଥିଲେ , ଆଉ ନିଜ ବଡି କୁ ବହୁତ ସ୍ଲିମ କରି ଦେଇ ଥିଲେ । ଆପଣ ମାନେ ଏହି ଫିଲ୍ମ କୁ ରୋଜ ରେ ଦେଖିବା ପାଇଁ ପାଇବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।