viral ଭିଡ଼ିଓ-ଚର୍ଚ୍ଚା ରେ ଓଲିଉଡ ସିନେମା,”ଅକ୍ସିଜେନ”ର ଗୀତ…..ସୁଟିଂ କରିଥିବା ବେଳେ ଅଭିନେତା ,ଅଭିନେତ୍ରୀ ଙ୍କ ସହ ଏହିପରି କେଲେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଏହି ମଜାଦାର ଭିଡ଼ିଓ ଟିକୁ……. ୬୦ ଲକ୍ଷ୍ୟରୁ ଅଧିକ ଲୋକ ଦେଖିସାରିଲେଣି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !
ବନ୍ଧୁଗଣ ବର୍ତ୍ତମାନ ଯଦି ଆମେ ଆମ ଓଡ଼ିଆ ଫିଲ୍ମ କୁ ବଲିଉଡ ଫିଲ୍ମ ସହ ତୁଳନା କରିବା ତେବେ ଆପଣ ନିଶ୍ଚିତ ଭାବରେ ଜାଣିପାରିବେ କି ବର୍ତ୍ତମାନ ଦୁହିଁଙ୍କ ମଧ୍ୟରେ ସେହିପରି କୌଣସି ପାର୍ଥକ୍ୟ ନାହିଁ। କାରଣ ହିନ୍ଦୀ ବା ବଲିଉଡ ଫିଲ୍ମ ପରି ଓଡ଼ିଆ ବା ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ଆଡ଼ଭାନ୍ସ ହୋଇଗଲାଣି।
ତେବେ ବର୍ତ୍ତମାନ ଏହି ଫିଲ୍ମ ଗୁଡ଼ିକ ମଧ୍ୟ ବେଶ ଏକ ସାମାଜିକ ତଥା ବର୍ତ୍ତମାନ ର ସମସ୍ୟା ତଥା ସଚେତନତା କୁ ନେଇ ତିଆରି ହେଉଛି। ଖାଲି ଏତିକି ନୁହେଁ ବରଂ ଫିଲ୍ମ ଓ ଗୀତ ସୁଟିଂ ହେବା ସମୟର ଭିଡ଼ିଓ କୁ ମଧ୍ୟ ସେମାନେ ଲୋକଙ୍କ ସହ ସେୟାର କରୁଛନ୍ତି।
ତେବେ ସେହିପରି ଓଲିଉଡ ର ଏକ ସଚେତନତା ମୂଳକ ଫିଲ୍ମ ଆଗକୁ ଆପଣ ଦେଖିବାକୁ ପାଇବେ ।ତେବେ ସେହି ଫିଲ୍ମ ଟିର ନାମ ହେଉଛି,”ଅକ୍ସିଜେନ”, ତେବେ ଆପଣ ମାନେ ଫିଲ୍ମ ର ନାମ ରୁ ହିଁ ଜାଣିପାରୁ ଥିବେ କି ଏହା ଆମ ପରିବେଶ କୁ ନେଇ ତଥା ଅମ୍ଳଜାନ ଆମ ପାଇଁ କେତେ ଆବଶ୍ୟକ ବର୍ତ୍ତମାନ ର ଏହି ପେଣ୍ଡାମିକ ସମୟରେ ଆମର ଜୀବନ ବଞ୍ଚାଇବା ପାଇଁ।
ତେବେ ଏହି ଫିଲ୍ମ ର ଏକ ଗୀତ ଗୁଡ଼ିକ ମଧ୍ୟ ବହୁତ ସୁନ୍ଦର ଓ ଆକର୍ଷଣୀୟ ରହିଛି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହି ଫିଲ୍ମ ର ଏକ ଗୀତ ର ସୁଟିଂ ଭିଡ଼ିଓ ଟି ବହୁତ ମାତ୍ରା ରେ ଭାଇରଲ ହେବାରେ ଲାଗିଛି।
ତେବେ ବନ୍ଧୁଗଣ ଏହି ଓଡ଼ିଆ ଫିଲ୍ମ, “ଅକ୍ସିଜେନ” ରେ ମୁଖ୍ୟ ଅଭିନେତା ହେଉଛନ୍ତି ଆମ ସମସ୍ତଙ୍କ ର ପ୍ରିୟ ସମ୍ବିତ ଏବଂ ତାଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ସୁନ୍ଦରୀ ତରୁଣୀ ତମନ୍ନା। ତେବେ ଏହି ଫିଲ୍ମ ରେ ଏକ ସୁନ୍ଦର ଗୀତ ର ସୁଟିଂ ସମୟର ଭିଡ଼ିଓ ଟି ବହୁତ ଭାଇରଲ ହେଉଛି।
ଯେଉଁ ଥିରେ ସମ୍ବିତ ଓ ତମନା ଙ୍କୁ ଡ଼୍ୟାନ୍ସ ପ୍ରାକ୍ଟିସ୍ କରିଥିବା ର ଦେଖାଯାଇଛି ,ଉଭୟ ଯୋଡ଼ି ଙ୍କୁ ଡ଼୍ୟାନ୍ସ ଶିଖାଉଛନ୍ତି ଆମ ଡ଼୍ୟାନ୍ସର ଓ କୋରିଓଗ୍ରାଫର ବସନ୍ତ କୁମାର।ଏବଂ ସମସ୍ତ ଟିମ ସହ ଫିଲ୍ମ ର ଗୀତ ଟି ସୁଟିଂ କରାଯାଉଛି।
ଏହି ସୁଟିଂ ସମୟ ର ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ଲୋକମାନେ ଏହାକୁ ବହୁତ ପସନ୍ଦ କରିଛନ୍ତି। ତଥା ସମ୍ବିତ ଓ ତମନା ଙ୍କର ଯୋଡ଼ି କୁ ମଧ୍ୟ ଲୋକମାନେ ଖୁବ ପସନ୍ଦ କରିଛନ୍ତି।
ତେବେ ଯେପରି ଫିଲ୍ମ ର ନାମ ରହିଛି ,”ଅକ୍ସିଜେନ” ତେବେ ଆପଣ ମାନେ ଜାଣିପାରୁ ଥିବେ ନିଶ୍ଚିତ କି ଏହି ଓଡ଼ିଆ ସିନେମା ଟି ଆମ ପ୍ରକୃତି ତଥା ମଣିଷ ଜୀବନ ରେ ପ୍ରାକୃତି ର ଆବଶ୍ୟକତା କଣ ତାହା ବୁଝାଇଛି। ତେବେ ଏହି ସିନେମା ଟିକୁ ଦେଖିବା ପାଇଁ ଲୋକ ମାନେ ବହୁତ ଆଗ୍ରହୀ ଥିବା ପ୍ରାଥମିକ ସୂଚନା ରୁ ଜଣାପଡ଼ିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।