viral ଭିଡ଼ିଓ- ଛାତ ରୁ ଡେଇଁ ପଡିଲେ MBBS ଛାତ୍ରୀ।ଏବେ ହସ୍ପିଟାଲ ରେ ଗୁରୁତ୍ୱର ଅବସ୍ଥା ରେ ଅଛନ୍ତି । ପୁରା ଘଟଣା ଟି ଜାଣନ୍ତୁ,କାରଣ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ !

ବିର୍ଲା ଭୀମସା ର ଜଣେ MBBS ଛାତ୍ରୀ ଛାତ ରୁ ଗୋଳି ପଡି ଥିଲେ । ତେବେ ଏହି ଘଟଣା ଟି ଗତ କାଲି ରାତି ରେ ଘଟି ଥିବାର ସୂଚନା ମିଳୁଛି । ତେବେ ତାଙ୍କର ନାମ ଫିର୍ଦୋଷ ଫାତୀମା । ତେବେ ସେଦିନ ତାଙ୍କ ହଷ୍ଟେଲ ରେ କେହି ନ ଥିଲେ । ସକଳେ ଦେଖିବା ବେଳକୁ ଛାତ୍ରୀ ଜଣକ ତଳେ ପଡି ସୁକୁ ସୁକୁ ହେଉ ଥିଲେ । ତାଙ୍କ ଘର ବିଶାଖା ପାଟଣା ସେ ସାବିତ୍ରୀ ଛାତ୍ରୀ ନିବାସ ରେ ରହୁ ଛନ୍ତି ।

ତେବେ ପ୍ରଥମ ବର୍ଷ ର ଛାତ୍ରୀ ଅଟନ୍ତି । ତେବେ ଛାତ୍ରୀ ଜଣକ କେମିତି ଛାତ ରୁ ଗୋଳି ପଡିଲେ ତାହା ଏବେ ସୁଦ୍ଧା ଜଣା ପଡି ନାହିଁ । ଗୋତ କାଲି ରାତି ପ୍ରାୟ ଗୋଟାଏ ବେଳେ ଏହି ଅଘଟଣ ଘଟିଛି । ଜର ରେ ଶବ୍ଦ ଶୁଣି ହିଷ୍ଟେଲ ର ଅନ୍ୟ ଛାତ୍ର ମାନେ ଆସି ଥିଲେ । ଏତିକି ବେଳେ ଫିର୍ଦୋଷ ତଳେ ପଡି ଚିତ୍କାର କରୁ ଥିବାର ଦୃଶ୍ୟ ଦେଖି ଥିଲେ ତାଙ୍କ ସହ ପାଠୀ ।

ଠିକ ସେହି ସମୟରେ ତାଙ୍କୁ ହସ୍ପିଟାଲ ରେ ଭର୍ତି କରି ଥିଲେ । ବୁର୍ଲା ପୋଲିସ ଏହି ଘଟଣା ର ତଦନ୍ତ କରୁଛି । ଛାତ୍ରୀ ଙ୍କ ଘରକୁ ସୂଚନା ଦିଆ ଯାଇଛି । ତାଙ୍କ ଘର ଲୋକ ମଧ୍ୟ ସେଠାରେ ପହଂଚି ସାରି ଲେଣି । ତେବେ ଫିର୍ଦୋଷ ର ରୁମ ମେଣ୍ଟ ନ ଥିବା ସମୟରେ ଏହି ଅଘଟଣ ଟି ଘଟିଛି ।

ତେବେ ଏ ପର୍ଯ୍ୟନ୍ତ କିଛି ଜଣା ପଡି ନାହିଁ ଛାତ୍ରୀ କଣ ପାଇଁ ଛାତରୁ ଗୋଳି ପଡିଲେ । କିଏ ତାଙ୍କୁ ଛାତରୁ ପେଲି ଦେଲା କି ? ପୁଣି ମନରେ ପ୍ରଶ୍ନ ଆସେ ତାଙ୍କ ଦେହରେ ଅତୃକ୍ତ ଆତ୍ମା ପଶି ଯାଇ ଥିଲା କି , ଯେଉଁଥି ପାଇଁ ସେ ଛାତ ରୁ ଚିଲା ମାରି ଦେଲେ । ନହେଲେ କୌଣସି ଲୋଭ ଘଟଣା ହୋଇ ଥିବ ଯାହା ଫୋଳରେ ସେ ଛାତ ରୁ ଗୋଳି ପଡିଲେ । ତେବେ ଏହି ଘଟଣା ଟି ତାଙ୍କ ସାଙ୍ଗ ରେ ରହୁ ଥିବା ଝିଅ କହି ପାରିବ ।

ଯେଉଁ ଦିନ ଏହି ଘଟଣା ଦେଖିବା ପାଇଁ ମିଳି ଥିଲା , ସେଦିନ ତାଙ୍କ ରୁମ ମେଣ୍ଟ ତାଙ୍କ ପାଖରେ ନ ଥିଲେ । ତାଙ୍କ ରୁମ ମେଣ୍ଟ କେବଳ କହି ପାରିବେ ପ୍ରକୃତ ରେ ସେ କାହାକୁ ପ୍ରେମ କରୁ ଥିଲେ କି । ଏହି ଘଟଣା ଟି ରାତି ଗୋଟେ ରେ ହୋଇ ଥିଲା । ତେବେ ଜର ରେ କିଛି ଶବ୍ଦ ଶୁଣି ଅନ୍ୟ ଛାତ୍ର ମାନେ ଦେଖି ଥିଲେ ।

ଏବଂ ହସ୍ପିଟାଲ ରେ ନେଇ ଭର୍ତି କରି ଥିଲେ । ତେବେ ଏହି ଘଟଣା ଟି ବହୁତ ଦୁଃଖ ଦାୟକ ଅଟେ । ଏବେ ପୋଲିସ ତଦନ୍ତ କରୁଛି କଣ ପାଇଁ ଛାତ୍ରୀ ଜଣକ ଛାତ ରୁ ଡେଇଁ ପଡିଲେ । ଆଜି କାଲି ର ଛାତ୍ର ଟିକେ ରାଗି ଗଲେ ସବୁ କିଛି କରି ପାରନ୍ତି। ଉଦାହରଣ ଏଇ ଛାତ୍ରୀ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।