viral video -ଚର୍ଚ୍ଚା ରେ ଚନ୍ଦନ ବାବୁ ଙ୍କର ବ୍ଲୋଗ ଭିଡ଼ିଓ…..ଏହି କମେଡ଼ି ଭିଡ଼ିଓ ଟିକୁ ଦେଖିଲେ ହସି ହସି ବେଦମ ହୋଇଯିବେ ଆପଣ…..ଦେଖନ୍ତୁ ଭାଇରଲ ଓଡ଼ିଆ କମେଡ଼ି…..

ବର୍ତ୍ତମାନ ପ୍ରାୟ ବୁଢ଼ା ଠାରୁ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ଯୋଡ଼ିତ ଅଟନ୍ତି। ତେବେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଭିଡିଓ ସବୁ ଆସିଥାଏ ,ତା ମଧ୍ୟରେ କେତେକ ଶିକ୍ଷଣୀୟ ହୋଇଥାଏ ତ କେତେକ ଭିଡିଓ ଆମକୁ ବହୁତ କଷ୍ଟ ଦେଇଥାଏ ତ ପୁଣି କେତେକ ଭିଡିଓ ଆମକୁ ବହୁତ ହସାଇ ଥାଏ ତାହା ଆମର କମେଡ଼ି ଭିଡିଓ ସବୁ ଥାଏ ।କିନ୍ତୁ ସବୁଠାରୁ ଅଧିକ ଲୋକମାନେ କମେଡ଼ି ଭିଡିଓ କୁ ଦେଖିବାକୁ ପସନ୍ଦ କରନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ଏହିପରି କେତେକ ଭାଇରଲ କମେଡ଼ି ଭିଡିଓ ବିଷୟ ରେ ଜଣେଇବୁ ଯାହା ଜାଣିବା ପରେ ଆପଣ ହସି ହସି ବେଦମ ହୋଇଯିବେ।

ତେବେ ବନ୍ଧୁଗଣ ଆପଣ ଆମ ଓଡ଼ିଆ କମେଡ଼ିଆନ ଚନ୍ଦନ ବିଶ୍ୱାଳ ଙ୍କର ୟୁ ଟ୍ୟୁବ କମେଡ଼ି ଚେନାଲ ବିଷୟ ରେ ଜାଣିଥିବେ।ତେବେ ସେମାନେ ବର୍ତ୍ତମାନ ର ସ୍ତ୍ରୀ ଲୋକଙ୍କ ର ଟିକଟକ ନିଶା ତଥା ସ୍ୱାମୀ ସ୍ତ୍ରୀ ଙ୍କର ମଧ୍ୟରେ ହେଉଥିବା ନକ ଝକ କୁ ସେ କମେଡି ମାଧ୍ୟମରେ ଜଣେଇଛନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ସେହି କମେଡି ଭିଡ଼ିଓ ଟି ବିଷୟରେ ଜଣେଇ ବୁ ଯାହାକି ବର୍ତ୍ତମାନ ଲୋକମାନେ ଙ୍କ ମଧ୍ୟରେ ଏକ କଳହ ସୃଷ୍ଟି କରିଛି।

ତେବେ ଭିଡ଼ିଓ ଟି କିଛି ଏପରି ରହିଛି କି , ଜଣେ ଯୁବକ ସକାଳେ ସକାଳେ ନିଜ ପତ୍ନୀ ଙ୍କୁ ବିନା ମେକ୍ପ ରେ ଦେଖି ତାଙ୍କୁ ବେତାଳ ବୋଲି ଭାବି ଡରି ଯାଇଛନ୍ତି ଆଉ ଚିତ୍କାର କରିବାକୁ ଲାଗିଛି। ତେବେ ସ୍ତ୍ରୀ ଜଣଙ୍କ ସ୍ୱାମୀ କୁ କହୁଛି ତୁମେ ଏମିତି କାହିଁକି ହେଉଛ ମୁଁ ପରା ତୁମ ପତ୍ନୀ। ଏହା ଶୁଣିବା ପରେ ଯୁବକ ଜଣଙ୍କ ଟିକେ ଶାନ୍ତି ରେ ନିଶ୍ୱାସ ନେଇ କହୁଛନ୍ତି ଆରେ ମୋତେ ତୁମେ ଏକ ଜୀଅନ୍ତା ବେତାଳ ପରି ଲାଗୁଛ। ତେବେ ଏହା ଶୁଣି ସ୍ତ୍ରୀ ରାଗି ଯାଉଛି ଆଉ କହୁଛି ସେ ସବୁ କଥା ଛାଡ ମୁଁ ଭଲ୍ଗ ଭିଡ଼ିଓ ବନେଇବି, ସମସ୍ତେ ବନାଉଛନ୍ତି।

ଏହାକୁ ସ୍ୱାମୀ ପ୍ରଥମେ ବିରୋଧ କରିଛନ୍ତି ଆଉ କହିଛନ୍ତି କି ନାଁ ତୁମର ରୂପ ଅଛି ନା ଗୁଣ , ଖାଲି ବେକାର ଟାରେ କଣ ପାଇଁ ଲୋକହସା ହେବ। ଏହା ଶୁଣିବା ପରେ ମହିଳା ଜଣଙ୍କ ରାଗିଯାଇ ସ୍ୱାମୀ ଙ୍କୁ ନିଧୁମ ମାରୁଛନ୍ତି ଆଉ ପରେ ସ୍ବାମୀ ଜଣଙ୍କ ରାଜି ହୋଇଯାଉଛନ୍ତି ସ୍ତ୍ରୀ ମାଡ଼ ଭୟରେ। ତେବେ ଭଲ୍ଗ ବନେଇବା ପାଇଁ ମହିଳା ଜଣଙ୍କ ନିଷ୍ପତ୍ତି ନେଇଛନ୍ତି କି ଆଳୁ ପରଟା କରି ସାଙ୍ଗ ମାନଙ୍କ ସହ ମସ୍ତି କରି ଖାଇବା ସମୟର ଭିଡ଼ିଓ ଟି କରିବେ ବୋଲି।

ତେବେ ସ୍ୱାମୀ ଜଣଙ୍କ ନିଜର ଦୁଇ ତିନି ଜଣ ବନ୍ଧୁ ଙ୍କୁ ମଧ୍ୟ ଘରକୁ ଡାକି ଆଣିଛନ୍ତି। ମାତ୍ର ମହିଳା ଜଣଙ୍କ ଯାହା ଖାଇବା ଆଣିଲେ ତାହା ଦେଖି ସମସ୍ତ ଙ୍କର ହୋସ ଉଡ଼ିଗଲା।କାରଣ ତାଙ୍କର ସ୍ତ୍ରୀ ପ୍ରଥମେ ଗୋଟେ ଗୋଟେ ଆଳୁ ଆଣି ପ୍ଲେଟ ରେ ରଖିଲେ ଆଉ ପରେ ଯୋଉ ପରଟା ଆଣିଲେ ତାହାକୁ ଦେଖି ସବୁ ମୁଣ୍ଡ ରେ ହାତ ଦେଲେ। କାରଣ ପରଟା ଏମିତି ଥିଲା କି ଯାହାକୁ ଖାଇଲେ ଜଣେ ହସ୍ପିଟାଲ ଯିବା ନିଶ୍ଚିତ ।ତେବେ ଆପଣ ମାନେ ମଧ୍ୟ ଏହି ଭିଡ଼ିଓ ଟିକୁ ଦେଖନ୍ତୁ ହସିହସି ଗଡିଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।