viral ଭିଡ଼ିଓ-ଚର୍ଚ୍ଚା ରେ ଜାକଲିଂ ଏବଂ ସୋମଲୀନା ଙ୍କର ପିକନିକ ଖଟି…..ସ୍ୱାମୀ ଙ୍କ ସହ ଜଙ୍ଗଲ ମଧ୍ୟରେ କରୁଛନ୍ତି ଏହିପରି ସବୁ କାର୍ଯ୍ୟ ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ….. ଦେଖନ୍ତୁ full ଭିଡ଼ିଓ

ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।

ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।

ତେବେ ବନ୍ଧୁଗଣ ଆପଣ ମାନେ ଓଡ଼ିଆ ଟିଭି ସିରିଏଲ ଜଗତ ର ଦୁଇ ଜଣ ଯାଆଁଳା ଭଉଣୀ ତଥା ଓଡ଼ିଆ ସିରିଏଲ ର ଲୋକପ୍ରିୟ ଅଭିନେତ୍ରୀ ଜାକଲିଂ ଏବଂ ସମାଳୀନ ଙ୍କ ବିଷୟରେ ଜାଣିଥିବେ ନିଶ୍ଚିତ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଦୁଇ ଭଉଣୀ ଙ୍କର ନିଜ ନିଜ ସ୍ୱାମୀ ଙ୍କ ସହ ପିକନିକ ଯାଇଥିବା ର କିଛି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେବାରେ ଲାଗିଛି। ଏହି ଭାଇରଲ ଭିଡ଼ିଓ ଗୁଡ଼ିକ ବିଷୟରେ ଆମେ ଆଜି ଆପଣ ଙ୍କୁ ଜଣେଇବୁ।

ତେବେ ବନ୍ଧୁଗଣ ଆମେ ଆପଣ ଙ୍କୁ କହିରଖୁଛୁ ଯେ, ଜାକଲିଂ ଓ ସମାଲୀନା ଦୁଇ ଜଣ ଦୁଇନ୍ସ ଅଟନ୍ତି। ଏକ ରିଆଲିଟି

ସୋ ମାଧ୍ୟମ ରେ ଦୁହେଁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଆଉ ବର୍ତ୍ତମାନ ଦୁହେଁ ନିଜର ଅଭିନୟ ଦ୍ବାରା ସମସ୍ତ ଙ୍କର ମନ କୁ କିଣିବା ସହ ଟିଭି ସିରିଏଲ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ରେ ସଫଳ ହୋଇଛନ୍ତି। ତେବେ ଉଭୟ ଜାକଲିଂ ଓ ସୋମଲୀନା ନିଜ ନିଜର ବୟଫ୍ରେଣ୍ଡ ଙ୍କୁ ବିବାହ କରିଛନ୍ତି ଏବଂ ବୈବାହିକ ଜୀବନ ରେ ଦୁହେଁ ବେଶ ଖୁସି ରେ ରହିଥିବା ଜଣାପଡିଛି।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଥିବା ଭିଡିଓ ରେ ଦେଖିବା କୁ ମିଳିଛି କି ଦୁଇ ଭଉଣୀ ନିଜ ସ୍ୱାମୀ ମାନଙ୍କ ସହ ଏକତ୍ର ପିକନିକ ପାଇଁ ପାହାଡ଼ ତଥା ଜଙ୍ଗଲ ସ୍ଥାନ କୁ ଯାଇଛନ୍ତି। ତେବେ ସେଠାରେ ସେମାନେ ବୋଟିଂ କରୁଛନ୍ତି , ପାହାଡ଼ ଉପର କୁ ଚଢୁଛନ୍ତି ଏବଂ ଖୁବ ମଜା ମସ୍ତି କରୁଛନ୍ତି। ତେବେ ଉଭୟ ଭଉଣୀ ନିଜ ପରିବାର ତଥା ବନ୍ଧୁ ମାନଙ୍କ ସହ ପିକନିକ କୁ ଯାଇ ପୁରା ବବାଳ କରୁଛନ୍ତି। ଏପରି କି ସମସ୍ତ ଙ୍କୁ ଚର୍ଚ୍ଚିତ ସଂଗୀତ ଗୁଆଘିଅ ରେ ମଧ୍ୟ ଡ଼୍ୟାନ୍ସ କରୁଥିବା ର ନଜର ରେ ଆସୁଛନ୍ତି ।

ଏହା ସହ ଜାକଲିଂ ତାଙ୍କର ସ୍ୱାମୀ ଓ ସୋମଲୀନା ତାଙ୍କର ସ୍ୱାମୀ ସହ ବହୁତ ରୋମାଣ୍ଟିକ ରିଲ ଭିଡ଼ିଓ ମଧ୍ୟ କରିଛନ୍ତି। ତେବେ ଏହି ସବୁ ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ,ଲୋକମାନେ ମଧ୍ୟ ଏହାକୁ ପସନ୍ଦ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।