viral ଭିଡ଼ିଓ – ଚର୍ଚ୍ଚା ରେ ପ୍ରେମୀ ଯୁଗଳ ଙ୍କର ଏହି ହୃଦୟ ବିଦାରକ ଭିଡ଼ିଓ ଟିକୁ ଦେଖିଲେ ଆପଣମାନେ କାନ୍ଦି ପକେଇବେ ,ଯାହାକୁ 10 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ସମ୍ପୂର୍ଣ video!

ବର୍ତ୍ତମାନ ପ୍ରାୟ ବୁଢ଼ା ଠାରୁ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ଯୋଡ଼ିତ ଅଟନ୍ତି। ତେବେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଭିଡିଓ ସବୁ ଆସିଥାଏ ,ତା ମଧ୍ୟରେ କେତେକ ଶିକ୍ଷଣୀୟ ହୋଇଥାଏ ତ କେତେକ ଭିଡିଓ ଆମକୁ ବହୁତ କଷ୍ଟ ଦେଇଥାଏ ତ ପୁଣି କେତେକ ଭିଡିଓ ଆମକୁ ବହୁତ ହସାଇ ଥାଏ ତାହା ଆମର କମେଡ଼ି ଭିଡିଓ ସବୁ ଥାଏ।ତେବେ କିନ୍ତୁ କେବେ କେବେ ଏହିପରି କିଛି ଭିଡ଼ିଓ ଆମ ଆଗକୁ ଆସିଥାଏ ଯାହାକୁ ବିଶ୍ୱାସ କରିବା କେବେ ବି ସମ୍ଭବ ହୋଇନଥାଏ କିନ୍ତୁ ଏହା ସତ୍ୟ ଘଟଣା ଅଟେ ।

ବନ୍ଧୁଗଣ ଆପଣ ମାନେ ଦେଖୁଥିବେ କି ବର୍ତ୍ତମାନ ଆମ ଯୁବଯୁବତୀ ଙ୍କୁ ଟିକଟକ ନିଶା ଘାରିଛି।ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ଆସିବା ପାଇଁ ଏମାନେ କେଉଁ କେଉଁ କାର୍ଯ୍ୟ ସବୁ କରୁଛନ୍ତି ତାହା ଆପଣ ଅନୁମାନ ବି କରିପାରିବେ ନାହିଁ।

 ତେବେ ଅନେକ ସମୟ ରେ କେବଳ ଟିକ ଟକ ପାଇଁ ଲୋକମାନେ ନାହିଁ ନଥିବା ସମସ୍ୟା ର ସମ୍ମୁଖିନ ହେଉଛନ୍ତି କିନ୍ତୁ ପରିବର୍ତ୍ତନ ର ନାମ ନେଉନାହାନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ଏହିପରି କେତେକ ଭାଇରଲ ଭିଡିଓ ବିଷୟରେ ଜଣେଇବାକୁ ଯାଉଛୁ ,ଯାହା ଦେଖିଲେ ଆପଣ ହସି ହସି ଗଡି ଯିବେ। ତେବେ ଭିଡ଼ିଓ ଟି ବହୁତ ରୋମାଣ୍ଟିକ ଭିଡ଼ିଓ ଅଟେ।

ତେବେ ବର୍ତ୍ତମାନ ସୋସିଆଲ ଭିଡ଼ିଓ ରେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟି ବହୁତ ରୋମାଣ୍ଟିକ ଥିଲା। ତେବେ ଭିଡ଼ିଓ ଟି ଗୋଟିଏ ବସ ମଧ୍ୟରେ ସୁଟିଂ କରାଯାଇଛି, ତେବେ ବସ ଟି ଚାଲୁଛି ଏବଂ ଜଣେ ଯୁବକ ଓ ଯୁବତୀ ତଥା ପ୍ରେମୀ ଯୁଗଳ ତା ଭିତରେ ବସିଥିଲେ।

 ଆଉ କେହି ବି ଲୋକ ବା ଯାତ୍ରୀ ସେହି ବସ ଭିତରେ ନଥିଲେ। ଆଉ ଏହି ଦୁଇ ପ୍ରେମୀ ଯୁଗଳ ଦୁହେଁ ବସ ଭିତରେ ରୋମାନ୍ସ କରିବା ଆରମ୍ଭ କରି ଦେଇଥିଲେ। ତେବେ ଯୁବତୀ ଜଣଙ୍କ ବହୁତ ଲାଜ କରୁଥିଲେ ଏବଂ ଯୁବକ ଜଣଙ୍କ କିନ୍ତୁ ଏହାର ଭଲ ଫାଇଦା ଉଠାଉ ଥିଲେ ।

ତେବେ ଯୁବତୀ ଜଣଙ୍କ ଯେତିକି ଅଧିକ ଲାଜ କରୁଥିଲେ ଏବଂ ନଖରା ଦେଖାଉ ଥିଲେ। ତେବେ ଯୁବକ ଓ ଯୁବତୀ ଦୁହେଁ ବସ ଭିତରେ ପରସ୍ପର ଆଡ଼କୁ ଆକର୍ଷିତ ହୋଇ ପାରେ ପରସ୍ପର କୁ କୁଣ୍ଢେଇବା , କିସ କରିବା ଆଦି କାର୍ଯ୍ୟ କରୁଥିଲେ। ତେବେ ଏହା ମଧ୍ୟରେ ସେ ଦୁଇ ପ୍ରେମ ପକ୍ଷୀ ସବୁ କିଛି ଭୁଲି ଯାଇଥିଲେ ଏବଂ ନିଜ ନିଜ ଭିତରେ ହଜି ଯାଇଥିଲେ।

ତେବେ ଏହି ଭିଡ଼ିଓ ଟି ଏକ ରିଲ ଭିଡ଼ିଓ ଆଲବମ ପାଇଁ ସୁଟିଂ କରାଯାଇ ଥିଲା। ତେବେ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ଲୋକମାନେ ଏହାକୁ ଦେଖୁଛନ୍ତି ଏବଂ ଖୁବ ପସନ୍ଦ କରିଥିବା ଜଣା ପଡିଛି ,ତେବେ ଆପଣ ମଧ୍ୟ ଏହି ରୋମାଣ୍ଟିକ ଭିଡ଼ିଓ ଟି ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।