viral ଭିଡ଼ିଓ-ଛି… ଛି …ଏମିତିକା ଝିଅ ସମାଜ ପାଇଁ କଳଙ୍କ,ପାର୍କ ଭିତରେ ମଦ୍ୟପାନ କରିବା ନେଇ ଯୁବତୀ ଦୁଇଜଣଙ୍କୁ ପଡ଼ିଲା ମହଙ୍ଗା ଏବେ ସୋସିଆଲ ମେଡିଆରେ ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି ଦେଖିଲେ ଅଶ୍ଚର୍ଯ୍ୟ ହୋଇଯିବେ,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ବର୍ତ୍ତମାନ ସବୁଦିନ ସୋସିଆଲ ମିଡ଼ିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି । ଆଜିର ଯୁବସମାଜ ଇଣ୍ଟରନେଟକୁ ଆଧାର କରି ରୋଜଗାର କ୍ଷମ ହେଉଥିବାର ଦେଖିବାକୁ ମିଳୁଛି।ଏହି ଯୁବପିଢ଼ି ମାନେ ସୋସିଆଲ ମିଡ଼ିଆରେ ଖୁବ ଏକ୍ଟିଭ ରହୁଛନ୍ତି।ସେଥିପାଇଁ ନିଜ ସୋସିଆଲ ମିଡ଼ିଆ ଏକାଉଣ୍ଟରେ ଛୋଟ ରୁ ଛୋଟ କଥାକୁ ଭିଡିଓ ମାଧ୍ୟମରେ ଦେଖାଉଛନ୍ତି। ଯାହା ଫଳରେ ଏମାନେ ଅନ୍ୟମାନଙ୍କ ଆକର୍ଷଣ ନିଜ ଆଡ଼କୁ ନେବା ସହିତ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରୁଛନ୍ତି।

ଆଜିକାଲି ପ୍ରାୟ ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ପ୍ରାଙ୍କ ଭିଡିଓ ଦେଖିବାକୁ ମିଳୁଛି।ଯାହା ଦେଖିବାକୁ ଖୁବ୍ ମଜାଳିଆ ଓ କୌତୁକିଆ ହୋଇଥାଏ।ଆଉ କିଛି କିଛି ଭିଡିଓ ଖୁବ୍ ଅଜବ ହୋଇଥାଏ।ସେଥିରୁ କିଛି ଭିଡିଓ ଏମିତି ଅଟେ ଯାହାକୁ ଦେଖି ଲୋକମାନେ ଖୁବ ପ୍ରଭାବିତ ହୋଇଥାନ୍ତି।

ନିକଟରେ ଏକ ଭିଡିଓ ଖୁବ ଭାଇରାଲ ହୋଇଥିଲା। ଯେଉଁ ଭିଡିଓରେ ଦେଖିବାକୁ ମିଳିଥିଲା ୨ ଜଣ ଯୁବତୀ କିଭଳି ସର୍ବସାଧାରଣ ସ୍ଥାନରେ ଅର୍ଥାତ୍ ଏକ ପାର୍କ ଭିତରେ ବସି ସମସ୍ତଙ୍କ ସାମ୍ନାରେ ମଦ୍ୟ ପାନ କରୁଛନ୍ତି ଏବଂ ସିଗାରେଟ ମଧ୍ୟ ଟାଣୁଛନ୍ତି। ଯୁବତୀ ଦୁଇଜଣ ବହୁତ୍ ନିଶାରେ ଅଛନ୍ତି। ଏତିକି ସମୟରେ ଏକ ଯୁବକ ଆସି ଏମାନଙ୍କର ଭିଡିଓ ତିଆରି କରିବା ସହ ନିଶାରେ ଥିବା ଯୁବତୀ ମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି କି ମଦ ନପିବା ପାଇଁ ଏବଂ ସେମାନଙ୍କୁ ପାର୍କ ଭିତରୁ ବାହାରି ଯିବା ପାଇଁ।


କିନ୍ତୁ ଯୁବତୀ ଦୁଇଜଣ କିଛି ବୁଝିବା ପରିସ୍ଥିତିରେ ନାହାନ୍ତି। ସେମାନେ ଯୁବକ ଜଣକ ଉପଦେଶକୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି। ଯୁବତୀ ଦୁଇଜଣ ଅତି ବେପରୁଆ ଢଙ୍ଗରେ ଯୁବକ ଜଣକୁ ଗାଳିଗୁଲଜ କରୁଛନ୍ତି।

ତେବେ ଯୁବକ ଜଣକ ଖୁବ ଜୋରରେ ରାଗିଯାଇଛି ଏବଂ ଯୁବତୀ ମାନଙ୍କ ଉପରକୁ ହାତ ଉଠାଇଛି। ତଥାପି ଯୁବତୀ ଦୁଇଜଣ ପାର୍କ ଭିତରୁ ବାହାରି ଯିବାକୁ ରାଜି ହଉନାହାନ୍ତି। ତେଣୁ ଯୁବକ ଜଣକ ପୋଲିସକୁ ଡାକିବାର ଧମକ ଦେଉଛି। ପୋଲିସ ଆସିବାର ଭୟରେ ଯୁବତୀ ଦୁଇ ଜଣ ଯୁବକ ଜଣକୁ କ୍ଷମା ପ୍ରାର୍ଥନା କରି ପାର୍କର ବାହାରକୁ ଚାଲି ଯାଉଛନ୍ତି।

ତେବେ ଭିଡିଓଟି ପ୍ରକୃତରେ ଏକ ପ୍ରାଙ୍କ ଭିଡିଓ ଥିଲା।ଏହି ଭିଡିଓଟିର ଉଦ୍ଦେଶ୍ୟ ଥିଲାକି ମଦ୍ୟ ପାନ ଭଳି ଏକ କୁଅଭ୍ୟାସ ଠାରୁ ଦୂରେଇ ରୁହନ୍ତୁ।ତେବେ ଆଜିର ଏ ଆଧୁନିକ ସମାଜର ଯୁବପୀଢ଼ି ମାନେ ମଦ୍ୟପାନ ଭଳି ଖରାପ ଅଭ୍ୟାସରେ ଲିପ୍ତ ରହୁଛନ୍ତି। ଅତ୍ୟାଧିକ ମଦ୍ୟ ପାନ କିଶୋର କିଶୋରୀ ମାନଙ୍କ ଆତ୍ମହତ୍ୟା ଉଦ୍ୟମର ଏକ ପ୍ରମୁଖ କାରଣ ପାଲଟି ଯାଇଛି।

ମଦ୍ୟ ପାନ ଭଳି କୁଅଭ୍ୟାସରେ ପଡ଼ି ଦିନକୁ ଦିନ ସାମାଜିକ ଲୋକ ମାନେ ଅସାମାଜିକତାର ବସ ପାଲଟି ଯାଉଛି। ଦିନକୁ ଦିନ ଏହି ମଦ୍ୟପାନ ପାଇଁ ଅନେକ ଦୁର୍ଘଟଣା ଗୁଡ଼ିକ ଘଟିବାରେ ଲାଗିଛି। ତେବେ ମଦ୍ୟ ପାନ କରି କିଭଳି ଯୁବତୀ ଦୁଇଜଣ ଅସୁବିଧାର ସାମ୍ନା କରିବାକୁ ପଡୁଛି ତାହା ଦେଖାଇବା ଏହି ଭିଡିଓର ଉଦ୍ଦେଶ୍ୟ ରହିଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।