viral ଭିଡ଼ିଓ- କମେଡି king ବିବାହ ପରେ ପ୍ରଜ୍ଞା ଓ ଧର୍ମ ପତ୍ନୀ ସୁନନ୍ଦା ଗଲେ ଅଷ୍ଟା ମଙ୍ଗଳା ଯାତ୍ରା କରିବା ପାଇଁ,ଏବେ ସୋସିଆଲ ମେଡିଆରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ପ୍ରଜ୍ଞା ଭାଇ ଗଲେ ଅଷ୍ଟା ମଙ୍ଗଳା ଯାତ୍ରା କରିବା ପାଇଁ । ଆପଣ ମାନେ ପ୍ରାୟ ସମସ୍ତେ ଜାଣି ଥିବେ ଯେ , ଓଡିଶା ର ସୁନାମ ଧନ୍ୟ କମେଡି କିଙ୍ଗ ପ୍ରଜ୍ଞାନ ଖଟୁଆ । ଯାହାଙ୍କ ବିବାହ ଗତ ମାସ ହୋଇ ଥିଲା । ସେ କଭୀଡ ଗାଇଡ଼ ଲାଇନ କୁ ମାନି ବିବାହ କରି ଥିଲେ । ବିବାହ ରେ ସେ ମାତ୍ରା 100 ଜଣକୁ ତାଙ୍କ ବିବାହ କୁ ଡାକି ଥିଲେ । ବନ୍ଧୁ ବାନ୍ଧବ ଓ ତାଙ୍କ ସାଙ୍ଗ ମାନକୁ ଡାକି ଥିଲେ ।

କିନ୍ତୁ ବିବାହ ରେ ସେ କୌଣସି ସୁପର ଷ୍ଟାର ମାନକୁ ଡାକି ନ ଥିଲେ । କିନ୍ତୁ ରିସେପସନ ପାର୍ଟି ରେ ସେ ସବୁ ଷ୍ଟାର ମାନକୁ ଡାକି ଥିଲେ । ତେବେ ସେ ଯାହାକୁ ବିବାହ କଲେ ତାଙ୍କ ନାମ ସୁନନ୍ଦା ପରିଡା । ତେବେ ଏହା ଥିଲା ଏକ ଲୋଭ ମ୍ୟାରେଜ । ଯାହା ଆଜି ଆରେଞ୍ଜ ମ୍ୟାରେଜ ରେ ପରିବର୍ତ୍ତନ ହୋଇ ସଫଳ ହୋଇ ପାରିଛି । ସେ ଏହି ବିବାହ ରେ ପ୍ରୋସେସନ ରେ ସେ ଡିଜେ କରି ଥିଲେ । ଯାହା ହେଉ ମଧ୍ୟ ତାଙ୍କର ବିବାହ ସରି ଯାଇଛି ।

 ତେବେ ବିବାହ ପରେ ପ୍ରଜ୍ଞା ଯାଉଛନ୍ତି ଅଷ୍ଟା ମଙ୍ଗଳା ପାଇଁ । ଆଜି ଆମେ ସେହି ବିଷୟ ରେ କହିବା ପାଇଁ ଯାଉଛୁ , ଯାହା ବିବାହ ପରେ ପ୍ରଥମ ଥର ପାଇଁ ପ୍ରଜ୍ଞା ତାଙ୍କ ଶଶୁର ଘରକୁ ଯାଉ ଛନ୍ତି । ପ୍ରଥମେ ଏହି ଭିଡିଓ ରେ ଦେଖିବା ପାଇଁ ମିଳି ଥିଲା । ପ୍ରଜ୍ଞା ଙ୍କ ର ଏକ ମାତ୍ର ସ୍ତ୍ରୀ ପ୍ରଥମେ କିଛି ଅରୁଆ ଚାଉଳ ନେଇ ଯାଇ ଗାଡି ରେ ପକାଇ ଥିଲେ ।

ତେବେ ସେହି ଗାଡି ଭିତରେ ଥିଲେ ପ୍ରଜ୍ଞା ଙ୍କର ସାନ ଭଉଣୀ । ତେବେ ରୀତି ନୀତି ଅନୁ ସାରେ ସେ ପ୍ରଥମେ ଚାଉଳ ପକାଇ ଥିଲେ ତା ପରେ ସେ ଗାଡି ଭିତରେ ଚଢି ଥିଲେ । ତେବେ ପ୍ରଜ୍ଞା ଭଦ୍ରକ ଜିଲ୍ଲା ରୁ ବିବାହ କରି ଥିଲେ । ଏହା ଏକ ଲୋଭ ମ୍ୟାରେଜ ଥିଲା । ତେବେ ପ୍ରଜ୍ଞା ଆସି ପ୍ରଥମେ ହଳଦିଆ ଗୋଡ଼ ଧଇ ଥିଲେ ।

ତାଙ୍କର ଶାଳୀ ମାନେ ତାଙ୍କ ଗୋଡ଼ କୁ ଧଇ ଦେଇ ଥିଲେ । ଆଉ ତା ପରେ ପ୍ରଜ୍ଞା ତାଙ୍କୁ କିଛି ଅର୍ଥ ପ୍ରଦାନ କରି ଥିଲେ । ତା ପରେ ପ୍ରଜ୍ଞା ତାଙ୍କର ଶଶୁର ଘର ଭିତର କୁ ପ୍ରଥମ କରି ପାଦ ଦେଇ ଥିଲେ ।

ଏହି ଭିଡିଓ ରେ ଆହୁରି ମଧ୍ୟ ଦେଖିବା ପାଇଁ ମିଳି ଥିଲା । ଯେ ଗୋଟେ ଥାଳି ରେ ବହୁତ ପ୍ରକାର ର ଖାଦ୍ୟ ଥିଲା । ଯାହା ଶଶୁର ଘର ଖାଦ୍ୟ କୁହା ଯାଉ ଥିଲା । ତେବେ ଏହି ପରି ଥିଲା ପ୍ରଜ୍ଞା ଙ୍କର ଅଷ୍ଟା ମଙ୍ଗଳ । ତେବେ ଆପଣ ମାନେ ମଧ୍ୟ ଏହି ଭିଡିଓ ଟିକୁ ଦେଖନ୍ତୁ ଏବଂ ଏଥିରେ ଥିବା ଦୃଶ୍ୟ ଦେଖି ଆପଣ ମାନେ ଖୁସି ହୋଇ ଯାଆନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।