viral ଭିଡ଼ିଓ -“ଡ୍ୟାନ୍ସ ଇଣ୍ଡିଆ ଡ଼୍ୟାନ୍ସ” ମଞ୍ଜ ରେ ସମସ୍ତ ଙ୍କର ଆଖିରେ ଲୁହ ଭରିଦେଲା ଏହି ଡ଼୍ୟାନ୍ସ…..କୋରିଓଗ୍ରାଫର ଅନୁ ଙ୍କର ଏହି ଡ଼୍ୟାନ୍ସ ଟି ଦେଖିଲେ ଆପଣ ମଧ୍ୟ ଭାବ ବିହ୍ଵଳ ହୋଇଯିବେ….. ଦେଖନ୍ତୁ ଏହି ଭାଇରାଲ ଡ଼୍ୟାନ୍ସ ଭିଡ଼ିଓ…..

ବନ୍ଧୁଗଣ ଜି ଟିଭି (Zee TV) ରେ ପ୍ରସାରିତ ହେଉଥିବା ” ଡ଼୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ” ଡ୍ୟାନ୍ସ ରିଆଲିଟି ସୋ ବିଷୟରେ ଆପଣ ଜାଣିଥିବେ ନିଶ୍ଚିତ। ଏହା ପ୍ରାୟ ଏକ ଦଶନ୍ଧି ଧରି ଭାରତ ର କୋଣ ଅନୁକୋଣ ରୁ ଡ଼୍ୟାନ୍ସ କରୁଥିବା ତଥା ଡ଼୍ୟାନ୍ସ କୁ ନିଜ ଜୀବନ ଵୋଲି ଭାବୁଥିବା ଯୁବ ପିଢୀ ଙ୍କୁ ଏକ ସୁଯୋଗ ଦେଇଥାଏ ନିଜର କଳା ପ୍ରଦର୍ଶନ କରିବାକୁ। ତେବେ ଏହା ଏକ ରିଆଲିଟି ସୋ ଅଟେ , ଯେଉଁ ଥିରେ ଡ୍ୟାନ୍ସର ମାନେ ଅନେକ ପ୍ରକାରର ଥିମ ବା ବିଷୟ କୁ ନେଇ ଡ଼୍ୟାନ୍ସ କରିଥାନ୍ତି ଏବଂ ଏହା ଦର୍ଶକ ଙ୍କୁ ଖୁବ ପସନ୍ଦ ଆସିଥାଏ।

ତେବେ ବନ୍ଧୁଗଣ ଆମେ ଆଜି ଆପଣ ଙ୍କୁ ସେହିପରି ଏହି ରିଆଳିଟି ସୋ “ଡ଼୍ୟାନ୍ସ ଇଣ୍ଡିଆ ଡ଼୍ୟାନ୍ସ” ର ଏହିପରି ଏକ ଡ଼୍ୟାନ୍ସ ଭିଡ଼ିଓ ବିଷୟରେ ଜଣେଇବୁ ଯାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ଚକିତ ହେବା ସହ ଭାବ ବିହ୍ଵଳ ହୋଇଯିବେ।

ଆଉ ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ନିଜ ଆଖିର ଲୁହ କୁ ନିୟନ୍ତ୍ରଣ କରିପାରିବେ ନାହିଁ। ତେବେ ଏହି ଡ଼୍ୟାନ୍ସ ଆକ୍ଟ ଟି କୁ ଦେଖିବା ପରେ ତିନି ଜଣ ସୁପର ଜଜ ଏବଂ ଗେଷ୍ଟ ଭାବରେ ଆସିଥିବା ବଲିଉଡ ହିରୋ ସୁନୀଲ ସେଠି ଏବଂ ଅଭିନେତ୍ରୀ କରିସ୍ମା ମଧ୍ୟ କାନ୍ଦି ପକେଇଥିଲେ।

ତେବେ ଏହି ଡ୍ୟାନ୍ସ ଆକ୍ଟ ଟିକୁ କୋରିଓଗ୍ରାଫର ଅନୁ ,ଜଣେ କନଟେଷ୍ଟଷ୍ଟାନ ଙ୍କ ସହ କରିଥିଲେ।ତେବେ ସୋ କୁ ବଲିଉଡ ହିରୋ ସୁନୀଲ ସେଠି ଏବଂ ଅଭିନେତ୍ରୀ କରିସ୍ମା ତଥା ଏହି ବଲିଉଡ ଯୋଡ଼ି ଙ୍କର ସ୍ପେସିଆଲ ସେ ସୁନୀଲ ସେଠି ଙ୍କର ଗୀତ “ତ ଚାଲି , ମେ ଚାଲି” ଗୀତ ରେ କରିଥିଲେ।

ତେବେ ଡ୍ୟାନ୍ସ ଟି ସମ୍ପୂର୍ଣ୍ଣ ରୂପରେ ହୃଦୟ ଜିତିବା ଭଳି ଥିଲା ଯାହା ସେମାନେ ଗୋଟିଏ ଘଣ୍ଟା ମଧ୍ୟରେ କଭର କରିଥିଲେ। ତେବେ ଏହି ଡ଼୍ୟାନ୍ସ ଆକ୍ଟ ର ଥିମ ଏହା ଥିଲା ଯେ।

ଜଣେ ଯୁବକ ଓ ଯୁବତୀ ପରସ୍ପର କୁ ନିଜ ଜୀବନ ଠାରୁ ବି ଅଧିକ ପ୍ରେମ କରୁଥିଲେ ମାତ୍ର ଯୁବତୀ ଙ୍କର ସ୍ୱାସ୍ଥ୍ୟ ବହୁତ ଖରାପ ଥିଲା ଆଉ ତାଙ୍କୁ ବଂଚିବା ପାଇଁ ଗୋଟିଏ ନୂଆ ହାର୍ଟ ର ଆବଶ୍ୟକତା ଥିଲା।

ଆଉ ଯୁବତୀ ଜଣଙ୍କ ଭାବୁଥିଲେ କି ଏହା ସମ୍ଭବ ନୁହେଁ ଏବଂ ସେ ମରିଯିବେ ତେଣୁ ନିଜ ପ୍ରେମିକ ଙ୍କୁ ସର୍ବଦା ଦୁରେଇ ରହିବାକୁ କହୁଥିଲେ। କିନ୍ତୁ ପ୍ରେମିକ ଜଣଙ୍କ ତାଙ୍କୁ ଏତେ ଭଲ ପାଉଥିଲେ କି ନିଜ ଜୀବନ ଦେବାକୁ ପଚାଇଲେ ନାହିଁ।

ଆଉ ପରେ ପ୍ରେମିକ ଜଣଙ୍କ ନିଜ ହାର୍ଟ ପ୍ରେମିକା କୁ ଦାନ କରିଦେଇ ସବୁଦିନ ପାଇଁ ଆର ପାରିକୁ ଚାଲିଗଲେ। ତେବେ ଯୁବତୀ ଙ୍କର ଅପରେସନ ପରେ ସେ ଯେତେବେଳେ ଏହା ଜାଣିଲେ ସେତେବେଳେ ସେ କାନ୍ଦି କାନ୍ଦି ନିଜ ପ୍ରେମ କୁ ଝୁରି ମରିଲେ କାରଣ ସେତେବେଳେ ତାଙ୍କ ପାଖରେ ଆଉ କୌଣସି ରାସ୍ତା ନଥିଲା।

ତେବେ ଏହି ଆକ୍ଟ ଟିକୁ ଏତେ ସୁନ୍ଦର ଭାବରେ ଦୁଇ ଜଣ ଡ଼୍ୟାନ୍ସ ମାଧ୍ୟମରେ ପରିପ୍ରକାଶ କରିଥିଲେ କି ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଏବଂ ଭାବ ବିହ୍ଵଳ ହୋଇଯାଇଛନ୍ତି। ତେବେ ଆପଣ ମଧ୍ୟ ଏହି ଭିଡ଼ିଓ ଟିକୁ ଦେଖିଲେ କାନ୍ଦି ପକେଇବେ।