viral video- ଚର୍ଚ୍ଚା ରେ କମେଡ଼ିଆନ ପପୁ ଙ୍କର “ତୁ କିଏବେ” ସଂଗୀତ….. କଲେଜ ଛାତ୍ରୀ ଙ୍କର ଡାଇଲଗ କୁ ନେଇ ଗାଇଥିବା ଏହି ଗୀତ କୁ ଶୁଣିଲେ ଆପଣ ହସି ହସି ବେଦମ ହୋଇଯିବେ,ଏବେ ସୋସିଆଲ ମେଡିଆରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ବର୍ତ୍ତମାନ ସଂଗୀତ ର ଏକ ଟ୍ରେଣ୍ଡ ଚାଲିଛି, ଖାସ କରି ଯେଉଁ ସବୁ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି ତାହା କୁ ନେଇ ସଂଗୀତକାର ମାନେ ଭିନ୍ନ ଭିନ୍ନ ରାଗ ରେ ଓ ଭାବରେ ଗୀତ ବନାଉଛନ୍ତି।ତାହା ଆପଣ ଦେଖୁଥିବେ ଏବଂ ବେଳେ ବେଳେ ଆଶ୍ଚର୍ଯ୍ୟ ମଧ୍ୟ ଲାଗେ ଏହି ଭାଇରଲ ଭିଡିଓ ଏବଂ ଗାୟକ ମାନଙ୍କ ର କଳା ଦେଖି। ତେବେ ବର୍ତ୍ତମାନ ଆପଣ ଦେଖୁଥିବେ କି ସେହି ଭଳି ଏକ ସଂଗୀତ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ଯାହା ଶୁଣିଲେ ଆପଣ ହସି ହସି ଗୋଡି ଯିବେ।

ତେବେ ବନ୍ଧୁଗଣ ବର୍ତ୍ତମାନ ଆମ ଓଡ଼ିଆ ସିନେମା ଜଗତ ର କମେଡ଼ି ଷ୍ଟାର ପପୁ ପମପମ ଙ୍କର ଏକ ଗୀତ ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ ହେଉଛି। ତେବେ ଗୀତ ଟି ଜଣେ କଲେଜ ଛାତ୍ରୀ ଙ୍କର କଥା କୁ ନେଇ ଏହି ଗୀତ ଟି ହୋଇଛି।

ତେବେ ଗୀତ ଟି କିଛି ଏହିପରି ରହିଛି କି,” ସୁନ୍ଦର ଚେହେରା ତୁମର ସୁଖୀକି ଝଡି ଗଲାଣି, ଆପେଲ ଭଳି ଗାଲ ତୁମର ଶୁଖିଲା ପମ୍ପଡ଼ ହୋଇଗଲାଣି, ତୁମେ ଅରେଞ୍ଜ ଜୁସ ପିଅ ଆଉ କଦଳୀ ଅଣ୍ଡା ଖାଉନ”।ତେବେ ଏହି ଗୀତ ଟି ସେ ଗାଇଛନ୍ତି।

ତେବେ ଆମେ ଆପଣ ଙ୍କୁ ଜଣେଇ ଦେଉଛୁ କି, ଆପଣ ମାନେ କିଛି ଦିନ ତଳେ ଜାଣିଥିବେ କି, ଭୁବନେଶ୍ୱର ର ବିଜୁ ପଟ୍ଟନାୟକ କଲେଜ ଛାତ୍ରଛାତ୍ରୀ ମାନେ ତାଙ୍କର ଅଧ୍ୟାପକ ଙ୍କ ବିରୋଧ ରେ ଅଭିଯୋଗ ଆଣିଥିଲେ।ତେବେ ବିଜୁ ପଟ୍ଟନାୟକ କଲେଜ ର ଶୁଭେନ୍ଦୁ ସାର ଜଣେ ଝିଅ ଙ୍କୁ ଖରାପ ବ୍ୟବହାର କରୁଥିବା ନେଇ ଅଭିଯୋଗ ଆସିଥିଲା। ଆଉ ଏଥିରେ ଉତ୍ତପ୍ତ ଜଣେ ଛାତ୍ରୀ ମିଡ଼ିଆ ସାମ୍ନା ରେ ଏହିପରି ସବୁ କହିଥିଲେ କି ତାହା ଶୁଣି ସବୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।


ତେବେ ଛାତ୍ରୀ ଜଣଙ୍କ କହିଥିଲେ କି, ତୁମେ କେତେ ସୁନ୍ଦର ଦେଖା ଯାଉଥିଲ , ନାହିଁ ଝଡି ଗଲାଣି ।ତୁମେ ଅଣ୍ଡା କଦଳୀ ଖାଉନ ,ତୁ କିଏ ବେ ତା ବଡୀ କୁ ନେଗେଟିଭ ଟଚ କରିବାକୁ।ତେବେ ସେହି ଛାତ୍ରୀ ଙ୍କର ଏହି କଥା ଟି ସୋସିଆଲ ମିଡ଼ିଆ ରେ ବହୁତ ଚର୍ଚ୍ଚା ରେ ଚାଲିଥିଲା।

ତେବେ ଆମ କମେଡ଼ି ଷ୍ଟାର ପପୁ ପମପମ ଏହି ଛାତ୍ରୀ ଙ୍କର ଡାଇଲଗ କୁ ନେଇ ଗୀତ ଟିଏ କରିଛନ୍ତି। ଯେଉଁ ଥିରେ ଛାତ୍ରୀ ଙ୍କର “ତୁ କିଏ ବେ” ଡାଇଲଗ ରହିବା ସହ , ତୁମେ ଅରେଞ୍ଜ ଜୁସ ପିଉନ ,ଅଣ୍ଡା କଦଳୀ ଖାଉନ ନାମରେ ଏକ ଗୀତ ଗାଇଛନ୍ତି।

ତେବେ ଏହି ଗୀତ ଟି ବର୍ତ୍ତମାନ ପ୍ରାୟ ସମସ୍ତ ଙ୍କର ମୋବାଇଲ ରେ ଆପଣ ଦେଖିବାକୁ ପାଇବେ। ଏହା ବର୍ତ୍ତମାନ ର ସବୁଠାରୁ ଲୋକପ୍ରିୟ ସଙ୍ଗୀତ ଅଟେ ବୋଲି ଆପଣ କହିପାରିବେ। ତେବେ ଆପଣ ମଧ୍ୟ ପପୁ ଙ୍କର ଏହି ଭିଡିଓ ଟିକୁ ଦେଖିଲେ ହସି ହସି ବେଦମ ହୋଇଯିବେ, ଦେଖନ୍ତୁ ଏହି ଭାଇରଲ ଭିଡିଓ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।