viral video- Class ଭିତରେ ଶିକ୍ଷୟତ୍ରୀ ଏବଂ ଛାତ୍ର ଙ୍କର ରୋମାଣ୍ଟିକ ଡୁଏଟ ଡ୍ୟାନ୍ସ ଭିଡ଼ିଓ ଡ଼୍ୟାନ୍ସ ଦେଖିଲେ ଆପଣ ଙ୍କର ହାର୍ଟଆଟାକ ଆସିଯିବ 96 Miliion+View
ଆପଣ ମାନେ ବହୁତ ମଜା ଦାର ଭିଡିଓ ଦେଖି ଥିବେ । କିନ୍ତୁ ଆଜି ଆମେ ଯେଉଁ ମଜା ଦାର ଭିଡିଓ କଥା କହିବା ପାଇଁ ଯାଉଛୁ , ଆପଣ ତାହା କେବେ ହେଲେ ଦେଖି ନ ଥିବେ। ମଜାଦାର ଭିଡିଓ ଟି ହେଉଛି । ଛୋଟ ଛୋଟ ରିଲସ ରେ ରହିଛି । ହିନ୍ଦୀ ଫିଲ୍ମ ର ଏକ ଏମିତି ଫିଲ୍ମ ରହିଛି ଯେଉଁ ଫିଲ୍ମ ରେ କାଜଲ ଟାବେଲ ଖୋଲି ନାଚୁ ଥିବାର ଦୃଶ୍ୟ ଦେଖିବା ପାଇଁ ମିଳି ଥିଲା । ଠିକ ସେହି ପରି ଜଣେ ବ୍ୟକ୍ତି ଗାମୁଛା ଖୋଲି ନାଚୁ ଥିଲା ହଟାତ ତାର ଭାଇ ଆସି ଦେଖି ନେଇ ଥିଲା । ଏହି ଭଳି ବହୁତ ମଜେଦାର ଭିଡିଓ ରହିଛି ଯାହା ଆପଣ ମାନେ ଦେଖିଲେ ବହୁତ ହସିବେ ।
ସେମିତି ଆଉ ଏକ ଦୃଶ୍ୟ ଦେଖିବା ପାଇଁ ମିଳି ଥିଲା । କଲେଜ ରେ ଜଣେ ଛାତ୍ର ଦିଦି କୁ ଧରି ନାଚୁ ଥିଲା । ଦିଦି ମଧ୍ୟ ବେଫିକର ହୋଇ ପିଲା ଟି ସହିତ ନାଚୁ ଥିଲା । ଜଣେ ଶିକ୍ଷୟତ୍ରୀ ହୋଇ ଯଦି ପିଲାଙ୍କୁ ପାଠ ପଢେଇବା ବଦଳରେ ତାଙ୍କ ସହିତ ଟିପି ଟିପି ବର୍ଷା ପାଣି ରେ ନାଚିବେ , ତାହାଲେ ପିଲା କଣ ଶିଖିବେ ।
ଏମିତି ବହୁତ ଭିଡିଓ ଦେଖିବା ପାଇଁ ମିଳି ଥାଏ , ଯେଉଁ ଭିଡିଓ ରେ ଭରପୁର ମଜା ଦେଖିବା ପାଇଁ ମିଳି ଥାଏ । ଠିକ ସେହି ପରି ଗୋଟେ ଭିଡିଓ ଭାଇରାଲ ହୋଇଚି , ଯେଉଁ ଭିଡିଓ ରେ ଜଣେ ମହିଳା ରାସ୍ତା ରେ ଚାଲୁ ଥିବା ସମୟ ରେ ପବନ ଦେଉ ଥିଲା । ତେବେ ମହିଳା ଜଣଙ୍କ ଶାଢ଼ୀ ପିନ୍ଧି ଥିଲେ । ଆଉ ତା ପରେ ଶାଢ଼ୀ ଟି ଉଡି ଯାଇ ଥିଲା ବିଲ ଭିତର କୁ ।
ଏ ଦୃଶ୍ୟ ଦେଖିଲେ ଆପଣ ଆଶ୍ଚର୍ୟ୍ଯ ହୋଇ ଯିବେ । ଠିକ ସେହି ପରି ଗୋଟେ ମଜେଦାର ଭିଡିଓ ଦେଖିବା ପାଇଁ ମିଳି ଥିଲା । ଜଣେ କ୍ରିଜେଟର ଯେତେ ବେଳେ ଛକା ମାରୁ ଥିଲେ ସେହି ସମୟ ରେ ଏମ୍ପିଅର ନାଚି ନାଚି ହାତ ଟେକୁ ଥିଲେ । ବେଳେ ବେଳେ ମଧ୍ୟ ପଦା ଚାରି କଡେ ଘୁରି ଆସୁ ଥିଲେ ।
ଆଉ ଜଣେ କ୍ୟାଚ ଧରିବାକୁ ଯାଇ ମୁହଁ ରେ ବୋଲ ବାଜି ଥିଲା । ତେବେ ଏହି ଗୁଡିକ ସବୁ ମଜେ ଦାର ଭିଡିଓ । ଆପଣ ମାନେ ଏହି ଭିଡିଓ ଗୁଡିକ ଦେଖିଲେ ନ ହସି ରହି ପାରିବେ ନାହିଁ । ଥରେ ଦେଖନ୍ତୁ ଜାଣି ପାରିବେ ।
ଆଜି କାଳି ଦୁନିଆ ରେ ଅଧିକାଂଶ ଲୋକ ମାନେ ମଜାଳିଆ ଭିଡିଓ ଦେଖିବା ପାଇଁ ଚାହିଁ ଥାନ୍ତି । ଆଉ କିଛି ଲୋକ ଅଛନ୍ତି ଇମୋସନାଲ ଭିଡିଓ ଦେଖିବା ଭଲ ପାଇ ଥାନ୍ତି । କିନ୍ତୁ 100 ଭାଗ ରୁ 70 ଭାଗ ଲୋକ ମଜା ଭିଡିଓ ଦେଖିବା ପାଇଁ ପସନ୍ଦ କରି ଥାନ୍ତି । ତେବେ ଆପଣ ମାନେ ଏହି ଭିଡିଓ ଟିକୁ ଦେଖନ୍ତୁ ଆଉ ଏହାର ମଜା ନିଅନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।