viral ଭିଡ଼ିଓ-ଚର୍ଚ୍ଚା ରେ “କଚା ବାଦାମ” ଗୀତ…… ପ୍ରଥମ ଥର ପାଇଁ ଷ୍ଟୁଡିଓ ରେ କଚା ବାଦାମ ଗୀତ ଗାଇଲେ ଭୁବନା……ଭାଇରଲ ହେଉଥିବା ଏହି ଭିଡ଼ିଓ କୁ ଦେଖିଲେ ଆପଣ ହସି ହସି ବେଦମ ହୋଇଯିବେ…….

ବନ୍ଧୁଗଣ ଆପଣ ଜାଣିଥିବେ କି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ “କଚା ବାଦାମ” ଗୀତ ଟିକୁ ନେଇ ବହୁତ ଚର୍ଚ୍ଚା ରହିଛି, ଏହି ଗୀତ ଟିକୁ ନେଇ ପ୍ରାୟ ସମସ୍ତେ ରିଲ ଭିଡ଼ିଓ ବନାଉଛନ୍ତି।। ତେବେ ଏହି ଭାଇରଲ ଗୀତ ଟିକୁ ନେଇ ବର୍ତ୍ତମାନ ଭିନ୍ନ ଭିନ୍ନ କଳାକାର ମାନେ କମେଡ଼ି ଭିଡିଓ ବନାଇବା ରେ ଲାଗିଛନ୍ତି। ଆଉ ଯାହାର ରିମିକ୍ସ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ହଲଚଲ ମଚାଇବା ର ଦେଖିବାକୁ ମିଳିଛି। ତେବେ ଆମେ ଆପଣ ଙ୍କୁ ଜଣେଇ ଦେଉଛୁ କି ଏହି କଚା ବାଦାମ ଗୀତ ଟି ପଶ୍ଚିମବଙ୍ଗ ର ଜଣେ ବାଦାମ ବିକାଳୀ ନିଜ ବାଦାମ ବିକ୍ରି କରିବା ପାଇଁ ଏହି ଗୀତ ଟିକୁ ଗାଇଥିଲେ।

ତେବେ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଦେଖୁଥିବେ କି, ଏହି ସଂଗୀତ ଟିକୁ କେହି କେହି ଡ୍ୟାନ୍ସ କରୁଛନ୍ତି ତ କିଏ ପୁଣି ନିଜ ଭାଷା ରେ ଏହାକୁ ଗାଉଛନ୍ତି। ବର୍ତ୍ତମାନ ଚାରିଆଡେ ଏହି ଗୀତ ଟି ସମସ୍ତ ଙ୍କର ପ୍ରିୟ ହୋଇଛି!

ଆଉ ଏହାକୁ ନେଇ ସାଧାରଣ ଯୁବକ ଓ ଯୁବତୀ ମାନଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ଅଭିନେତା ଓ ଅଭିନେତ୍ରୀ ମାନେ ଏମିତି କି ଟିକ ଟକ ଷ୍ଟାର ମାନେ ରିଲ ଭିଡ଼ିଓ ବନାଉଥିଲେ। କିନ୍ତୁ ବର୍ତ୍ତମାନ ପଶ୍ଚିମବଙ୍ଗ ରେ ଏହି ଭୁବନା ଙ୍କର ବାଦାମ ବିକ୍ରି ର ଷ୍ଟାଇଲ କୁ ତଥା ତାଙ୍କର ଗୀତ କୁ ନେଇ ଏକ ଗୀତ ବର୍ତ୍ତମାନ ଚର୍ଚ୍ଚା ରେ ରହିଛି।

ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ପଶ୍ଚିମବଙ୍ଗ ର ବାଦାମ ବିକାଳୀ ଙ୍କର ଡାଇଲଗ ବା ବାଦାମ ବିକ୍ରି କରିବାର ଶୋଇଲି କୁ ନେଇ କଲିକତା ରେ ଏକ ଗୀତ ରେକର୍ଡ କରାଯାଇଛି।

ତେବେ ଏହି ଗୀତ ଟି ବଙ୍ଗଳା ଭାଷାରେ ଲେଖାଯାଇଛି ଯାହାକୁ ଭୁବନା ନିଜେ ଗାଇଛନ୍ତି ଏବଂ ତାଙ୍କ ସହ ଅନ୍ୟ କଳାକାର ମଧ୍ୟ ସାଙ୍ଗ ଦେଇଛନ୍ତି। ତେବେ ଗୀତ ଟି ବର୍ତ୍ତମାନ ଷ୍ଟୁଡିଓ ରେ ରେକର୍ଡ କରାଯାଇଛି, ଆଉ ସୋସିଆଲ ମିଡ଼ିଆ ରେ ଏହି ରେକର୍ଡ ହୋଇଥିବା ଷ୍ଟୁଡିଓ ଭିତର ର ଭିଡି଼ଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ଏହାକୁ ନେଇ ବେଶ ଚର୍ଚ୍ଚା ଚାଲିଛି।

ତେବେ ଭାଇରଲ ହେଉଥିବା ଭିଡି଼ଓ ଟିରେ ଆପଣ ଦେଖି ପାରିବେ କି ଭୁବନା ପୁରା ବଙ୍ଗାଳୀ ଷ୍ଟାଇଲେ ରେ ଡ୍ରେସିଂ ହୋଇଛନ୍ତି ଆଉ ଷ୍ଟୁଡିଓ ମଧ୍ୟରେ ସେ “କଚା ବାଦାମ” ଗୀତ ଟି ରେକର୍ଡ କରୁଛନ୍ତି।

ତେବେ ଏହି ଗୀତ ଟିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏହି ଭିଡ଼ିଓ ମଝିରେ ଭୁବନା ଙ୍କର କିଛି ଅରିଜିନାଲ ଭିଡ଼ିଓ ରୁ ମଧ୍ୟ ଏଡିଟ କରା ଯାଇଛି। ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି। ତେବେ ଆପଣ ମଧ୍ୟ ଏହି ଭିଡ଼ିଓ ଟିକୁ ଦେଖନ୍ତୁ ଏବଂ ମଜା ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।