viral ଭିଡ଼ିଓ-ଚର୍ଚ୍ଚା ରେ ସିଙ୍ଗର ନେହା କାକର ଙ୍କର ରିଲ ଭିଡ଼ିଓ…..ପ୍ରସିଦ୍ଧ ଟଲିଉଡ଼ ଫିଲ୍ମ ପୁଷ୍ପା ର ଆଇଟମ ଗୀତରେ ଡ଼୍ୟାନ୍ସ କରି ସମସ୍ତ ଙ୍କୁ ଆବାକ କରିଛନ୍ତି…..ଏବେ ସୋସିଆଲ ମେଡିଆରେ ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !
ତେବେ ଆପଣ ମାନେ ଦେଖୁଥିବେ କି ବର୍ତ୍ତମାନ ଟଲିଉଡ଼ ଫିଲ୍ମ , “ପୁଷ୍ପା” ର ଆଇଟମ ଗୀତ “ଓ ଅଣ୍ଟା ମାମା” ଗୀତ ଟି ବହୁତ ମାତ୍ରା ରେ ଚର୍ଚ୍ଚା ରେ ରହିଛି। ଏହି ଗୀତ ଟିକୁ ଆପଣ ପ୍ରାୟ ସମସ୍ତ ଙ୍କର ମୋବାଇଲ ରୁ ପାଇବେ ,ଏହି ଗୀତ କୁ ନେଇ ସାଧାରଣ ଲୋକଙ୍କ ଠାରୁ ଭିନ୍ନ ଭିନ୍ନ କଳାକାର ଏବଂ ସେଲିବ୍ରେଟି ମାନ ଙ୍କୁ ଡ଼୍ୟାନ୍ସ କରିବାର ନଜର ରେ ଆସିଛନ୍ତି।ତେବେ ଏହି ଗୀତ ରେ ବର୍ତ୍ତମାନ ଆମ ବଲିଉଡ ଗାୟିକା ନେହା କାକର ଏକ ରିଲ ଭିଡ଼ିଓ କରିଛନ୍ତି ଯାହାକି ବର୍ତ୍ତମାନ ଖୁବ ଚର୍ଚ୍ଚା ରେ ରହିଛି। ତେବେ ସେହି ଭିଡିଓ ଟି ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ବର୍ତ୍ତମାନ ର ଟେକ୍ନୋଲୋଜି ତଥା ଡିଜିଟାଲ ର ଯୁବରେ ଲୋକମାନେ ସୋସିଆଲ ମିଡ଼ିଆ କୁ ନିଜର ଗୁଣ ଦେଖାଇବା ର ପ୍ଲାଟଫର୍ମ ଭାବରେ ବାଚିଛନ୍ତି।
ଯେଉଁ ସବୁ ନୂଆ ଏବଂ ଲୋକପ୍ରିୟ ଗୀତ କିମ୍ବା ଡାଇଲଗ ଆସୁଛି ତାହାକୁ ନେଇ ଲୋକମାନେ ଭିନ୍ନ ଭିନ୍ନ ରିଲ ଭିଡ଼ିଓ ବନାଇ ସୋସିଆଲ ମିଡ଼ିଆ ରେ ସେୟାର କରୁଛନ୍ତି। ତେବେ ଲୋକମାନେ ମଧ୍ୟ ଏହାକୁ ଦେଖିବାକୁ ପସନ୍ଦ କରୁଛନ୍ତି ଯାହା ତାଙ୍କୁ ଖୁସି ଦେଉଛି ମଧ୍ୟ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ , ଟଲିଉଡ଼ ବା ତେଲୁଗୁ ଫିଲ୍ମ “ପୁଷ୍ପା” କୁ ନେଇ ବହୁତ ଚର୍ଚ୍ଚା ଚାଲିଛି। ଏହି ଫିଲ୍ମ ର ଆଇଟମ ଗୀତ “ଓ ଅଣ୍ଟା ମାମା” ଆମ ଷ୍ଟାଇଲିସ ହିରୋ ଆଲୁ ଅର୍ଜୁନ ଏବଂ ଚୁଲବୁଲି ହିରୋଇନ ସାମନ୍ଥ ଙ୍କର ଡ଼୍ୟାନ୍ସ ଲୋକଙ୍କୁ ବହୁତ ଆକୃଷ୍ଟ କରିଛି।
ତେବେ ସବୁଠାରୁ ଅଧିକ ଲୋକପ୍ରିୟ ହେଉଛି ଏହି ଫିଲ୍ମ ର “ଓ ଅଣ୍ଟା ମାମା” ଗୀତ ଟି ଏହି ଗୀତ ଟି ଲୋକଙ୍କୁ ଏତେ ଆକର୍ଷଣୀୟ କରିଛି କି ପ୍ରାୟ ସମସ୍ତେ ଏହାକୁ ନେଇ ରିଲ ଭିଡିଓ ବନାଉଛନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହି ଗୀତରେ ରିଲ କରିଥିବା ଆମ ଗାୟିକା ନେହା ଙ୍କର ଭିଡ଼ିଓ ଟି ଖୁବ ଚର୍ଚ୍ଚା ରେ ରହିଛି।
ତେବେ ବନ୍ଧୁଗଣ ନେହା କାକର ହେଉଛନ୍ତି ବଲିଉଡ ଇନ୍ଦ୍ରଷ୍ଟ୍ରି ର ଜଣେ ପ୍ରସିଦ୍ଧ ଗାୟିକା ଅଟନ୍ତି ଆଉ ପ୍ରାୟ ସେ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ରହିଥାନ୍ତି। ତେବେ ତେଲୁଗୁ ଲୋକପ୍ରିୟ ଚଳଚ୍ଚିତ୍ର ” ପୁଷ୍ପା” ଫିଲ୍ମ ର ଆଇଟମ ସଙ୍ଗ “ଓ ଅଣ୍ଟା ମାମା” ଗୀତ ଟିରେ ସେ ଏକ ରିଲ ଭିଡିଓ କରିଛନ୍ତି।
ତେବେ ଏହି ରିଲ ଟି ସେ ଏକ ସମୁଦ୍ର କୂଳରେ କରୁଛନ୍ତି ତେବେ ଏହି ଗୀତ ଟିର ହୁକ ଷ୍ଟେପ ସହ ସେ ବହୁତ ସୁନ୍ଦର ଏକ୍ସପ୍ରେସନ ଦେଇଛନ୍ତି। ତେବେ ତାଙ୍କର ଏହି ରିଲ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ସେ ସେୟାର କରିଥିଲେ।
ଆଉ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଆସିବା ପରେ ଲୋକମାନେ ତାକୁ ବହୁତ ପସନ୍ଦ କରିଛନ୍ତି। ତେବେ ନେହା ଙ୍କର ଏହି ଡ଼୍ୟାନ୍ସ ଏବଂ ଏକ୍ସପ୍ରେସନ ଦେଖି ସମସ୍ତ ଆବାକ ହୋଇଯାଇଛନ୍ତି। ତେବେ ଭାଇରଲ ହେଉଥିବା ଏହି ଭିଡ଼ିଓ ଟିକୁ ଦେଖିଲେ ଆପଣ ମଧ୍ୟ ଚକିତ ହୋଇଯିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।