viral video-ଛି..ଛି …ଲଜ୍ୟା,ସମସ୍ତଙ୍କ ସାମ୍ନାରେ bollywod ଅଭିନେତ୍ରୀ ଆଲିଆ ଭଟ ଙ୍କ ଏହିପରି ଅଶ୍ଳୀଳ କଥା ଏବେ ସୋସିଆଲ ମିଡ଼ିଆ ଏହି ଭିଡ଼ିଓ ନିଆଁ ଭଳି ଭାଇରଲ ହେଉଛି,ଦେଖନ୍ତୁ ସମ୍ପୂର୍ଣ video!

ସେଲିବ୍ରେଟି ମାନେ ତାଙ୍କର ଆଗାମୀ ଫିଲ୍ମ ର ପ୍ରୋମସନ୍ ପାଇଁ ଯାଇଥାନ୍ତି। ଇଣ୍ଟରଭିଉ ହେଉ ନହେଲେ ଆଗାମୀ ଫିଲ୍ମ ର ପ୍ରୋମସନ୍ ପାଇଁ ହେଉ ସେମାନେ ସେଠି ମଜାରେ ମଜାରେ ଏମିତି କିଛି କହି ଦିଅନ୍ତି ଯାହା ପରବର୍ତ୍ତୀ ସମୟରେ ବହୁତ ମହଙ୍ଗା ପାଇଥାଏ। ପ୍ରଶଂସକ ମାନଙ୍କ ଥଟ୍ଟା ପରିହାସର ସାମ୍ନା କରିବାକୁ ପଡ଼ିଥାଏ।

ଆମେ ଆଜି ଆପଣମାନଙ୍କ ଅତି ପ୍ରିୟ ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବିଷୟରେ କହିବାକୁ ଯାଉଛୁ। ଯିଏକି ତାଙ୍କର ଏକ ଇଣ୍ଟରଭିଉ ସମୟରେ ଦର୍ଶକ ମାନଙ୍କ ସାମ୍ନାରେ ଏମିତି କିଛି କହିଛନ୍ତି ଯାହାକୁ ଶୁଣି ଆଲିଆ ଭଟ୍ଟଙ୍କର ବହୁତ ମଜାକ୍ ଉଡ଼ାଇଛନ୍ତି।

ଆଲିଆ ଭଟ୍ଟ ଜଣେ ଲୋକପ୍ରିୟ ଚୁଲବୁଲି ବଲିଉଡ୍ ଅଭିନେତ୍ରୀ। ୨୦୧୨ରେ କରଣ ଜୋହରଙ୍କ ଚଳଚ୍ଚିତ୍ର ‌ଷ୍ଟୁଡେନ୍ଟ ଅଫ୍ ଦ ଇଅର‌ ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଏବଂ ଏହି ଚଳଚ୍ଚିତ୍ରରେ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଫିଲ୍ମ‌ଫେୟାରରେ ମନୋନୀତ କରାଯାଇଥିଲା।

ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ବହୁତ ଥର ଡବଲ ମିନିଂ କଥା କହୁଥିବାର ନଜର ଆସିଛନ୍ତି। ଯାହାକୁ ନେଇ ପ୍ରଶଂସକ ମାନଙ୍କ ଥଟ୍ଟା ପରିହାସର ଶିକାର ହେବାକୁ ପଡ଼ିଛି। ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଥିଲା।

ଯେଉଁଥିରେ ଆଲିଆ ଭଟ୍ଟ ଓ ସହିଦ୍ କପୁର ତାଙ୍କର ଆସୁଥିବା ଆଗାମୀ ଫିଲ୍ମ ସାନ୍ଦାର୍ ର ପ୍ରୋମସନ ପାଇଁ ଏକ ପ୍ରେସ କନଫରେନ୍ସରେ ବସିଥିଲେ ଏତିକି ସମୟରେ ଆଲିଆ ଭଟ୍ଟ ମଜାଳିଆ ଢଙ୍ଗରେ ସେଥି ବସିଥିବା ସଦସ୍ୟ ମାନଙ୍କୁ ଏମିତି କିଛି ଡବଲ ମିନିଂ କଥା କହିଛନ୍ତି ଯାହାକୁ ଶୁଣି ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ।


ଆଲିଆ ଭଟ୍ଟ ପ୍ରେସ କନଫରେନ୍ସ ଚାଲିଥିବା ସମୟରେ ଏକ ରିପୋର୍ଟର କୁ ପେପର ମାଗିବା ଛଳରେ ଏମିତି କିଛି କହିଛନ୍ତି ତାହା ତାଙ୍କୁ ପରେ ଅନୁଭବ ହେଉଛି ସେତେ ବେଳେ ତାଙ୍କର ମୁହଁର ଏକ୍ସପ୍ରେସନ ଦେଖିଲା ଲାଇକ ଥିଲା।

ତାଙ୍କର ସେ ଡବଲ ମିନିଂ କଥା ଶୁଣିଲା ପରେ ସେଠାରେ ଉପସ୍ଥିତ ଥିବା ସାହିଦ୍ କପୁର ଫିଲ୍ମ ର ଡାଇରେକ୍ଟର ସମେତ ପ୍ରେସ କନଫରେନ୍ସର ଥିବା ରିପୋର୍ଟରମାନେ ଖୁବ୍ ହସି ଉଠିଥିଲେ। ଏବଂ ସାହିଦ୍ କପୁର ଓ ଆଲିଆ ଭଟ୍ଟଙ୍କ ଫେସର ଏକ୍ସପ୍ରେସନ ଦେଖିଲା ଲାଇକ ଥିଲା। ଏବଂ ଆଉ ଏକ ଇଣ୍ଟରଭିଉ ଚାଲିଥିବା ସମୟରେ ଆଲିଆ କଦଳୀକୁ ନେଇ ଏମିତି କିଛି କହିଥିଲେ ଯାହା ଶୁଣି ସେଠାରେ ଉପସ୍ଥିତ ଥିବା ଲୋକ ମାନେ ଖୁବ୍ ହସି ଉଠିଥିଲେ।

ନିକଟରେ ଗୋଟେ ବିଜ୍ଞାପନକୁ ନେଇ ମଧ୍ୟ ଆଲିଆ ଭଟ୍ଟ ବିବାଦ ଘେରାକୁ ଚାଲି ଆସିଥିଲେ। ସେ ଏକ ଫ୍ୟାଶନ ବ୍ରାଣ୍ଡ ପାଇଁ ବିଜ୍ଞାପନ ଶୁଟ୍ କରିଥିଲେ। ଏହି ବିଜ୍ଞାପନକୁ ନେଇ ସୋସିଆଲ ମିଡିଆରେ ଲୋକେ ତାଙ୍କୁ ଟାର୍ଗେଟ କରିଥିଲେ।

କିଛି ଲୋକ ଏହି ବିଜ୍ଞାପନକୁ ପ୍ରଶଂସା କରୁଥିବା ବେଳେ ଆଉ କିଛି ଏହାକୁ ନେଇ ରାଗି ଯାଇଥିଲେ। ତେବେ ବଲିଉଡ୍ ଏକ୍ଟରମାନଙ୍କ ପାଇଁ ଏସବୁ କିଛି ନୂଆ କଥା ନୁହେଁ ପୂର୍ବରୁ ମଧ୍ୟ ବହୁତ ସେଲିବ୍ରେଟି ପ୍ରଶଂସକ ମାନଙ୍କ ଥଟ୍ଟା ପରିହାସର ଶିକାର ହୋଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।